ବର୍ଷା ଅପଡେଟ – ଏହି ସବୁ ଜିଲ୍ଲା ପାଇଁ ବିପଦ ।

rains

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ ପାଣିପାଗ ବିଶେଷଜ୍ଞ୍ୟ କୁ ନେଇ ନୂଆ ରିପୋର୍ଟ ଜାରି କରିଛନ୍ତି ପାଣିପାଗ କୁ ନେଇ ସେମିତି ରେ ଆପଣ ମାନେ ଜାଣି ଥିବେ ଏବେ ଏବେ ଏକ ଲଘୁଚାପ କ୍ଷେତ୍ର କୁ ନେଇ ରାଜ୍ୟ ରେ କେଉଁ ପ୍ରକାରର କାଳବୈଶାଖୀ ର ପରିସ୍ଥିତି ଦେଖିବା ପାଇଁ ମିଳିଛି ଏହା ସହିତ କିଛି ସ୍ଥାନ ମାନଙ୍କ ର କୁଆ ପଥର ବର୍ଷା ସହିତ ଆସନ୍ତୀ 24 ଘଣ୍ଟା ମଧ୍ୟ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ତେବେ ଆସନ୍ତୁ ଜାଣି ନେବା କେଉଁ ସବୁ ଜିଲ୍ଲା କୁ ସତର୍କ ସୂଚନା ଜାରି ହୋଇଛି ଏବଂ କେଉଁ ସବୁ ଜିଲ୍ଲା ମାନଙ୍କ ରେ ବର୍ଷା ଅଧିକ ପରିମାଣ ରେ ହେବ , ତେବେ ଆମେ ଜାଣିବା ବାସ୍ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ।rain

ଆସନ୍ତା 24 ଘଣ୍ଟା ମଧ୍ୟ ରେ 10 ରୁ ଉର୍ଦ୍ଧ ଜିଲ୍ଲା ମାନଙ୍କ ରେ କାଳବୈଶାଖୀ ର ସମ୍ଭାବନା ରହିଛି ସେହି ପରି 30 ରୁ 40 କିଲୋମିଟର ପବନ ବହିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ସୂଚନା ଦେଇଛି , ରାଜ୍ୟ ରେ ବାଲେଶ୍ୱର , ଭଦ୍ରକ , ଜାଜପୁର , କେନ୍ଦ୍ରାପଡା କଟକ, ଜଗତସିହ ପୁର କେନ୍ଧୁଝର , ଢେଙ୍କାନାଳ , ମୟୁରଭଞୀ , ଅନୁଗୁଣ ସମେତ ନୟାାଗଡ , ଗଞାମ୍ , ସୁବର୍ଣ୍ଣପୁର, ସମ୍ବଲପୁରୁ, ଦେଓଗଡ , ଓ ସୁନ୍ଦର ଗଡ ଆଦି ଜିଲ୍ଲା ରେ କାଳ ବୈଶାଖୀ ସହିତ ବଜ୍ର ପାତ ହେବାର ବି ସମ୍ଭାବନା ରହିଛି ।rains

ଏହିଥି ପାଇଁ ପାଣି ପାଗ କ୍ଷେତ୍ର ପକ୍ଷ୍ୟ ରୁ ୟୋଲ ୱାର୍ଣ୍ଣିିଂ ଜାରି କରା ଜାଇଛି ସେହି ପରି ଆଜି ମାନେ 5 ତାରିଖ ରେ ବାଲେଶ୍ୱର , ଭଦ୍ରକ , ଜାଜପୁର , କେନ୍ଦ୍ରାପଡା କଟକ, ଜଗତସିହ ପୁର କେନ୍ଧୁଝର , ଢେଙ୍କାନାଳ , ମୟୁରଭଞୀ ,ନୟାଗଡ , ଗଞାମ୍ , ସୁବର୍ଣ୍ଣପୁର, ସମ୍ବଲପୁରୁ, ଦେଓଗଡ ଆଦି ଜିଲ୍ଲା ରେ ଗୋଟିଏ କିମ୍ଭା ଦୁଇଟି ସ୍ଥାନ ରେ ବର୍ଷା ହେବାର ସମ୍ଭାବନା ରହିଛି , ଏହା ସହିତ ଏହି ସବୁ ସ୍ଥାନ ରେ ଜିବୁଳୀ ସହିତ କୁଆ ପଥର ପଡିବାର ହେବାର ସମ୍ଭାବନା ରହିଛି । ତେବେ ଆପଣ ମାନଙ୍କ ଜିଲ୍ଲା ଏହା ମଧ୍ୟ ରୁୁ କେଉଁ ଜିଲ୍ଲା ନଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *