କେବଳ ୫ ମିନିଟରେ ପୁରୁଣା ରୁ ପୁରୁଣା ଦାନ୍ତ ବିନ୍ଧା ଦୂର କରନ୍ତୁ ଏହି ଛୋଟିଆ ଉପାୟରେ – Ramdev Health Tips

ଯେତେବେଳେ କୌଣସି କାରଣ ବଶତଃ ଆମ ଦାନ୍ତ ଭିତରେ ଗାତ ଵା କ୍ୟାଭିଟି ଲାଗିଯାଏ, ସେଥିରେ ବହୁତ ଅଧିକ ଜୀବାଣୁ ଲାଗିଯାଏ ଯାହା ଫଳରେ ଆମ ଦାନ୍ତ ରେ ଅସହନ୍ୟ କଷ୍ଟ ହୋଇଥାଏ l କ୍ୟାଭିଟି ହେବାର ବହୁତ ସାରା କାରଣ ରହିଥାଏ l ଯଥା ଅଧିକ ମିଠା ଖାଇବା, ଅଧିକ ଚକଲେଟ ଖାଇବା ଆପଣଙ୍କ ଦାନ୍ତ ର କ୍ୟାଭିଟି ହେବାର କାରଣ ହୋଇଥାଏ l

ଯଦି ଆପଣଙ୍କ ଦାନ୍ତ ର ଆଉ ଶରୀରର କ୍ୟାଲସିୟମ ର ଅଭାବ ରହିଥିଲେ ମଧ୍ୟ ଦାନ୍ତ ର କ୍ୟାଭିଟି ହୋଇଥାଏ l ତେବେ ଆସନ୍ତୁ ଜାଣିବା ଏହାର ସହଜ ଉପାୟ, ଯାହା ଆପଣଙ୍କ ରୋଷେଇ ଘରୁ ସହଜରେ ମିଳିଯିବ l

(1) ପ୍ରଥମ ସାମଗ୍ରୀ ହେଉଛି ଅଦା l ଅଦାରେ ଭରପୁର ମାତ୍ରା ରେ ଆଣ୍ଟିମାଇକ୍ରୋବେଲ ଆଉ ଆଣ୍ଟିବେକ୍ରାଲ ମିଳିଥାଏ l ଯଦି ଆପଣଙ୍କ ଦାନ୍ତରେ କ୍ୟାଭିଟି ହୋଇଅଛି ଏବଂ ସେଠାରେ ଅଧିକ ଜୀବାଣୁ ଭରି ରହିଛି ତେବେ ତାକୁ ମାରିବାରେ ଏହା ସାହାଯ୍ୟ କରିଥାଏ l ଆପଣ ଅଳ୍ପ ଆଡକୁ ଭାଙ୍ଗି ତାକୁ ଛେଳି ଦିଅନ୍ତୁ l ଏବଂ ତାହାକୁ ଛେଲି ତାର ରସ ବାହାର କରିନିଅନ୍ତୁ l ଏକ ଚାମଚ ଅଦା ରସ ବାହାର କରି ରଖନ୍ତୁ ।

(2) ଦ୍ୱିତୀୟ ସାମଗ୍ରୀ ଅଟେ ତାହା ଅଟେ ଲେମ୍ବୁ l ଲେମ୍ବୁ ରସ ରେ ସେଟ୍ରିକ ଏସିଡ ମିଳିଥାଏ l ତାହାର ପ୍ରୟୋଗ ଦ୍ୱାରା ଆପଣଙ୍କ ଦାନ୍ତ ର କଷ୍ଟ ବହୁତ ଜଲଦି ଦୂର ହୋଇଯାଏ l ଏକ ଚାମଚ ଲେମ୍ବୁ ରସ ସେହି ଅଦା ରସ ରେ ମିସlନ୍ତୁ l ଏବେ ଏହାକୁ ଭଲ ଭାବେ ମିଶାଇ ଦିଅନ୍ତୁ l ଏବେ ଆପଣଙ୍କୁ ଆବଶ୍ୟକ ତୁଳା l ଏବେ ସେହି ରସକୁ ତୁଳା ରେ ଲଗେଇ ଆପଣଙ୍କ ଦାନ୍ତ ମୂଳରେ ଯେଉଁଠି କଷ୍ଟ ହେଉଛି ସେଇଠି ଲଗାହୋଇଯିବ l ଦେଖିବେ କେବଳ ଦୁଇ ରୁ ତିନି ମିନିଟରେ ଆପଣଙ୍କ ଦାନ୍ତ ର କଷ୍ଟ ଦୂର ହୋଇଯିବ l

(3) ଆଉ ଗୋଟିଏ ଉପାୟ ହେଉଛି ଗଲିମରିଚ l ଏଥିରେ ଆଣ୍ଟିମେଟେରିଆଲ ତତ୍ତ୍ୱ ପ୍ରଚୁର ମାତ୍ରା ରେ ମିଳିଥାଏ ଲଯାହାକି ଦାନ୍ତ ମୂଳରେ ଥିବ ସମସ୍ତ ଜୀବାଣୁ କୁ ମରିଥାଏ l 10-20 ଟି ଗୋଲିମୋରିଚ ନେଇ ତାକୁ ଭଲ ଭାବରେ ଗୁଣ୍ଡ କରିଦିଅନ୍ତୁ l ଏବେ ଏଥିରେ ଅଧା ଚାମଚ ରୁ କମ ଲୁଣ ମିଶାନ୍ତୁ l ତେବେ ଏହାର ଉପଚାର ପାଇଁ ଆପଣଙ୍କୁ ଆବଶ୍ୟକ ସରିଷ ତେଲ l ଏହା ଦାନ୍ତ ପାଇଁ ବହୁତ ଲାଭ ଦାୟକ ହୋଇଥାଏ, ଏହା ଦାନ୍ତ ର ବହୁସାରା ସମସ୍ୟା କୁ ଦୂର କରିଥାଏ l ଅପିବା ଏକ ଚlମଚ ସରିଷ ତେଲ ସେହି ଗୋଲିମୋରିଚ ଆଉ ଲୁଣରେ ମିଶାନ୍ତୁ l

ଏବେ ଏହାକୁ ମିକ୍ସ କରିଦିଅନ୍ତୁ l ତୁଳା ସାହାଯ୍ୟରେ ଏହାକୁ ନେଇ ଦାନ୍ତ ମୂଳରେ କିଛି ସମୟ ରଖନ୍ତୁ ଦେଖିବେ ବହୁତ ଉପକାର ମିଳିବ l ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *