ଏହି ଜାଗାକୁ ହନିମୁନ କରିବାକୁ ଗଲେ କବିତା ଅପା । ହେଉଛି ଭାଇରାଲ

kabita

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଓଡିଆ ସିରିଏଲ ଜଗତ ର ଅଭିନେତ୍ରୀ ଏବଂ ତରଙ୍ଗ ଟିଭି ରେ ହେଉ ଥିବା କୁଆଁରୀ ବୋହୁ ସିରିଏଲ ରେ କବିତା ଅପା ଙ୍କୁ ଆପଣ ମାନେ ନିଶ୍ଚତ ଭାବେ ଜାଣି ଥିବେ , ଏବଂ ଆପଣ ମାନେ ନିଶ୍ଚିତ ଭାବେ କୁଆଁରୀ ବୋହୁ ସିରିଏଲ କୁବି ଦେଖୁ ଥିବେ ତେବେ ଆପଣ ମାନଙ୍କୁ ଜଣେଇବା ପାଇଁ ଚାହିଁବୁ କି ଆଜିର ଦିନ ରେ କବିତା ଅପା କଣ କରୁଛନ୍ତି ଏବଂ କୁଆଁରୀ ବୋହୁ ସିରିଏଲ ପରେ ପରେ ସେ ଏବେ କେଉଁଠୀ ରହିଛନ୍ତି ।kabhita

ସେହି ବିଷୟ ରେ ଜାଣିବା ବାସ୍ ଆପଣ ମାନେ ପୋଷ୍ଟ କୁ ସେଷଷ ଯାଏ ପଢନ୍ତୁ , ତେବେ ବନ୍ଧୁଗଣ ତରଙ୍ଗ ଟିଭି ରେ ପ୍ରସାରିତ ହେଉ ଥିବା କୁଆଁରୀ ବୋହୁ ସିରିଏଲ ରେ କବିତା ଅପା ଙ୍କୁ ଆପଣ ମାନେ ବହୁତ ଭଲ ଭାବେ ଜାଣି ଥିବେ ତେବେ କବିତା ଅଅପା ଏବି ନିକଟ ରେ ବିବାହ କରି ଥିବା ବେଳେ ବର୍ତମାନ ସମୟ ରେ ସେ ନିଜର ସ୍ୱାମୀ ଙ୍କ ସହିକ ସିକିମ୍ ହୋନିମୁନ୍ କରିବା ପାଇଁ ଜାଇଛନ୍ତି । ଜାହାର ସବୁ ଫୋଟ ଏବଂ କିଛି ଭିଡିଓ କୁ ସେ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ପୋଷ୍ଟ କରି ଥିବାର ଦେଖିବା ପାଇଁ ମିଳିଛନ୍ତି ।kabita

ବର୍ତମାନ ସମୟ ରେ ଏହି ସବୁ ଫୋଟ ଏବଂ ଭିଡ଼ିଓ ବହୁତ ପରିମାଣ ରେ ସୋସିଆଲ ମିଡିଆ ରେ ଭାଇରଲ ହେଉ ଥିବା ବେଳେ ଜାହାକୁ ଦେଖି ତାଙ୍କର ଫେନ୍ ମାନେ ବହୁତ ପରିମାଣ ରେ ଖୁସୀ ରେ ରହିଛନ୍ତି ଏବଂ ତାଙ୍କର ବୈବାହିକ ଜିବନ ର ସୁଖ କାମନା କରିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ କୁଆଁରୀ ବୋହୁ ସିରିଏଲ ର କବିତା ଅପା ଙ୍କ ଅଭିନୟ କେମିତି ଲାଗେ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *