ଏହି ୪ ଜଣ ବ୍ୟକ୍ତିଙ୍କୁ ଘୃଣା କରନ୍ତି ହନୁମାନ, କେବେ ମଧ୍ୟ ଏମାନଙ୍କ ଉପରେ ପ୍ରସନ୍ନ ହୁଅନ୍ତି ନାହିଁ ହନୁମାନ

hanuman

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ । ବନ୍ଧୁଗଣ,ପ୍ରଭୁ ହନୁମାନ ଅତ୍ୟନ୍ତ ଦୟାଳୁ ହୋଇଥାନ୍ତି । ନିଜ ଭକ୍ତ ମାନଙ୍କ ଉପରେ ସମସ୍ତ କୃପା ବର୍ଷା କରନ୍ତି ହନୁମାନ। ନିଜ ଭକ୍ତ ମାନଙ୍କ ସମସ୍ତ ଦୁଃଖ,ସଙ୍କଟ କୁ ଦୂର କରନ୍ତି ହନୁମାନ। କିନ୍ତୁ କିଛି ଭୁଲ କାମ ଦ୍ୱାରା ଭଗବାନ ହନୁମାନ କ୍ରୋଧିତ ହୁଅନ୍ତି। ଏହି ଲୋକଙ୍କ ଉପରେ ହନୁମାନଙ୍କ କୃପା ରହି ନଥାଏ।ଏହି ଲୋକମାନେ କେବେ ମଧ୍ୟ ହନୁମାନଙ୍କୁ ପ୍ରସନ୍ନ କରି ପାରନ୍ତି ନାହିଁ।ହନୁମାନ ଯିଏକି ନିଜ ଭକ୍ତ ଙ୍କର ରକ୍ଷା କରିଥାନ୍ତି ।ନିଜ ଭକ୍ତଙ୍କୁ ସବୁ ସଙ୍କଟ ରୁ ଦୂର କରିଥାନ୍ତି। ସେ ଅଷ୍ଟସିଦ୍ଧି ଙ୍କ ସ୍ୱାମୀ ଯିଏକି ନିଜ ଭକ୍ତ ର ସବୁ ମନସ୍କାମନା ପୂର୍ଣ୍ଣ କରିଥାନ୍ତି ହନୁମାନ ଚିରଞ୍ଜିବି ଅଟନ୍ତି।ହନୁମାନ ନିଜ ଭକ୍ତ ଙ୍କୁ କେତେଥର ସାକ୍ଷାତ ଦେଖା କରିଛନ୍ତି।ହନୁମାନ ଯେପରି ନିଜ ଭକ୍ତଙ୍କ ରକ୍ଷା କରିଥାନ୍ତି ସେପରି ଦୁଷ୍ଟ କୁ ଦଣ୍ଡ ମଧ୍ୟ ଦେଇଥାନ୍ତି ।hanuman

୧) ଯେଉଁ ଘରେ ଭଗବାନ ଙ୍କୁ ପୂଜା କରାଯାଏ ନାହିଁ ଏବଂ ଭଗବାନ ଙ୍କର ସବୁବେଳେ ଅପମାନ କରାଯାଏ ।ଏମିତି ଘରେ ରହୁଥିବା ଲୋକମାନଙ୍କ ଉପରେ ହନୁମାନ କେବେ ବି କୃପା କରିନଥାନ୍ତି।ଯୋଉଠି ରାମଙ୍କୁ ଅପମାନ କରାଯାଏ ତାକୁ ପାପୀ ବୋଲି ମନାଯାଏ।ଯେଉଁ ଘରର ଲୋକ ସବୁବେଳେ ମଦ ଆଉ ମାଂସ ଖାଇଥାନ୍ତି ଏହି ଘରୁ ଦେବୀ ଲାଷ୍ମୀ ଚାଲିଯାଇଥାନ୍ତି ।ଏମିତି ଘରେ ରହୁଥିବା ଲୋକମାନେ ସବୁବେଳେ ଦରିଦ୍ର ରହିଥାନ୍ତି ।ଏହି ଲୋକଙ୍କୁ ହନୁମାନ ଙ୍କର କେବେ ବି କୃପା ମିଳିନଥାଏ ।

୨) ଯେଉଁ ଘରେ ମହିଳାଙ୍କୁ ଗାଳି କରାଯାଏ ମହିଳା ମାନଙ୍କ ଉପରେ ହାତ ଉଠାଯାଏ ଏହିଭଳି ଲୋକନଙ୍କୁ ହନୁମାନ ଦଣ୍ଡ ର ପାତ୍ର ବୋଲି ଭାବିଥାନ୍ତି ମୃତ୍ୟୁ ପରେ ଏମନେ ନର୍କ କୁ ଯାଇଥାନ୍ତି । ଯେଉଁ ପରିବାରରେ ଏକତା ନଥାଏ ଏବଂ ଭାଇ ଭଉଣୀ ମଧ୍ୟରେ ସବୁବେଳେ ଝଗଡା ହେଉଥିବ ଏହି ଘରେ ରହୁଥିବା ଲାକ କେବେ ସୁଖୀ ହୋଇନଥାନ୍ତି ଏବଂ ହନୁମାନ ଙ୍କ କୃପାରୁ ବଞ୍ଚିତ ରହିଯାଇଥାନ୍ତି ।hanumana

୩) ଯେଉଁ ଘର ଅସନା ହୋଇଥାଏ କିମ୍ବା ଯେଉଁ ଘରର ଲୋକ ସବୁବେଳେ ଅସନା ହୋଇ ପିଶାଚ ରହିଲା ଭଳି ରାହୁଥିବେ ଏମିତିକା ଘରେ ମା ଲଷ୍ମୀଙ୍କ ବାସ ହୁଏନାହିଁ ଏବଂ ହନୁମାନ ମଧ୍ୟ କେବେ କୃପା କରିନଥାନ୍ତି ଏମାନଙ୍କ ଉପରେ ।ଯେଉଁ ଘରେ ପଶୁପକ୍ଷୀ ଙ୍କୁ ମରାଯାଇଥାଏ ଓ କଷ୍ଟ ଦିଆଯାଏ ଏହି ଘରେ ରହିଥିବା ଲୋକଙ୍କ ଉପରେ ହନୁମାନ ନାରାଜ ରହିଥାନ୍ତି ଏବଂ ତାଙ୍କୁ ଦଣ୍ଡ ର ପାତ୍ର ବୋଲି ଭାବିଥାନ୍ତି ।

୪) ଯେଉଁ ଘର ଲୋକ ସନ୍ଥ ଙ୍କ ଅପମାନ କରନ୍ତି ଏବଂ ତାଙ୍କ ବିଷୟରେ ଖରାପ କଥା ଏଠି ସେଠି ଗପିଥାନ୍ତି ସେହି ଭଳି ଘରେ ରହିଥିବା ଲୋକଙ୍କ ଉପରେ ହନୁମାନ ଙ୍କର କେବେ ବି କୃପା ରାହୀନଥାଏ।ଯେଉଁ ଘରେ ଚାରିତ୍ରହୀନ ଲୋକ ରହିଥାନ୍ତି।ଯିଏ ପର ସ୍ତ୍ରୀ ଉପରେ ଖରାପ ଦୃଷ୍ଟି ପକାଇଥାଏ ଏବଂ ଶାରୀରିକ ସମ୍ୱନ୍ଧ ରଖିଥାନ୍ତି।ଏହି ଘରେ ରହିଥିବା ଲୋକନଙ୍କ ଘରୁ ହନୁମାନ ଚାଲିଯାଇଥାନ୍ତି ।ରାବଣ ଲଙ୍କାରେ ଏହି ସବୁପ୍ରକାର ର କାର୍ଯ୍ୟ ହଉଥିଲା ଏହି କାରଣରୁ ହନୁମାନ ସେହି ଜାଗାକୁ ଛାଡିବା ପୂର୍ବରୁ ତାକୁ ନଷ୍ଟ କରିଦେଇଥିଲେ। ଯେଉଁ ସ୍ଥାନରେ ଏସବୁ ହୋଇଥାଏ ହନୁମାନ ସେଠି ରୁହନ୍ତି ନାହିଁ ଏବଂ ତାକୁ ନଷ୍ଟ କରିଦେଇଥାନ୍ତି ।

ଆଶା କରୁଛୁ ଆପଣଙ୍କୁ ଏହି ଖବର ପସନ୍ଦ ଆସିଥିବ, ଏଭଳି ଅଧିକ ଖବର ପାଇଁ ଆମକୁ ଲାଇକ ଏବଂ ଫଲୋ କରନ୍ତୁ ।  ଏବଂ ଏହି ଖବର କୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ସେୟାର୍ କରନ୍ତୁ ।

Leave a Reply

Your email address will not be published. Required fields are marked *