Jyotisa Shastra – କାଲି ସକାଳୁ ଏହି ରାଶିର ହଠାତ ଚମକି ଉଠିବ ଭାଗ୍ୟ, ମିଳିବ ବଡ ଖୁସି ଖବର

ପବିତ୍ର ଚୈତ୍ର ନବରାତ୍ରି ଆରମ୍ଭ ହୋଇ ଯାଇଛି । ଏହି ନବରାତ୍ରି ଦୁର୍ଗା ମାତା ଙ୍କ ପୂଜା କରାଯାଏ । ଏହି ନବରାତ୍ରି ରେ ମାତା ଦୁର୍ଗା ଙ୍କ ର ୯ ଟି ରୂପ ପୂଜା କରାଯାଏ । କୁହାଯାଏ ଏହି ୯ ଦିନ ଟି ମାତା ଙ୍କୁ ପ୍ରସନ୍ନ କରିବା ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ ଏହି ସମୟରେ ୯ ଦିନ ଧରି ଅଖଣ୍ଡ ଦ୍ଵୀପ ଜାଳିବା ଦ୍ଵାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ଏହି ଦିନ ମାନଙ୍କ ରେ ଅନେକ ଲୋକ ମାନଙ୍କ ର ମନ ସ୍କାମନା ପୂର୍ଣ୍ଣ ହୋଇଥାଏ। ଏହି ଦିନ ମାନଙ୍କ ରେ ମାତା ପୂଜା କରିବା ଦ୍ୱାରା ସମସ୍ତ ପ୍ରକାର ସମସ୍ୟା ଦୂର ହୋଇଥାଏ । ତେବେ ଏହି ଦିନ ମାନଙ୍କ ରେ କିଛି ରାଶି ମାନଙ୍କ ର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟ ରେ ;

ତୁଳା ରାଶି , ମାତା ଙ୍କ କୃପା ରୁ ଆପଣଙ୍କ ଭାଗ୍ୟ ବଦଳି ଯିବ । ଆପଣଙ୍କ ଭାଗ୍ୟ ରେ ନୂତନ ସୁଯୋଗ ଆସିବ । ଆଗରୁ ରହିଯାଇଥିବା କାର୍ଯ୍ୟ ପୂରଣ ହେବ। ପ୍ରଭୁ ଙ୍କ କୃପା ରୁ ପଣଙ୍କ ନୂଆ ଅବସର ପ୍ରାପ୍ତି ହେବ ନୂଆ ଅବସର ଫଳ ରେ ଆପଣଙ୍କୁ ନୂଆ ସୁଯୋଗ ମିଳିବାର ସୁଯୋଗ ଅଛି ।

ମେଷ ରାଶି , ଆପଣଙ୍କ ଉଚ୍ଚ ଅଧିକାରୀ ଙ୍କ ଠାରୁ ଆପଣକୁ ସମ୍ମାନ ମିଳିବାର ଯୋଗ ଅଛି।ବ୍ୟାପାର କ୍ଷେତ୍ର ରେ ଆପଣଙ୍କ ର ବଡ଼ ଉପଲବ୍ଧି ରହିବ।ବଂଧୁ ମାନଙ୍କ ଠାରୁ ସହଯୋଗ ମିଳିବ।କୌଣସି ବଡ଼ କାର୍ଯ୍ୟ କୁ ପୂରଣ କରିବେ । ଜୀବନ ରେ ଅନେକ ଦୁଃଖ ପରେ ଆପଣ ସୁଖ ପ୍ରାପ୍ତି କରିବାକୁ ଯାଉଛନ୍ତି ।

ମିଥୁନ ରାଶି , ଏହି ରାଶି ର ଲୋକ ମାନେ ବ୍ୟବସାୟ ରେ ଉନ୍ନତି କରିବେ। ମନ ଚଞ୍ଚଳ ରହିବ । ତୀର୍ଥ ଭ୍ରମଣ ର ଯୋଗ ରହିଛି। ପୁରୁଣା ବନ୍ଧୁ ମିଳନ ର ଯୋଗ ରହିଛି । ବହୁତ୍ ଦିନ ର ଇଛା ଆପଣଙ୍କ ର ପୂର୍ଣ୍ଣ ହେବାକୁ ଯାଉଛି । କର୍ମ କ୍ଷେତ୍ରରେ ବହୁତ ସଫଳତା ମିଳିବ ଏବଂ ପଦୋନ୍ନତି ମଧ୍ୟ ମିଳିବ।

କନ୍ୟା ରାଶି , ଚାକିରି କ୍ଷେତ୍ର ରେ ପଦୋନ୍ନତି କରିବେ। ଅନେକ ଦିନ ର ପରିଶ୍ରମ ର ଫଳ ପାଇବେ । ଧନ ପ୍ରାପ୍ତି ହେବ। ବହୁ ଦିନ ର ଅନୁସନ୍ଧାନ ରୁ ମୁକ୍ତି ପାଇବେ। ଯାତ୍ରା ସଫଳ ହେବ । ଅନୁଗତ ଙ୍କ ଦ୍ଵାରା ଲାଭବାନ ହେବେ । ଗୃହ କାର୍ଯ୍ୟ ରେ ମନ ଦେବେ ।

ସିଂହ ରାଶି , ଅନେକ ଦିନ ର ଆଶା ଆପଣଙ୍କ ର ପୁରୁଣ ହେବାକୁ ଯାଉଛି । ଅନେକ ଦିନ ରୁ ବଂଚିତ ହେଉଥିବା ସୁଖ ଆପଣଙ୍କୁ ବର୍ତ୍ତମାନ ମିଳିବାକୁ ଯାଉଛି । ପରିବାର ରେ ସୁଖ ସମୃଦ୍ଧି ଲାଗି ରହିବ । ପୁଞ୍ଜି ନିବେଶ କଲେ ସଫଳତା ମିଳିବ। ସାଂସାରିକ ଜୀବନ ରୋମାଣ୍ଟିକ ରହିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *