ନିଜ ପାର୍ଟନର ଙ୍କ ଶୋଇବା ଶୈଳୀ ରୁ ଜାଣନ୍ତୁ ସେ ଆପଣଙ୍କୁ କେତେ ପ୍ରେମ କରନ୍ତି? ଶୀଘ୍ର ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ, ଆଜ୍ଞା ଆମେମାନେ ସମସ୍ତେ ଜାଣିଛନ୍ତି କି ବିବାହ ବନ୍ଧନ‌ ଏକ ପବିତ୍ର ବନ୍ଧନ ହୋଇଥାଏ।ବିବାହ ସାତ ଜନ୍ମ ପାଇଁ ଆତ୍ମା ସହିତ ଆତ୍ମା ର ଏକ ପବିତ୍ର ମିଳନ ଅଟେ।ତେବେ ଆମ ଜୀବନରେ ଆମେମାନେ ସବୁବେଳେ ଦେଖିବା ପାଇଁ ଚାହିଁଥାଉ କି ଯେତେବେଳେ ଆମେ କୈାଣସି ଝିଅକୁ ବିବାହ କରିବା ପାଇଁ ଯାଉଛେ ତେବେ ତାହାର ଜାତି ଗୋତ୍ର ତଥା ରାଶି ସହିତ ଆମ ରାଶିର କିପରି ମିଳନ ହେଉଛି ତାହା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ନେଇ ଆମେମାନେ ଏହି ବିବାହ କାର୍ଯ୍ୟ ଆରମ୍ଭ କରିବାରେ ଲାଗିଥାଉ। ବିବାହ ହୋଇ ସାରିବା ପରେ ଧୀରେ ଧୀରେ ପତି ଓ ପତ୍ନୀ ଭିତରେ ପ୍ରେମ ବଢ଼ିଲା ପରେ ସେ ପରସ୍ପରକୁ ଆଲିଙ୍ଗନ କରି ଶୁଅନ୍ତି।ଆଉ ଯଦି ପ୍ରେମ କମେ ପରସ୍ପର ଠାରୁ ଦୂରେଇ ଶୁଅନ୍ତି ।sleep

ତାପରେ ବହାଘର କେତେକ ବର୍ଷ ବିତିଗଲା ପରେ ମଧ୍ୟ ଏପରି ଯଦି ହେଉଛି ତାହେଲେ ଏଇଟା ବହୁତ ଭଲ କଥା କାରଣ ବାହାଘର ଏତେ ବର୍ଷ ବିତିଗଲା ପରେବି ଦୁଇଜଣଙ୍କ ଭିତରେ ଭଲ ପାଇବା କମି ନଥାଏ ଓଲଟା ଆହୁରି ଗଭୀର ହେବାରେ ଲାଗିଥାଏ।ଆଉ ବହୁତ କ୍ଷେତ୍ରରେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ସମୟ ବଢ଼ିବ ପରେ ଏ ସବୁ ଲକ୍ଷଣ ଯଦି ଆଉ ଦେଖାଯାଉ ନାହିଁ ତାହେଲେ ଇଏ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଥିବା ଦୁରତାର ଲକ୍ଷଣ ବୋଲି ଆମେ ମାନି ଥାଉ ଯାହାଦ୍ୱାର ସେ ପରସ୍ପର ଠାରୁ ଦୂରେଇ ରୁହନ୍ତି।ଆଉ ଦୁଇଜଣଙ୍କ ଭିତରେ ଭଲ ପାଇବା ଆଗଭଳି ସୁଦୃଢ଼ ଦେଖାଯାଇ ନଥାଏ।ଆଜି ଆସନ୍ତୁ ଜାଣିବା ଶୋଇବାର କେତେକ ତରିକା ଓ ଏହା ପଛରେ ଲୁଚି ରହିଥିବା ବିଶେଷ କେତେକ ରହସ୍ୟ ମାନଙ୍କୁ ।

୧) ଯଦି ଆପଣ ସ୍ତ୍ରୀ ଆପଣଙ୍କ କାନ୍ଧରେ ମୁଣ୍ଡ ରଖି ଶୋଇଥାନ୍ତି ତାହେଲେ ଜାଣି ରଖନ୍ତୁ ସେ ଆପଣଙ୍କୁ ନେଇ ବହୁତ ଯତ୍ନ ବାନ ଅଛନ୍ତି।ତାସହିତ ସେ ଆପଣଙ୍କ ଉପରେ ନିଜ ଠାରୁ ଅଧିକ ଭରସା ମଧ୍ୟ କରିଥାନ୍ତି ।sleeping

୨) ଯଦି ଆପଣଙ୍କ ସାଥି ଆପଣଙ୍କ ପିଠିକୁ ଲାଗି କରି ସୁଅନ୍ତି ତେବେ ଆପଣ ଜାଣି ଯିବେ କି ସେ ଆପଣଙ୍କ ପାଖରେ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ମନେକରୁଛନ୍ତି। ଆଉ ତାଙ୍କର ଭଲ ପାଇବା ଆପଣଙ୍କ ପ୍ରତି କାହିଁ ଗୁଣରେ ଅଧିକ ଥାଏ ।

୩) ଯଦି ଆପଣଙ୍କ ସାଥି ଆପଣଙ୍କ ଆଡ଼କୁ ପିଠି କରି ବୀପରିତ ଦିଗକୁ ମୁହଁ କରି ଶୋଉ ଛନ୍ତି ତାହେଲେ ସେ ଆପଣଙ୍କୁ କିଛି ସ୍ପେସ ଦେବାକୁ ଚାହୁଁଛନ୍ତି ।

୪) ଯଦି ଆପଣଙ୍କ ସାଥି ଆପଣଙ୍କ ଆଡ଼କୁ ମୁହଁ କରି ଶୋଉଛନ୍ତି ତାହେଲେ ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି।ଆଉ ସେ ଚାହୁଁନାହାନ୍ତି ଆପଣ ତାଙ୍କୁ ଛାଡି କୁଆଡେ ଦୁରେଇ ଯାଆନ୍ତୁ ବୋଲି।ଆଉ ସେ ଆପଣଙ୍କୁ ନିଜ ଠାରୁ ଅଧିକ ପରିମାଣରେ ଭଲ ପାଉଛନ୍ତି ।

ଆଶା କରୁଛୁ ଆପଣଙ୍କୁ ଏହି ଖବର ପସନ୍ଦ ଆସିଥିବ, ଏଭଳି ଅଧିକ ଖବର ପାଇଁ ଆମକୁ ଲାଇକ ଏବଂ ଫଲୋ କରନ୍ତୁ । ଏବଂ ଏହି ଖବର କୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ସେୟାର୍ କରନ୍ତୁ ।

Leave a Reply

Your email address will not be published. Required fields are marked *