ପ୍ରେମ କରୁଥିବା ଝିଅ ସହିତ ଶା-ରୀରି-କ ସମ୍ପର୍କ କେମିତି ରଖିବେ? ଶୀଘ୍ର ଜାଣି ନିଅନ୍ତୁ ଏହି କଥା

love

ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ । ବନ୍ଧୁଗଣ,ପୁଅ ମାନେ ରିଲେସନ ସିପ୍ ରେ ଆସୁ ଆସୁ, ଶାରୀରିକ ସ-ମ୍ବନ୍ଧ ରଖିବାକୁ କଣ ପ୍ରଥମେ ପସନ୍ଦ କରନ୍ତି? ରିଲେସନ୍ ସୀପ୍ ରେ ଆସିବ ପରେ ଅଧିକାଂଶ ପୁଅ ଶାରୀରିକ ସ-ମ୍ବନ୍ଧ ରଖିବାକୁ କାହିଁକି ଇଚ୍ଛା କରନ୍ତି?ଅଧିକ ଭଲ ପାଉଥିବା କାରଣ ରୁ ସେ ଏମିତି କରନ୍ତି ନାଁ ଅନ୍ୟ କିଛି କାରଣ ପାଇଁ ସେମାନେ ଏହି କାମ କରିବାକୁ ଇଛା କରନ୍ତି। ଆଜି ଆମେ ଜାଣିବା ଏହା ପଛରେ ଥିବା ରହସ୍ୟ କଣ!ଚାଲନ୍ତୁ ଜାଣିବା ସେହି ସବୁ ରହସ୍ୟ କଣ ଯେଉଁଥି ପାଇଁ ପୁଅ ମାନେ ଏପରି କରିବାକୁ ଇଚ୍ଛା କରନ୍ତି ।rela

ସାଈକୋଲଜିକାଲି ଏହା ପଛରେ ଦୁଇଟି କାରଣ ରହିଛି।ପ୍ରଥମ କାରଣ ଟି ହେଲା, କେତେକ ପୁଅ କେବଳ ଶାରୀରିକ ସମ୍ବନ୍ଧ ରଖିବା ପାଇଁ ଝିଅ ମାନଙ୍କ ସହ ସମ୍ପର୍କ ରଖନ୍ତି, ତାଙ୍କ ମନରେ କେବେଳ ଏହି କାମ ବ୍ୟତୀତ ଅନ୍ୟ କିଛି ନଥାଏ ତାଙ୍କ କାମ ସରିଗଲେ ସେ ସେହି ଝିଅକୁ ଛାଡ଼ି ଆଉ ଗୋଟେ ଅନ୍ୟ ଝିଅ ସହ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରନ୍ତି।ଆଉ କେତେକ ପୁଅ ଅଛନ୍ତି ଯେଉଁମାନଙ୍କ ମନରେ ଭୟ ଥାଏ ସେମାନେ ଭାବନ୍ତି ଯଦି ଝିଅ ସହ ଶାରୀରିକ ସମ୍ବନ୍ଧ ନ ରଖିବେ ତାହେଲେ, କାଳେ ସେ ତାଙ୍କୁ ଛାଡ଼ି ପଳେଇଯିବ ଓ ତାଙ୍କ ସମ୍ପର୍କ ଭାଙ୍ଗିଯିବ।ଆଉ କେତେକ ପୁଅ ଅଛନ୍ତି ସେମାନେ ସେମାନଙ୍କ ପାର୍ଟନର ଙ୍କ ସହ ସମ୍ପର୍କ ଅତି ନିବିଡ଼ ରହିବ ଭାବି ସେମାନେ ଏହା କରିଥାନ୍ତି ।

ଅବଶ୍ୟ ଏକଥା ସତ୍ୟ ହେଲେବି ଶାରୀରିକ ସ-ମ୍ବନ୍ଧ ପରେ ମଧ୍ୟ ସବୁ ସମ୍ପର୍କ ତୁଟିଯାଏ, ସେ ଝିଅ କିମ୍ବା ପୁଅ ଅନ୍ୟ ଆଡ଼େ ବିବାହ କରେ।ଆପଣଙ୍କୁ ଜାଣିବା ଦରକାର ଶାରୀରିକ ସ-ମ୍ବନ୍ଧ ହେଉଛି ଆମ ଶରୀରର ଆବଶ୍ୟକତା ଆମ ଶାରୀରିକ ଭୋକ ଓ ମାନସିକ ଖୁସି କିନ୍ତୁ ଏହି ଖୁସିର ଏକ ସମୟ ଓ ସୀମା ରହିବା ଦରକାର।ଦେଖିବେ ଯେତେବେଳେ ଆପଣଙ୍କ ପାର୍ଟନର ଆପଣଙ୍କୁ ଶାରୀରିକ ସମ୍ବନ୍ଧ ରଖିବାକୁ ବାଧ୍ୟ କରୁଛି, ସବୁବେଳେ ସେହି କଥା ପାଇଁ ଜିଦ୍ କରୁଛି ଓ ଯଦି ତାହା ନକରିବ ତ ବ୍ରେକପ୍ କରିବାର ଧମକ ଦେଉଚି ସେତେବେଳେ ଆପଣ ଜାଣିଯିବେ ଯେ ସେ ଆପଣଙ୍କୁ ଭଲ ପାଉନାହିଁ କେବଳ ଆପଣଙ୍କ ଦେହର ଲାଳସା ଯୋଗୁଁ ସେ ଆପଣଙ୍କ ସହ ସମ୍ପର୍କ ରଖିଛି ।loves

ଯଦି ଆପଣଙ୍କ ବାହାଘର ହେବା ପକ୍କା ହୋଇଛି ଓ ଆପଣ ଦୁଇ ଜଣଙ୍କ ମଧ୍ୟରେ ଶାରୀରିକ ସମ୍ବନ୍ଧ ରଖି ଆପଣଙ୍କ ସମ୍ପର୍କ କୁ ଦୃଢ଼ କରିବାକୁ ଚାହୁଁଛନ୍ତି ତାହେଲେ ମଧ୍ୟ ସେମିତି କରିବା ଅନୁଚିତ୍ । କାହିଁକି ନା ବିବାହ ପରେ ସେ ଯାହା ଆପଣଙ୍କ ଠାରୁ ପାଇବା କଥା ସେ ତାହା ଏବେ ଠାରୁ ପାଇଗଲା, ତେଣୁ ଏବେ ସେ ଆପଣଙ୍କୁ ବିବାହ କରି ଅଧିକ କଣ ପାଇବ?ଅନ୍ୟ କାହାକୁ ବିବାହ କରି ନୂଆ ଶରୀର, ଖୁସି ପାଇବା ବଦଳରେ ସେ କାହିଁକି ପୂର୍ବରୁ ବ୍ୟବହାର କରିଥିବା ଶରୀରକୁ ପସନ୍ଦ କରିବ?

ଖାଲି ପୁଅ ମାନେ ନୁହଁନ୍ତି ଝିଅ ମାନେ ମଧ୍ୟ ଏପରି ଶାରୀରିକ ସମ୍ପର୍କ ରଖିବାକୁ ଚାହିଁଥାନ୍ତି ହେଲେ ଲାଜ ଓ ଭୟ ଯୋଗୁ ସେ ନିଜ ମନ କଥା ତାଙ୍କ ପାର୍ଟନର ଙ୍କୁ କହିପାରନ୍ତି ନାହିଁ । ହେଲେ ଦେଖିବେ ଯଦି ଆପଣଙ୍କ ପାର୍ଟନର ଆପଣଙ୍କୁ ଶାରୀରିକ ସ-ମ୍ବନ୍ଧ ରଖିବା ପାଇଁ କିଛି ଈଶାରା କରୁଛି ଓ ଆପଣଙ୍କ ମତକୁ ସମ୍ମାନ ଦେଉଛି ତାହେଲେ ଜାଣିବେ ଆପଣଙ୍କ ସମ୍ପର୍କ ଦୃଢ଼ ଅଛି ଓ ଏହି ସବୁ କାରଣରୁ ଆପଣଙ୍କ ସମ୍ପର୍କ ଭାଙ୍ଗିବନାହିଁ ।

ଆଶା କରୁଛୁ ଆପଣଙ୍କୁ ଏହି ଖବର ପସନ୍ଦ ଆସିଥିବ, ଏଭଳି ଅଧିକ ଖବର ପାଇଁ ଆମକୁ ଲାଇକ ଏବଂ ଫଲୋ କରନ୍ତୁ। ଏବଂ ଏହି ଖବର କୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ସେୟାର୍ କରନ୍ତୁ।

Leave a Reply

Your email address will not be published. Required fields are marked *