ସ୍ତ୍ରୀର ରଚନା କିପରି କରିଥିଲେ ଭଗବାନ? ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

de

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ।ବନ୍ଧୁଗଣ, ସ୍ତ୍ରୀ ଠାରୁ ସୃଷ୍ଟିର ଆରମ୍ଭ ବୋଲି କୁହାଯାଏ । ସ୍ତ୍ରୀକୁ ଏ ପୃଥିବୀରେ ସବୁଠାରୁ ଅଧିକ ରହସ୍ୟମୟ କୁହାଯାଏ । ସ୍ତ୍ରୀର ପ୍ରକୁତିକୁ ବୁଝିବା କଷ୍ଟ ନୁହେଁ ଅସମ୍ଭବ । ଏମିତି ବି କୁହାଯାଏ କି ଭଗବାନ ମଧ୍ୟ ଏହି ରଚନା କୁ ବୁଝିବାରେ ଭୁଲ କରିଦିଅନ୍ତି । ଗୋଟିଏ ମିନିଟ ରେ ସୃଷ୍ଟିର ନିର୍ମାଣ କରିଲାବାଲା ଭଗବାନ ଙ୍କୁ ବି ସ୍ତ୍ରୀ ର ରଚନା କରିବାରେ ବହୁତ ସମୟ ଲାଗିଯାଇଥିଲା । ଦେବଦୂତ ସ୍ତ୍ରୀ ର ରଚନା କରିବାରେ ଲାଗୁଥିବା ସମୟକୁ ଦେଖି ଭଗବାନଙ୍କୁ ପ୍ରଶ୍ନ କରିବାକୁ ଅସହାୟ ହୋଇଗଲେ ଏବଂ ଭଗବାନ ଦେବଦୂତ ଙ୍କର ସବୁ ପ୍ରଶ୍ନର କିଛି ଅଦ୍ଭୁତ ଉତ୍ତର ଦେଲେ । ଭଗବାନ ଙ୍କୁ ସ୍ତ୍ରୀ ର ରଚନା କରିବାରେ ୬ଦିନ ଲାଗିଯାଇଥିଲେ ମଧ୍ୟ ରଚନା ଅଧା ଥିଲା । ଏହା ଦେଖି ଦେବଦୂତ ଭଗବାନ ଙ୍କୁ ପଚାରିଲେ କି ହେ ଭଗବାନ ସ୍ତ୍ରୀ ର ରଚନା କରିବାରେ ଆପଣଙ୍କୁ ଏତେ ସମୟ କଣ ପାଇଁ ଲାଗୁଛି? ତ ଭଗବାନ କହିଲେ କି କଣ ତମେ ଏହାର ସବୁ ଗୁଣ ଦେଖିଛ ।devaduta

ସ୍ଥିତି ଯାହା ବି ହଉ ସବୁ ସମୟରେ ସେ ସମସ୍ତଙ୍କୁ ଖୁସି ରଖିବା ସହିତ ଭଲପାଇବା ମଧ୍ୟ ଦବ । ଯେତେ କଷ୍ଟ ଆସିଲେ ବି ସବୁ କାମ କରିବାର କ୍ଷମତା ରହିବ । ଏହା ଶୁଣି ଦେବଦୂତ ଅର୍ଶ୍ଚଯ୍ୟ ହୋଇଗଲେ ଏବଂ ପଚାରିଲେ କଣ ଏ ୨ହାତରେ ଏତେ ସବୁ କରିପାରିବ। ଭଗବାନ କହିଲେ ହଁ ଏଥିପାଇଁ ତା ଏ ସବୁଠୁ ଅଦ୍ଭୁତ ରଚନା। ଏହା ଶୁଣି ଦେବଦୂତ ଯେତେବେଳେ ହାତ ମାରିଲେ ତ କହିଲେ ହେ ପ୍ରଭୁ ୟେ ତ ବହୁତ କୋମଳ ।ଉତ୍ତର ରେ ଭଗବାନ ହସିକି କହିଲେ ଇଏ କୋମଳ ଅଟେ ହେଲେ ଭିତରୁ ବହୁତ ମଜଭୂତ ଏହା ଶୁଣିବାପରେ ସେ ଆହୁରି ଶୁଣିବାକୁ ଚାହିଁଲେ ଏହି ରଚନା ବିଷୟରେ ।

ପୁଣି ସେ ପଚାରିଲେ କି ସ୍ତ୍ରୀ ମଧ୍ୟରେ କଣ ଭାବିର ଶକ୍ତି ହେବ? ଭଗବାନ ଉତ୍ତରରେ କହିଲେ ୟା ମଧ୍ୟରେ ରେ କେବଳ ଭାବିବା ନୁହେଁ ସବୁ ସମସ୍ୟା ର ସମାଧାନ କରିବାର ଶକ୍ତି ମଧ୍ୟ ରହିଛି। ଯେତେବେଳେ ଦେବଦୂତ ଗାଲ ରେ ହାତ ମାରିଥିଲେ ତାଙ୍କୁ ପାଣି ଯେପରି ଲାଗିଥିଲା ତେଣୁ ସେ ପଚାରିଲେ ଏ ପାଣି ଯେପରି ଲାଗୁଛି ସେ କଣ ? ଭଗବାନ ଉତ୍ତର ରେ କହିଲେ କି ୟେ ତାର ଲୁହ ,ଯେତେବେଳେ ୟେ ଦୁର୍ବଳ ହୋଇଯିବ ତ ନିଜର ସବୁ କଷ୍ଟ ଲୁହ ସହିତ ବାହାର କରିଦେବ ଏବଂ ପୁଣି ମଜଭୂତ ହୋଇଯିବ ।d

ନିଜ ଦୁଃଖ କୁ ଭୁଲିବା ପାଇଁ ୟେ ସବୁଠୁ ଭଲ ଉପାୟ ଏହା ସହିତ ଭଗବାନ ବି କହିଲେ କି ଲୁହ ତାର ତକତ ବି ହବ । ଏହା ଶୁଣି ଦେବଦୂତ କହିଲେ ଭଗବାନ ଆପଣ ତା ମହାନ ଅଟନ୍ତି । ୟେ ସ୍ତ୍ରୀ ରୂପି ରଚନା ସବୁବେଳେ ନିଜ ପରିବାର ହିମତ ହେବ ଏବଂ ସବୁ ପରିସ୍ଥିତି ରେ ରହିକି ସବୁ ଠିକ କରିବ । ଏହା ଶୁଣି ଦେବଦୂତ କହିଲେ ଯେ ରଚନା ସମ୍ପୂର୍ଣ୍ଣ ଅଟେ । ଭଗବାନ କହିଲେ ନା ଆହୁରି ଏକ କଥା ଅଛି କି ୟେ ନିଜେ ତା ନିଜ ମହତ୍ୱ ଭୁଲିଯିବ ।

ଆଶା କରୁଛୁ ଆପଣଙ୍କୁ ଏହି ଖବର ପସନ୍ଦ ଆସିଥିବ, ଏଭଳି ଅଧିକ ଖବର ପାଇଁ ଆମକୁ ଲାଇକ ଏବଂ ଫଲୋ କରନ୍ତୁ । ଏବଂ ଏହି ଖବର କୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ସେୟାର୍ କରନ୍ତୁ ।

Leave a Reply

Your email address will not be published. Required fields are marked *