ସ୍ତ୍ରୀ ଭୁଲରେବି ସ୍ୱାମୀର ଏହି ଦିଗରେ ଶୁଅନ୍ତୁ ନାହିଁ,ଭୟଙ୍କର ବିପଦ ଆସିବ |

sleep

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମର ବାସ୍ତୁ ଶାସ୍ତ୍ରରେ ଆମର ଶୋଇବା ବା ଆମର ନିନ୍ଦ ସମନ୍ଧିତ କେତେ ପ୍ରକାର ନିୟମ ବିସୟରେ କୁହା ଜାଇଛି , ଯେମିତିକି ଆମକୁ କେଉଁ ସମୟରେ ଶୋଇବା ଦରକାର ଏବଂ କେଉଁ ସମୟରେ ଶୋଇବା ଅନୁଚିତ୍ ଏବଂ କେଉଁ ଦିଗ ଆଡକୁ ପାଦ ରଖିକରି ଶୋଇବା ଉଚିତ୍ ଏବଂ ଶୋଇବା ସମୟରେ ଆମର ମୁଣ୍ଡ କେୁଁ ଦିଗ ଆଡକୁ ରହିବା ଦରକାର , ଆମକୁ କେତେ ଡେରି ପର୍ଯ୍ୟନ୍ତ ଶୋଇବା ଦରକାର ଏହାବି ବାସ୍ତୁ ଶାସ୍ତ୍ରରେ କୁହାଜାଇ ଅଛି ଏବଂ ଏହି ସବୁର ସିଧା ଆମର ଆର୍ଥିକ ଏବଂ ପାରିବାରିକ ଜୀବନ ସହିତ ଯୋଡି ହୋଇ ରହିଥାଏ ଖାସ କରି ଘରର ମହିଳା ମାନଙ୍କୁ ଏହି ନିୟମର ପାଳନ ଅବଶ୍ଯ କରିବା ଉଚିତ୍ । ବନ୍ଧୁଗଣ ଆଜି ଆମେ ଆମର ଶୋଇବା ବିସୟରେ କିଛି କଥା ଜାଣିବା ଯାହା ଦ୍ୱାରା ଆପଣ ଜୀବନକୁ ଶୁଖମୟ କରି ପାରିବେ ତେବେ ଚାଲନ୍ତୁ ଜାଣିବା ବାସ୍ତୁ ଶାସ୍ତ୍ର ଅନୁସାରେ ମହିଳା ମାନଙ୍କୁ ଶୋଇବା ସମୟରେ କେଉଁ କଥାର ଧ୍ୟାନ ରଖିବା ଆବଶ୍ୟକ ,sleeping

