ଖାଦ୍ୟ ଖାଇବା ସମୟରେ ଏହି ଭୁଲ୍ ଆଦୌ କରନ୍ତୁ ନାହିଁ |

eat

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଖାଦ୍ୟ ଖାଇବା ବେଳେ ଥାଳିରେ ହାତ ଧଉଛନ୍ତି କି ତେବେ ହୋଇଯାନ୍ତି ସାବଧାନ ଘଟିପାରେ ବଡ ଅଘଟଣ ହୋଇଜାଇ ପାରନ୍ତି ବରବାଦ ଏବଂ ଆପଣଙ୍କର ଶନି ଦୋଶା ମାଡିଜାଇ ପାରେ , ତେବେ ବନ୍ଧୁଗଣ ଆସନ୍ତୁ ଜାଣିନେବା କଣ ସେହି କାରଣ ଯେଉଥି ପାଇଁ ଆପଣଙ୍କୁ ଖରାପ ଦୋଶା ଭୋଗିବାକୁ ହୋଇଥାଇ ପାରେ । ତେବେ ଚାଲନ୍ତୁ ଜାଣିନେବା ସେହି ସବୁ ବସୟରେ , ବନ୍ଧୁଗଣ ଅଧିକା ଅଂଶ ସମୟରେ ଲୋକେ ଖାଦ୍ୟ ଖାଇବା ପରେ ସେହି ଥାଳିରେ ହାତ ଧୋଇ ଦେଇଥାନ୍ତି ମାତ୍ର ଏପରି କରିବା ଆଦୁ ଉଚିତ୍ ନୁହେଁ , ଧାର୍ମୀକ ମାନ୍ୟତା ଅନୁଜାଇ ଖାଦ୍ୟ ଖାଇବା ଥାଳିରେ ହାତ ଧୋଇବା ଦ୍ୱାରା ଅଶୁଭ ଫଳ ପ୍ରାପ୍ତି ହୋଇଥାଏ ଏହା ଦ୍ୱାରା ଖାଦ୍ୟ ଥାଳିରେ ରହିଥିବା ସାମାନ୍ୟ ଖାଦ୍ୟର ଅନାଦର ହୋଇଥାଏ ଏବଂ ମାତା ଲକ୍ଷ୍ମୀ ଏଥିରେ କର୍ଦ୍ଧ କରିଥାନ୍ତି ଓ ଦରିଦ୍ରତା ସମସ୍ୟା ସୃଷ୍ଟି ହୋଇଥାଏ ।eat

ଶାସ୍ତ୍ର ଅନୁଜାଇ ଅଗ୍ନି ଦେବଙ୍କ କୃପା ଭୋଜନ ପ୍ରସ୍ତୁତି ହୋଇଥାଏ ଏହା ସହିତ ଯଗ୍ୟ ଅଥବା ଅଗ୍ନି ଦ୍ୱାରା ଅର୍ପଣ କରାଜାଇଥିବା ସାମଗ୍ରୀ ଦେବତାଙ୍କୁ ଭୋଜନ ରୂପରେ ପ୍ରାପ୍ତ ହୋଇଥାଏ , ତେବେ ବନ୍ଧୁଗଣ ଏହି କାରଣରୁ ଭୋଜନର ଖୁବ୍ ମହତ୍ୱ ରହିଥାଏ । ଏହା ବ୍ୟତିତ ଅନେକ ପୁରାଣରେ ଅର୍ଣ୍ଣ ଅନାଦର କରିବା ଖୁବ୍ ପାପ ବୋଲି ଉଲେଖ ରହିଛି , ଭୋଜନ ଥାଳିକୁ ସର୍ବଦା ଆସନ ଉପରେ ରଖି ଓ ନିଜେ ମଧ୍ୟ ଆସନ ଉପରେ ବସି ସ୍ନମାନ ପୂର୍ବକ ଗ୍ରହଣ କରିବା ଆବସ୍ୟକ । ଭୋଜନ ଥାଳି ଗୋଟିଏ ହାତରେ ଉପରକୁ ଉଠାଇ ଅନ୍ୟ ହାତରେ ଭୋଜନ କରିବା ଉଚିତ୍ ହୋଇ ନଥାଏ ଏହା ଦ୍ୱାରା ମାତା ଲକ୍ଷ୍ମୀ ରାଗିଜାଇ ଥାନ୍ତି , ଥାଳିରେ ସର୍ବଦା ଆବସ୍ୟକ ଅନୁଜାଇ ଖାଦ୍ୟ ନେବା ଅନୁଚିତ୍ , ଥାଳିରେ ଖାଦ୍ୟ ନଷ୍ଟ କରିବା ମଧ୍ୟ ଉଚିତ ହୋଇ ନଥାଏ ।eating

ତେବେ ବନ୍ଧୁଗଣ ଶାସ୍ତ୍ର ଅନୁଜାଇ ବୋଜନ କରିବା ପୂର୍ବରୁ ଭଗବାନଙ୍କୁ ସ୍ମରଣ କରିବା ମଧ୍ୟ ନିହାତି ଉଚିତ୍ ହୋଇଥାଏ , ଏହା ସହିତ ଭୋଜନ କରିବା ସମୟରେ କର୍ଦ୍ଧ , କଥାବାର୍ତ୍ତା କରିବା ଆଦୁ ଉଚିତ୍ ହୋଇ ନଥାଏ । ତେବେ ବନ୍ଧୁଗଣ ଏହା ଥିଲା ଭୋଜନ ସମ୍ଭନ୍ଧ କିଛି ଅଜଣା କଥା ଯାହାକି ଆପଣ ବାରଂ ବାର ଭୋଜନ କରିବା ସମୟରେ ଭୁଲ କରି ଦେଇଥାନ୍ତି ଯାହା ଫଳରେ ମାତା ଲକ୍ଷ୍ମୀ ରାଗି ଜାଇଥାନ୍ତି ଏବଂ ସେହି ମଣିଷର ବହୁତ ବିଘ୍ନ ଆସିଥାଏ ତେବେ ବନ୍ଧୁଗଣ ଆପଣ ବି ଯଦି ଏହି ଭଳି କରୁଛନ୍ତି ତେବେ ହୋଇଯାନ୍ତୁ ସାବଧାନ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *