ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଓଲିଉଡ ର ଜବର୍ଦୋସ୍ତ ଯୋଡି ଭୂମିକା ଏବଂ ସ୍ୱରାଜ ଙ୍କୁ ତ ବହୁତ ଭଲ ଭାବେ ଜାଣି ଥିବେ ତେବେ ଗତ କିଛି ଦିନ ତଳେ କୃଷ୍ଣ ଏବଂ ରାଧା ବେଶ ରେ ନଜର ଆସି ଥିଲେ ଭୂମିକା ଓ ସ୍ୱରାଜ ତେବେ ବନ୍ଧୁଗଣ ଏହି ଦୁଇ ଯୋଡି କଣ ପାଇଁ କୃଷ୍ଣ ଓ ରାଧା ବେଶ ରେ ନଜର ଆସି ଥିଲେ ଜାଣିବା ପାଇଁ ହେଲେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ , ସେମିତ ରେ ଓଲିଉଡ ର ଜବର୍ଦୋସ୍ତ ଯୋଡି ଭୂମିକା ଓ ସ୍ୱରାଜ ଚାଇଲ୍ଡ କଳାକାର ଭାବେ ଏଣ୍ଟ୍ରୀ କରି ଥିଲେ , ଏବଂ ସେମାନେ ସେହି ଦିନ ଠାରୁ ବହୁତ ସାରା ଫିଲ୍ମ ମାନଙ୍କ ରେ ଚାଇଲ୍ଡ ଅଭିନେତା ଏବଂ ଅଭିନେତ୍ରୀ ଭାବେ ଅଭିନୟ କରି ଥାନ୍ତି ଭୂମିକା ।
ତେବେ ପ୍ରଥମ ଥର ପାଇଁ ଏମାନଙ୍କୁ ତୁ ମୋ ଲଭ୍ ଷ୍ଟୋରୀ ଫିଲ୍ମ ରେ ଦେଖିିବା ପାଇଁ ମିଳି ଥିଲେ ଭୂମିକା ଓ ସ୍ୱରାଜ ଆଉ ଏହା ପରେ ଏହି ଯୋଡି ମାନେ ଓଡିଶା ର ଦର୍ଶକ ମାନଙ୍କୁ ବହୁତ ସାରା ଓଡିଆ ଫିଲ୍ମ ଭେଟି ଦେଇଛନ୍ତି । ତେବେ ଗତ ଦିନ ରେ ତରଙ୍ଗ ସିନେ ଉତ୍ସବ ରେ କୃଷ୍ଣ ଓ ରାଧା ବେଶ ରେ ଦେଖିବା ପାଇଁ ମିଳିଛନ୍ତି , ସେହି ଠାରେ ସେମାନେ ବହୁତ ଭଲ ଡେନ୍ସ କରି ଥିବା ବେଳେ ନିଜର ଫେନ୍ ମାନଙ୍କ ମନ କୁ ଛୁଇଁ ଥିବାର ଦେଖିବା ପାଇଁ ମିଳି ଥିଲେ ।
ତେବେ ବନ୍ଧୁଗଣ ଏହି ଯୋଡି ଆପଣ ମାନଙ୍କୁ କେମିତି ଲାଗନ୍ତି ଏବଂ କୃଷ୍ଣ ଓ ରାଧା ଭାବେ ସେମାନଙ୍କ ଡେନ୍ସ ତଥା ଭୂମିକା ଏବଂ ସ୍ୱରାଜ ଙ୍କ ଅଭିନୟ ଆପଣ ମାନଙ୍କୁ କେମିତି ଲାଗେ ନିଶ୍ଚିିତ ଭାବେ କମେଣ୍ଟ କରି ଜଣେଇ ଦେବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।