ପ୍ରଥମ କଥା ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ମୁଖିଆ ର ଶୋୟନ କକ୍ଷ ସବୁବେଳେ ହିଁ ଦକ୍ଷୀଣ ପଶ୍ଚିମ ଦିଗରେ ହିଁ ହେବା ଆବଶ୍ୟକ ଏହି ଦିଗରେ ଶୋୟନ କକ୍ଷ ହେବା ଦ୍ୱାରା ସେହି ବ୍ୟକ୍ତିକୁ ବ୍ୟାପାରରେ ଏବଂ ଚାକିରୀରେ ଉନ୍ନତି ମିଳିଥାଏ ଏହା ସହିତ ମୁଖିଆଙ୍କ ପରିବାରରେ ପ୍ରେମ ଏବଂ ଆନନ୍ଦ ବନି ରହିଥାଏ । ଦିତୀୟରେ ଶୋଇବା ସମୟରେ ଆମର ମୁଣ୍ଡ ଦଯୀଣ କିମ୍ବା ପୂର୍ବ ଦିଗକୁ ହେବା ଉଚିତ୍ ଏହା ସ୍ୱାସ୍ଥ ଦୃଷ୍ଟିରୁ ଉତ୍ତମ ମାନଜାଇ ଥାଏ , ଦକ୍ଷୀଣ ଦିଗ ଆଡକୁ ପାଦ ରଖିକରି ଜମାବି ଶୋଇବା ଉଚିତ୍ ନୁହେଁ କାହିକି ନା ଏହି ଦିଗକୁ ମୃତ୍ୟୁର ଦେବତା ଯମଙ୍କର ଦିଗ ବୋଲି କୁହାଜାଇ ଥାଏ , ଏଥିପାଇଁ ଦକ୍ଷୀଣ ଦିଗକୁ ପାଦ ରଖିକରି ଶୋଇବା ଦ୍ୱାରା ମାତା ଲକ୍ଷ୍ମୀ ମାନସିକ ଚିନ୍ତା ବଢିଥାଏ , ସେହିପରି ଉତ୍ତର ଦିଗ ଆଡକୁ ମୁଣ୍ଡ ରଖି ଶୋଇବା ଅନୁଚିତ୍ ହୋଇଥାଏ ପୂର୍ବ ଦିଗରେ ସୂର୍ଯ୍ୟ ଉଦୟ ହୋଇଥାଏ ଏବଂ ସୂର୍ଯ୍ୟ ଦେବ ଆମର ହିନ୍ଦୁ ଧର୍ମରେ ସବୁଠାରୁ ଅଧିକ ପୁଜନିୟ ହୋଇଥାନ୍ତି ଏଥିପାଇଁ ପୂର୍ବ ଦିଗ ଆଡକୁ ପାଦ ରଖିକରି ଜମାବି ଶୋଇବା ଉଚିତ୍ ନୁହେଁ ।sleep

ତୃତୀୟରେ ଘରର ଖୁସୀ ବଢିବା ପାଇଁ ଘରର ମହିଳା ମାନଙ୍କର ମୁଖ୍ୟ ଭୂମୀକା ରହିଥାଏ ଘରର ଲୋକ ମାନଙ୍କ ମଧ୍ୟରେ ଉତ୍ତମ ସଂସ୍କାର ବନେଇ ରଖିବା ଦାଇତ୍ୟ ବି ମହିଳା ମାନଙ୍କର ଅଧିକ ରହିଥାଏ ଏଥିପାଇଁ ବିଶେଷ ରୂପେ ମହିଳା ମାନଙ୍କୁ ନିଜର ଶୋଇବା ଏବଂ ଉଠିବା ସମୟର ଧ୍ୟାନ ରଖିବା ଉଚିତ୍ , ମହିଳା ମାନଙ୍କୁ ଠିକ୍ ସମୟରେ ଶୋଇବା ଏବଂ ସକାଳେ ଶିଘ୍ର ଉଠିବା ଦରକାର ଏବଂ ନିତ୍ୟ କର୍ମ ସାରି ପୂଜାପାଠ କରିବା ଦରକାର ଏହାଦ୍ୱାରା ଘରେ ଖୁସୀ ବଢିଥାଏ , ଘରର ମହିଳା ସକାଳୁ ଡେରି ପର୍ଯ୍ୟନ୍ତ ଶୋଇବା ଦ୍ୱାରା ଘରକୁ ଦୃଭାଗ୍ୟ ଆସିଥାଏ ନକାରତ୍ମକତା ବଢିଥାଏ ଏବଂ ଶାରୀରିକ ଏବଂ ମାନସିକ ଚିନ୍ତା ବି ବଢିଥାଏ ସ୍ୱାସ୍ଥ ଦୃଷ୍ଟି କଣରୁ ବି ଏହା ଉତ୍ତମ ମାନାଜାଇ ନଥାଏ ଏଥିପାଇଁ ମହିଳା ମାନଙ୍କୁ ଜଲ୍ଦି ଉଠିବା ଦରକାର ଏବଂ ଅନ୍ୟ ସଦଶ୍ୟକୁ ବି ଜଲ୍ଦି ଉଠିବାର ପ୍ରୟସ କରିବା ଦରକାର । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *