ଲଘୁଚାପ – ଆଜିଠୁ ପୁଣି ନିର୍ଧୁମ ଛେଚିବ ବର୍ଷା ।

rain

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ ପାଣିପାଗ ବିଭାଗ ପକ୍ଷ୍ୟ ରୁ କିଛି ନୂଆ ରିପୋର୍ଟ ଜାରି ହୋଇଛି କି ଆଜି ପାଇଁ ବି 6 ଟି ଜିଲ୍ଲା କୁ ବଜ୍ରପାତ ସହିତ କାଳବୈଶାଖୀ ବର୍ଷା ର ବହୁତ ପରିମାଣ ରେ ସମ୍ଭାବନା ରହିଛି , ତେବେ କେଉଁ ଜିଲ୍ଲା ମାନଙ୍କୁ ରହିଛି ଏବଂ କଣ ରହିଛି ଏହି ରିପୋର୍ଟ ରେ ଆମେ ମାନେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ଏହା ସହିତ ଆସନ୍ତା 9 ତାରିଖ ରରୁ ପୁଣି ଥରେ ଲଘୁଚାପ ର ସମ୍ଭାବନା ରହିଛି ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ସୂଚନା ଜାଣି ନେବା ।rains

ଆଜି ଆଠ ଟି ଜିଲ୍ଲା ପାଇଁ ଆଲର୍ଟ ଜାରି ହେବା ସହିତ ବଜ୍ରପାତ ସହିତ କୁଆ ପଥର ବର୍ଷା ହେବାର ସମ୍ଭାବନା ରହିଛି କଣ ରହିଛି ସତର୍କ ଘଣ୍ଟି ଆମେ ମାନେ ସଂମ୍ପର୍ଣ୍ଣ ଆପଡେଟ୍ ଜାଣିବା ଜାହା ଏବେ ବିଶେଷଶଜ୍ଞ୍ୟ ମାନେ ଆକଳନ ରରିଛନ୍ତି ଗତ ଦୁଇ ଦିନ ହେଲା ରାଜ୍ୟ ବାସୀ ଙ୍କୁ ତାତି ରୁ ସାମାନ୍ୟ ଆଶ୍ୱସ୍ଥି ମିଳିଛି କାଳବୈଶାଖୀ କାରଣ କୁ ତାପମାତ୍ରା ରେ କିଛିଟା ଆଶ୍ୱସ୍ଥି ମିଳିଛି ହେଲେ ଆଜି ପାଇଁ ବି କାଳବୈଶାଖୀ ସହିତ ବିଯୁଳୀ ଘଡଘଡି ସହିତ କୁଆ ପଥର ର ସମ୍ଭାବନା ରହିଛି ।rain

ଏବଂ ଏହି ଜିଲ୍ଲା ଗୁଡିକ ରହିଛି ଗଜପତି ଗଞାମ୍ ,କନ୍ଧମାଳ , ନବରଙ୍ଗପୁର ,କଳାହାଣ୍ଡି ରାଇଗଡା ଜିଲ୍ଲା ରେ ତେବେ କୁଆ ପଥର ବର୍ଷା ସହିତ ପବନ ବହିବାର ସମ୍ଭାବନା ବି ରହିଛି ଏହି ବିଷୟ ରେ ସୂଚନା ଆଞ୍ଚଳିକ ପାଣି ପାଗ ବିଭାଗ ସୂଚନା ଦେଇଛି ସେହି ପରି ମୟୁରଭଞୀ ଜିଲ୍ଲା ରେ ବି ଗୋଟିଏ କିମ୍ବା ଦୁଇଟି ସ୍ଥାନ ରେ ବଜ୍ରପାତ ସହିତ କାଳବୈଶାଖୀ ହେବାର ସମ୍ଭାବନା ରହିଛି ଏହାକୁ ଦୃଷ୍ଟି ରେ ରଖି ଏହି ସବୁ ଜିଲ୍ଲାକୁ ୟୋଲ ୱାର୍ଣ୍ଣିଂ ଜାରି ହୋଇଛି । ସେହି ପରି 9 ତାରିଖ ରେ ବି ଏହି ସବୁ ଜିଲ୍ଲା ମାନଙ୍କୁ ୟୋଲ ୱାର୍ଣ୍ଣିଂ ଜାରି କରା ଜାଇ ଥିବା ବେଳେ ଆପଣ ମାନଙ୍କର କେଉଁ ଜିଲ୍ଲା ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *