ଶରୀରର ଏହି ସବୁ ସ୍ଥାନରେ କଳାଯାଇ ଥିଲେ ବ୍ୟକ୍ତି ହୋଇଥାନ୍ତି ଭାଗ୍ୟଶାଳୀ, ତୁରନ୍ତ ହୁଅନ୍ତି କୋଟିପତି

kalajai

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ, ଶରୀରରେ କଳାଯାଇ ଥିବାର ଅର୍ଥ ଉଭୟ ଶୁଭ ଓ ଅଶୁଭ ସଙ୍କେତ ମାନ ପ୍ରଦାନ କରିଥାଏ।ଆଜି ଆମେ ଜାଣିବା ଆମ ଶରୀରରେ କଳାଯାଇ ରହିବାର କଣ ଅର୍ଥ ହୋଇଥାଏ।ଆପଣ ମାନେ ଦେଖିଥିବେ ବହୁତ ଜଣଙ୍କ ମୁହଁରେ କଳାଯାଇ ଥାଏ ଏହା ପ୍ରାୟତଃ ନାଲି କିମ୍ବା କଳା ରଙ୍ଗର ହୋଇଥାଏ।ସାମୁଦ୍ରିକ ଶାସ୍ତ୍ର ଅନୁସାରେ କଳାଯାଇର ଆଲଗା ମହତ୍ୱ ରହିଥାଏ।ଆମ ଶରୀର ସହିତ ମୁହଁରେ ହେଉଥିବା କଳାଯାଇ ଆମ ଚରିତ୍ର ଓ ସ୍ୱଭାବକୁ ଦର୍ଶାଇଥାଏ।ଯେପରି ଆପଣଙ୍କ ମୁହଁରେ ଥିବା କଳାଯାଇ ଚିନ୍ହଟି କଣ କହୁଅଛି ।

ଆପଣଙ୍କ ଶରୀରରେ ଏହି ୧୦ଟି ସ୍ଥାନରେ ଥିବା କଳାଯାଇ ଆମକୁ ଦର୍ଶାଇଥାଏ କି ଆପଣଙ୍କୁ କେବେ ଧନର ଅଭାବ ରହିବ ନାହିଁ।ତେବେ ଆସନ୍ତୁ ଜାଣିବେ ସେ ୧୦ ଟି ସ୍ଥାନ ବିଷୟରେ ।kalajai

୧.ପ୍ରଥମେ ଆସିବ ନାହିଁ ପାଖରେ ଥିବା କଳାଯାଇ,ପେଟ ଉପରର କଳାଯାଇ ହେବାର ମାନେ ଏହା ବ୍ୟକ୍ତିର ଦୁର୍ଭାଗ୍ୟକୁ ସୂଚାଇ ଥାଏ।ଏମିତି ବ୍ୟକ୍ତି ଭୋଜନର ବହୁତ ଲାଳସା ରଖିଥାନ୍ତି କିନ୍ତୁ ଯେତେବେଳେ ଏହି କଳାଯାଇ ବ୍ୟକ୍ତିର ନାଭି ପାଖରେ ଥାଏ ସେତେବେଳେ ଏହା ଧନ ପ୍ରାପ୍ତିର ସୁଯୋଗ ଆସିଥାଏ।କୁହାଯାଏକି ନାଭି ପାଖରର ଯେଉଁ ବ୍ୟକ୍ତିର କଳାଯାଇ ଥାଏ ତାକୁ କେବେ ଧନର ଅଭାବ ରହିନଥାଏ।ସେମାନେ ନିଜ ଜୀବନ ଆରାମରେ ବିତେଇ ଥାନ୍ତି ।

୨.ଦ୍ଵିତୀୟରେ ଯେଉଁ ବ୍ୟକ୍ତି କିମ୍ବା ମହିଳାର ପିଠି ପାଖରେ କଳାଯାଇ ଥିବା ଲୋକ ରୋମାଣ୍ଟିକ ହେବା ସହିତ ବହୁତ ଧନବାନ ହୋଇଥାନ୍ତି।ଏମାନେ ବହୁତ ରୋଜଗାର କରନ୍ତି ଓ ବହୁତ ଖର୍ଚ୍ଚ ମଧ୍ୟ କରିଥାନ୍ତି ଏମାନଙ୍କୁ କେବେ ଧନର ଅଭାବ ହୋଇନଥାଏ ।

୩.ଗୋଡ଼ ଆଙ୍ଗୁଠିରେ କଳାଯାଇ ଥିଲେ,ଏମାନେ ସମାଜରେ ପ୍ରତିଷ୍ଠିତ ସମ୍ପର୍ଣ୍ଣ ବ୍ୟକ୍ତି ହୋଇଥାନ୍ତି।ଅର୍ଥାତ ଏମାନଙ୍କୁ ମାନ ସନ୍ନମାନ ମିଳିଥାଏ।ଏମାନଙ୍କୁ କେବେ ଧନର ଅଭାବ ହୋଇନଥାଏ ।

୪.ଯେଉଁ ବ୍ୟକ୍ତିର ବିଶି ଆଙ୍ଗୁଳିରେ କଳାଯାଇ ଥାଏ,ସେ ଧନୀ ହେବା ସହିତ ଶତ୍ରୁ ମାନଙ୍କ ଠାରୁ ଚିନ୍ତାରେ ରହିଥାଏ ।

୫.ନାହି ତଳେ କଳାଯାଇ ଥିବା ଲୋକଙ୍କ ପାଖରେ କେବେ ଧନର ଆଭାଵ ରହି ନଥାଏ।ତଥା ସେ ସବୁବେଳେ ନିଜ ଜୀବନ ଭଲରେ କାଟି ଥାଆନ୍ତି ।kala

୬.ଦୁଇ ଆଖି ମଝିରେ କଳାଯାଇ ହେବା ବହୁତ ଶୁଭ ପରିଲିଖିତ ହୋଇଥାଏ।ଏହା ଦାମ୍ପତ୍ୟ ଜୀବନ ପାଇଁ ବହୁତ ଭଲ ହୋଇଥାଏ।ଏମାନଙ୍କ ପାଖରେ କେବେବି ଧନର ଅଭାବ ରହିନଥାଏ ।

୭.ନାକର ଡାହାଣ ପାଖରେ କଳାଯାଇ ଥିଲେ ସେମାନଙ୍କୁ କମ ପରିଶ୍ରମ ଦ୍ୱାରା ଧନର ପ୍ରାପ୍ତି ହୋଇଥାଏ ।

୮.ମାଢ଼ିରେ କଳାଯାଇ ଥିବା ବ୍ୟକ୍ତିଙ୍କ ପାଖରେ ଧନର ଅଭାବ ରହିନଥାଏ ।

୯.ଯେଉଁ ବ୍ୟକ୍ତିର ଫାଶୀ ଆଙ୍ଗୁଳି ବା ଅନାମିକା ଆଙ୍ଗୁଳିର ମଝିରେ କଳାଯାଇ ଥାଏ ତାପାଖରେ କେବେ ଧନ ଓ ଜ୍ଞାନର ଅଭାବ ହୋଇନଥାଏ ।

୧୦.ଯେଉଁ ବ୍ୟକ୍ତିର କାଣି ଆଙ୍ଗୁଳି ମଝିରେ କଳାଯାଇ ଥାଏ ସେମାନେ ସମ୍ପତି ବାନ ହୋଇଥାଆନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥିବ ।  ଆପଣ ଏହାକୁ ସେୟାର୍ କରି ନିଜ ବନ୍ଧୁ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିବାକୁ ଆଦୌ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *