ଓଡିଶାକୁ ମାଡି ଆସୁଛି ଭୟଙ୍କର କାଳ ବୈଶାଖୀ ଝଡବର୍ଷା, ଏହି ୨୪ ଗୋଟି ଜିଲ୍ଲାକୁ ସତର୍କ ସୂଚନା ଦେଖନ୍ତୁ ଆପଣଙ୍କ ଜିଲ୍ଲା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟ ରେ 48 ଘଣ୍ଟା ଯାଏ କାଳବୈଶାଖୀ ଆଶଂକା ସତର୍କ କଲା ପାଣି ପାଗ ବିଭାଗ ତେବେ ଆଲୃସନ୍ତୁ ଦେଖି ନେବା କେଉଁ ସବୁ ଜିଲ୍ଲା କୁ ରହିଛି କାଳବୈଶାଖୀ ସମ୍ଭାବନା ତେବେ ସେହି ବିଷୟ ରେ କଣ ରହିଛି ସଂମ୍ପର୍ଣ୍ଣ ବିବରଣି ସେହି ବିଷୟ ରେ ଜାଣି ନେବା ବାସ୍ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ । ଆସନ୍ତା 48 ଘଣ୍ଟା ଯାଏ କାଳବୈଶାଖୀ ଆଶଂକା ରାଜ୍ୟ ରେ ସ୍ଥାନେ ସ୍ଥାନେ 40 ରୁ 50 କିଲୋ ମିଟର ପବନ ବହିବା ସହିତ ତୁହାକୁ ତୁହା ବର୍ଷା ହେବାର ବି ସମ୍ଭାବନା ରହିଛି ,ପାଣି ପାଗ ବିଭାଗ ର ସୂଚନା ଅନୁସାରେ ଅଧିକାଶଂ ଜିଲ୍ଲା ରେ 24 ତାରିଖ ସଂନ୍ଧ୍ୟା ଯାଏ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ।rains

ଦେବଗଡ , ଝାଡସୁଗୁଡା , ସମ୍ବଲପୁର , ଅନୁଗୁଳ , କେନ୍ଧୁଝର , ମୟୁରଭଞୀ ଜିଲ୍ଲା ର କେତେକ ସ୍ଥାନ ରେ କାଳବୈଶାଖୀ ସହିତ 50 କିଲୋମିଟର ବେଗ ରେ ପବନ ବହିବ , କୋରାପୁଟ୍ , ମାଲକାନା ଗିରି , ନବରଙ୍ଗପୁର , କଳାହାଣ୍ଡି , ନୂଆପଡା , ବଲାଙ୍ଗିର , ରାୟଗଡା , ଗଜପତିି ଭଦ୍ରକ ଏବଂ ବାଲେଶ୍ୱର ରେ କାଳବୈଶାଖୀ ସମ୍ଭାବନା ରହିଛି , ସେହି ପରି ଆସନ୍ତା 24 ଘଣ୍ଟା ମଧ୍ୟରେ ଉପକୂଳ ଓଡିଶା ରେ ଅଧିକାଶଂ ସ୍ଥାନ ରେ କାଳବୈଶାଖୀ ସମ୍ଭାବନା ରହିଛି ,rain

ସେହି ପରି କୋରାପୁଟ୍ , ମାଲକାନା ଗିରି ନବରଙ୍ଗପୁର , କଳାହାଣ୍ଡି , ନୂଆପଡା , ବଲାଙ୍ଗିର , ରାୟଗଡା , ଗଜପତିି ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲା ରେ ଘଣ୍ଟା ପ୍ରତି 30 ରୁ 40 କିଲୋମିଟର ପବନ ବହିବା ସହିତ ଘଡଘଡି ଏବଂ ପ୍ରବଳ ବର୍ଷ ହେବାର ସମ୍ଭାବନା ରହିଛି , ସେହି ପରି 25 ତାରିଖ ବେଳକୁ ପାଗ ରେ ସାମାନ୍ୟ ପରିବର୍ତନ ହେବ ଏହି ପରିସ୍ଥିତି ଉପରେ ନଜର ଦେବାକୁ ଜିଲ୍ଲା ପାଳନ ଉପରେ ନିର୍ଦ୍ଧେଶ ଦେଇଛନ୍ତି SRC ତେବେ ଏହା ବର୍ତମାନ ସମୟ ର ବଡ ଖବର ଅଟେ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *