ଦେଖନ୍ତୁ ଅଦ୍ଭୁତ ଭିଡ଼ିଓ – ଘରେ ଛୋଟ ଛୁଆ ଥିଲେ ଥରୁଟିଏ ନିଶ୍ଚୟ ଦେଖନ୍ତୁ ଏହି ଭିଡ଼ିଓକୁ ନଚେତ ପସ୍ତେଇବେ

କଥାରେ ଅଛି ଭଗବାନ ଯାହାକୁ ରକ୍ଷା କରିବେ ତାକୁବା କିଏ ମାରି ପାରିବ। କୌଣସି ଉପାୟରେ ବି ସେ ରକ୍ଷା କରିବା ପାଇଁ ଚାଲି ଆସିବେ। କେତେବେଳେ କାହାରି ମାଧ୍ୟମରେ ଦୂତ ସାଜି ସେ ଜୀବନ ବଞ୍ଚାଇ ପାରନ୍ତି ତ ଆଉ କେତେବେଳେ ଆଶ୍ଚର୍ଯ୍ୟକର ଘଟଣା ଘଟାଇ କାହା ମାଧ୍ୟମରେ ଆପଣଙ୍କ ଜୀବନ ବଞ୍ଚାଇ ପାରନ୍ତି। ସେହିପରି ନିକଟରେ ଏକ ଘଟଣା ଘଟିଛି ଯାହା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି। ଆଉ ଏହି ଘଟଣାର ଭିଡିଓ ମଧ୍ୟ ଏବେ ବହୁତ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ତେବେ ଆସନ୍ତୁ ଜାଣିବା ଏହି ଘଟଣାରେ ପ୍ରକୃତରେ କଣ ଘଟିଥିଲା।

ତେବେ ଏହି ଘଟଣା ଟି ଘଟିଛି ଆନ୍ଧ୍ରପ୍ରଦେଶ ରେ। ଏଠାରେ ଏକ ଚାରି ବର୍ଷର ଶିଶୁ ଉପରେ କୁକୁର ଆକ୍ରମଣ କରିଛି। ଆଉ ଏହି ଘଟଣା ଟି ରେକର୍ଡ ହୋଇଛି ସେଠାରେ ଥିବା ସି ସି ଟିଭି କ୍ୟାମେରା ରେ। ଏହାପରେ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ସେଠାକୁ ଆସି ଝିଅଟିକୁ ସେଠାରୁ ଉଦ୍ଧାର କରିଥିଲେ ଏବଂ ତାକୁ ଡାକ୍ତରଖାନା କୁ ନେଇଥିଲେ। ଆପଣ ମାନେ ବହୁତ୍ ସମୟରେ ଏହାର ସଂସ୍ପର୍ଶରେ ଆସିଥିବେ କି କିପରି ଭାବରେ ହଠାତ୍ ମଣିଷ ଉପରକୁ ବେଳେ ବେଳେ ବିପଦ ମାଡ଼ି ଆସିଥାଏ। ଯେଉଁଥିରୁ ବାହାରିବା ତା ପାଇଁ କଷ୍ଟକର ହୋଇ ପଡେ।

କିନ୍ତୁ ଏକ ଛୋଟ ଛୁଆ କ୍ଷେତ୍ରରେ ଏହା ଅସମ୍ଭବ ଭଳି ଲାଗିଥାଏ କାରଣ ତାକୁ ନିଜକୁ ବଞ୍ଚାଇବା ପାଇଁ କୌଶଳ କିମ୍ବା ଯେଉଁ ଚେଷ୍ଟା କରିବାକୁ ପଡ଼ିଥାଏ ତାହା ମଧ୍ୟ ଜଣା ନଥାଏ।ସେହିପରି ମଧ୍ୟ ମଣିଷ ଅନେକ ସମୟରେ ନିଜର ସାମାନ୍ୟ ଅସାବଧାନତା ପାଇଁ ବିଭିନ୍ନ ପ୍ରକାର ଅସୁବିଧା ଏବଂ ବିପଦ କୁ ମଧ୍ୟ ସାମ୍ନା କରିଥାଏ। ଆଉ ବେଳେ ବେଳେ ଏହି ଭଳି କିଛି ବିପଦରୁ ସେ ଅଳ୍ପକେ ବର୍ତ୍ତି ଯାଇଥାଏ ତ ପୁଣି କେତେବେଳେ ଜୀବନ ସହିତ ସଂଗ୍ରାମ କରିଥାଏ ହସ୍ପିଟାଲ୍ ବେଡ୍ ରେ ଶୋଇରହି। ତେବେ ଏହି ଘଟଣା ଦେଖିବା ପରେ ଆପଣଙ୍କୁ ନିଶ୍ଚିତ ଏହା ଅନୁଭବ ହେଉଥିବ ଯେ ଏଠାରେ ଶିଶୁ ଟିର ଅବସ୍ଥା କଣ ହେଉଥିବ,ସେ କିପରି ମାନସିକ ସ୍ଥିତି ଦେଇ ଗତି କରୁଥିବ?

କାରଣ ଛୋଟ ଛୁଆ ମାନଙ୍କ ସହିତ ଯେତେବେଳେ ଏମିତି କିଛି ଘଟଣା ଘଟିଥାଏ ସେତେବେଳେ ସେମାନେ ଭୟଭୀତ ହୋଇ ଯାଇଥାନ୍ତି। ଏଠାରେ ଏହି ଭିଡିଓ ରେ ଯେମିତି ଦେଖିବାକୁ ମିଳିଛି ଯେଉଁ ଭଳି ଭାବରେ କୁକରଟି ପିଲାଟିକୁ ଆକ୍ରମଣ କରୁଛି ଏବଂ ତାକୁ ଘୋଷାଡି ଘୋଷାଡି ଗୋଟିଏ ସ୍ଥାନଟି ଆଉ ଏକ ସ୍ଥାନକୁ ଆଣୁଛି ତାହା ଦେଖିଲେ ଭୟ ଲାଗିବା ସ୍ୱାଭାବିକ। ଯାହା ବି ହେଉ ପରେ ଲୋକଙ୍କ ସହାୟତା ରେ ଶିଶୁ ଟିକୁ ଡାକ୍ତରଖାନା କୁ ନିଆଯିବା ପରେ ତାର ସ୍ବାସ୍ଥ୍ୟ ଅବସ୍ଥା ଭଲ ରହିଥିବ ବୋଲି ଆମେ ଆଶା କରୁଛୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *