ଆଲମାରିରେ ରଖନ୍ତୁ ନାହିଁ ଏହି 4ଟି ଜିନିଷ ନହେଲେ ଧୀରେ ଧୀରେ ଭଣ୍ଡାର ହୋଇଯିବ ଶୂନ୍ୟ

ବନ୍ଧୁମାନେ ଆଜିର ଦୁନିଆରେ ଟଙ୍କା ହେଉଛି ସମସ୍ତଙ୍କର ଆବଶ୍ୟକତାର ଜିନିଷ ଜାହାପାଖରେ ଟଙ୍କା ଅଛି ତ ତାପଖରେ ଆତ୍ମବିଶ୍ବାସ ଭରି ରହିଛି ।ଲୋକମାନେ ପଇସା କମାଇବା ପାଇଁ ଦିନରାତି ପରିଶ୍ରମ ରେ ଲାଗିପଡ଼ିଥାନ୍ତି ଓ କିଛି ଲୋକ ଏଭଳି ଅଛନ୍ତି ଯେଉଁମାନେ ପଇସା କମାଇବା ପରେ ମଧ୍ୟ ଏହାକୁ ସଞ୍ଚି ରଖିବାକୁ ସଦା ସର୍ବଦା ଚେଷ୍ଟା କରନ୍ତି । ବହୁତ ଲୋକ ସେମାନଙ୍କର ସଞ୍ଚିଥିବା ଧନ କୁ ଆଲମାରିରେ ରଖିବାକୁ ଭଲ ପାଆନ୍ତି ଓ ନିଜର ଗହଣା ଗାଣ୍ଠିକୁ ମଧ୍ୟ ଆଲମାରିରେ ରଖିଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି କିଛି ଏଭଳି ଜିନିଷ ରଖିବା ଫଳରେ ଆପଣଙ୍କ ଧନ ଦିନକୁ ଦିନ କମିବାକୁ ଲାଗିଥାଏ ଓ ଏହି ଜିନିଷ ରଖିବା ଫଳରେ ଧନର ଦେବୀ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ଛାଡି ଚାଲିଯାଇଥାନ୍ତି । ତେବେ ଆଜି ଆମେ ଜାଣିବା ଯେ ଆଲମାରିରେ ସେ କେଉଁ 4ଟି ଜିନିଷ ରଖିବା ଅନୁଚିତ।cobat

1-ମଇଳା କପଡା
ଆଲମାରିରେ କେବେ ବି ମଇଳା କପଡା ରଖନ୍ତୁ ନାହିଁ । ଆଲମାରିରେ କେବଳ ନୂଆ କପଡା ରଖିବା ଆବଶ୍ୟକ , ଯଦି ଆପଣ ଆଲମାରିରେ ମଇଳା କପଡା କିମ୍ବା ଗନ୍ଧ ବାହାରୁଥିବା କପଡା ରଖୁଛନ୍ତି ତାହେଲେ ଏହା ଟଙ୍କା ପଇସା ଉପରେ ବହୁତ ଖରାପ ପ୍ରଭାବ ପକାଇବା ଫଳରେ ଆମର ଟଙ୍କା ପଇସା ବହୁତ ମାତ୍ରା ରେ ଖର୍ଚ ହେବାକୁ ଆରମ୍ଭ ହୋଇଥାଏ ।

2-ଫାଟି ଯାଇଥିବା କପଡା
ଯଦି ଆପଣ ଫଟା ଚିରା କପଡା ଆଲମାରିରେ ରଖୁଛନ୍ତି ତ ଏହା ଆପଣଙ୍କ ଟଙ୍କା ପଇସା ଉପରେ କୁପ୍ରଭାବ ପକାଇବ ତେଣୁ ଏହି ଜିନିଷ ଆପଣ ଆଲମାରିରେ ନରଖି ଏହାକୁ ସିଲାଇ କରିଦିଅନ୍ତୁ ନଚେତ ଅନ୍ୟ ଏକ ଜାଗାରେ ରଖନ୍ତୁ ।almar

3- ଧୂଳି,ମାଟି କିମ୍ବା ବୁଢିଆଣି ଜାଲ ଲାଗିରହିବା
ଯଦି ଆପଣଙ୍କର ଆଲମାରିରେ ଧୂଳି ମାଟି କିମ୍ବା ବୁଢିଆଣି ବାସ କରିଥାଏ ।ଆପଣ ଜାଣିଥିବେ ମାତା ଲକ୍ଷ୍ମୀ ସର୍ବଦା ପରିଷ୍କାର ଓ ପରିଛନ ଜାଗାକୁ ଭଲ ପାଆନ୍ତି ଏହି ସବୁ ଜିନିଷ ପାଇଁ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ଅସନ୍ତୁଷ୍ଟ ହୋଇଥାନ୍ତି ତେଣୁ ଆପଣଂକୁ ସର୍ବଦା ଆପଣଙ୍କର ଘରର ସଫା ସୁତରା ଉପରେ ଧ୍ୟାନ ରଖିବାକୁ ହେବ ।alamira

4-ବନ୍ଧୁଗଣ ଆଲମାରିରେ କେବେ ବି ଟଙ୍କା ପଇସା ରଖୁଥିବା ସ୍ଥାନ ରେ କଳା ରଙ୍ଗର କପଡ଼ା ରଖନ୍ତୁ ନାହିଁ। କିମ୍ବା କୌଣସି କଲା ରଙ୍ଗର ପର୍ସ ରେ ଟଙ୍କା ପଇସା ରଖନ୍ତୁ ନାହିଁ କାରଣ କଳା ରଙ୍ଗ ସାଧାରଣତଃ ନକାରାତ୍ମକ ଶକ୍ତିକୁ ସୃଷ୍ଟି କରିଥାଏ ଓ ଏହା ଟଙ୍କା ପଇସା କୁ ବଢାଇବାକୁ ଦିଅନ୍ତି ନାହିଁ ଏଥିପାଇଁ ଆପଣଙ୍କୁ ନାଲି କପଡା କିମ୍ବା ହଳଦିଆ କପଡା ରେ ପଇସା କୁ ରଖିବାକୁ ହେବ ।

ବନ୍ଧୁଗଣ ଆମେ ଆପଣଙ୍କ ପାଇଁ ଏହିଭଳି ସୂଚନା ପ୍ରତିଦିନ ନେଇ ଆସିଥାଉ,ଏହାକୁ ସେୟାର୍ କରିବା ସହ ଅଧିକ ପୋଷ୍ଟ ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚୟ କରନ୍ତୁ,ଧନ୍ୟବାଦ ।

Leave a Reply

Your email address will not be published. Required fields are marked *