ହେ ଭଗବାନ ! ମାତ୍ର ୬ ବର୍ଷ ବୟସରେ କୁନି ପୁଅକୁ ହୋଇଛି କ୍ୟାନ୍ସର, ଆର୍ଥିକ ସହାୟତା ପାଇଁ ବାପା ମା’ ଙ୍କର ଆକୁଳ ନିବେଦନ

ଅଜବ ଏହି ବିଧିର ବିଧାନ। ବିଚିତ୍ର ତାର ନିୟମ। କାହାକୁ କେମିତି ଗଢ଼ିବା ,କଷ୍ଟ ଦେବା, ଖୁସି ଦେବା ସବୁ ବିଧାତାଙ୍କ ହାତରେ। କିନ୍ତୁ ବେଳେ ବେଳେ ଏମିତି କିଛି ଘଟଣା ଦେଖିବାକୁ ମିଳେ ଯାହା ସବୁ ଦୁଃଖ କଷ୍ଟକୁ ବଳି ଯାଇଥାଏ। ଆମେ କହୁଛୁ ଏକ ଗରିବ ପରିବାରର ଦୁଃଖଭରା ଅସହ୍ୟ କାହାଣୀ। ପୁରୀ ଜିଲ୍ଲାର କଣାସ ବ୍ଲକ୍ ର ବୀରକିଶୋରପୁର ଗ୍ରାମରେ ଏହି କରୁଣ ଚିତ୍ର ଦେଖିବାକୁ ମିଳିଛି।ଏଠାରେ ଜଣେ ଅସହାୟ ଗରିବ ବାପା ମାଆ ଙ୍କ ଅବସ୍ଥା ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ। ତାଙ୍କର ୬ ବର୍ଷର କୁନି ପୁଅ ସତ୍ୟନାରାୟଣ ର ଅବସ୍ଥା କୁ ଟିକିଏ ଦେଖନ୍ତୁ।ବଞ୍ଚି ଥାଉ ଥାଉ ଦଇବ ଦେଉଛି ଦୁଃଖ ଯନ୍ତ୍ରଣା ଏହି କୁନି ପୁଅକୁ।

ଯିଏକି ଦୀର୍ଘଦିନ ହେଲା କର୍କଟ ରୋଗରେ ପୀଡିତ ଅଛି।ଏପଟେ ପୁଅର ଏହି ଅବସ୍ଥାକୁ ଦାରିଦ୍ର୍ୟ ସାଜିଛି ଦାଉ।ପୁଅ ର ଏମିତି ଅବସ୍ଥା ଦେଖି ବାପା ମା ଙ୍କ ଛାତି ଫାଟି ପଡୁଛି ! କିନ୍ତୁ କିଛି ରାସ୍ତା ନାହିଁ ସେମାନଙ୍କ ପାଖରେ। ପୁଅକୁ ଚିକିତ୍ସା କରିବା ପାଇଁ ଅର୍ଥ ସାଜୁଛି ବାଧକ। ଯେଉଁ କାରଣରୁ ବହୁତ୍ କଷ୍ଟରେ ପୁଅର ବାପା ଉଛବ ସ୍ୱାଇଁ ରହୁଛନ୍ତି।୨ ବର୍ଷ ହେଲା ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ପୁଅର ଚିକିତ୍ସା କରା ଯାଉଚି। ମାl ପୁଅକୁ ଲାଳନ ପାଳନ କରୁଛନ୍ତି ଅନେକ ଯନ୍ତ୍ରଣା ସହ୍ୟ କରି। ସରକାରଙ୍କ ପକ୍ଷରୁ କିଛି ସାହାଯ୍ୟ ମିଳିଲେ ସେମାନେ ପୁଅର ଏଭଳି ଅବସ୍ଥା ସମୟରେ ତାର ଚିକିତ୍ସା ପାଇଁ କିଛି କରି ପାରିଥାନ୍ତେ।

କିନ୍ତୁ ସେମିତି ବି କିଛି ସାହାଯ୍ୟ ସୁବିଧା ତାଙ୍କୁ ମିଳି ପାରି ନାହିଁ। ଯାହାକୁ ନେଇ ବାପା ମାଆ ଅନୁରୋଧ ମଧ୍ୟ କରିଛନ୍ତି। ଝିଅର ଏଭଳି ଅବସ୍ଥା ଦେଖି କେହି ବାପା ମାଆ ଧର୍ଯ୍ୟ ଧରି ରହିବା ସମ୍ଭବପର ନୁହଁ।ତେବେ ପୁଅର ଏହି ଭଳି ସ୍ଥିତିରେ କିଛି ସହାୟତା ପାଇଲେ ଦିବ୍ୟାଙ୍ଗ ଝିଅ ଟି ଭଲ ହୋଇ ପାରନ୍ତା।ତାର ଚିକିତ୍ସା ମଧ୍ୟ କରାଯାଇ ପାରନ୍ତା। ଯାହାକୁ ନେଇ ତାର ବାପା ମା ଙ୍କ ଆକୁଳ ନିବେଦନ କରିଛନ୍ତି।

ଆପଣ ମାନେ ଯିଏ ବି ଏହି ଲେଖାକୁ ପଢୁଛନ୍ତି ଦୟାକରି ନିମ୍ନରେ ପ୍ରଦତ୍ତ ଥିବା ଆକାଉଣ୍ଟ୍ ନମ୍ୱର୍ ମାଧ୍ୟମରେ ଯଦି ଆପଣଙ୍କ ସାମର୍ଥ୍ୟ ଅନୁସାରେ କିଛି ବି ଅର୍ଥ ସାହାଯ୍ୟ କରନ୍ତି ତେବେ ଏହି ଅସହାୟ ବାପା ମାଆ, ପୁଅର ଚିକିତ୍ସା କରିବାରେ ହୁଏତ ସଫଳ ହୋଇ ପାରନ୍ତେ।ତେବେ ଆପଣ ମାନଙ୍କୁ ଆମର ଅନୁରୋଧ ଦୟାକରି ଆପଣ ଯେତିକି ପାରୁଛନ୍ତି ସେତିକି ସହାୟତା କରନ୍ତୁ। ନିମ୍ନରେ ଦିଆ ଯାଇଥିବା ଆକାଉଣ୍ଟ ନମ୍ୱର୍, ନାମ ଏବଂ ଠିକଣା ତାର ବାପାଙ୍କ ର ଅଟେ। ସତ୍ୟାସତ୍ୟ ଜାଣିବା ପାଇଁ ଆପଣ ଏହି ନମ୍ୱର୍ ରେ ଯୋଗାଯୋଗ କରନ୍ତୁ।

Account name :
JAY JAGANNATH GP ODISHA CHARITABLE TRUST, Account no : 50200051078330, IFSC CODE : HDFC0009485, Branch name : GOSANINUAGAON , BRAHMAPUR, Ph no :- 8249023629

ସହାୟତା ରାଶି ପଠାଇବା ପରେ ଗୋଟେ screenshot ଏହି wp no ରେ ପଠାଇବେ :- 8050965292   । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *