ଜୀବନରେ ଭୁଲ୍ ରେ ହେଲେ ଏହି ୩ଜଣଙ୍କୁ ଧୋକା ଦିଅନ୍ତୁ ନାହିଁ, ନଚେତ ଆପଣଙ୍କ ଜୀବନ ସମ୍ପୂର୍ଣ ବର୍ବାଦ ହୋଇଯିବ

chankya

ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ମନୁଷ୍ୟ ଭିତରେ ଭଲ ଆଉ ଖରାପ ଦୁଇପ୍ରକାରର ଭାବନା ରହିଛି । କିଛି ଲୋକ ଅଛନ୍ତି ନିଜର ସ୍ୱାର୍ଥ ପାଇଁ ଅନ୍ୟ ଜଣଙ୍କୁ ଧୋକା ଦେବାରେ ପଛଘୁଞ୍ଚା ଦିଅନ୍ତି ନାହିଁ । ଆଉ କିଛି ଏଭଳି ଲୋକ ଅଛନ୍ତି ଯେଉଁମାନେ ଅନ୍ୟ ପାଇଁ ନିଜର ଜୀବନକୁ ତ୍ୟାଗ ଦେଇଥାନ୍ତି । ଆଜି ଆମେ କିଛି ଏମିତି କଥା ଆଲୋଚନା କରିବା ତାହା ହରୁଛି ଯଦି ଆପଣ ଏହି ଲୋକମାନଙ୍କୁ ଧୋକା ଦେଉଛନ୍ତି ତାହେଲେ ଆପଣଙ୍କୁ ବର୍ବାଦ ହେବାର ବେଶୀ ସମୟ ଲାଗିବନାହିଁ ।

ଦୁନିଆରେ ଦୁଇପ୍ରକାରର ଲୋକଥାନ୍ତି ଭଲ କିମ୍ବା ଖରାପ ,ଆପଣ ତାହା ଭିତରୁ କେଉଁ ଭଳି ସ୍ୱଭାବର ଲୋକ ଆପଣ ନିଜେ ଜାଣିଥିବେ । ସେ ଯାହାହେଉ ଆପଣ ଯେ ପ୍ରକାରର ଲୋକ ହୁଅନ୍ତୁ ନା କାହିଁ କେବେବି ଏହି ତିନିଜଣ ଙ୍କୁ ଧୋକା ଦିଅନ୍ତୁ ନାହିଁ ନଚେତ ବର୍ବାଦୀ ଆପଣଙ୍କ ଆଡକୁ ଟାଣି ହୋଇଆସିବ । ଆଜି ଆମେ ଆପଣଙ୍କୁ ଏଭଳି କଥା କହିବୁ ଯାହାଦ୍ବାର ଆପଣଙ୍କ ଜୀବନରେ କିଛି ବଦଳିବାର ସମ୍ଭାବନା ଆପଣ ନିଜେ ଦେଖିବାକୁ ପାଇବେ ।chanakya

ମାତା ଓ ପିତାଙ୍କୁ –

ଜୀବନରେ ଯାହା କିଛି ବି ହୋଇଯାଉ ଆପଣ ଆପଣଙ୍କ ଜୀବନରେ କେବେବି ମାତା ପିତାଙ୍କୁ ମିଥ୍ୟା କୁହନ୍ତୁ ନାହିଁ ଓ କେବେବି ସେମାନଙ୍କୁ ଧୋକା ମଧ୍ୟ ଦିଅନ୍ତୁ ନାହିଁ । ଜୀବନରେ ଏମିତି କିଛି ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ ଯାହାଫଳରେ ଆପଣ କିଛି ଠିକ କିମ୍ବା ଭୁଲ ଜାଣିନପାରି ଭୁଲ ବାଟରେ ଚାଲିଯାଅନ୍ତି ।ଏମିତି ପରିସ୍ଥିତିରେ ଆପଣ ବିଚଳିତ ନହୋଇ ଆପଣ ଆପଣଙ୍କ ମା ଓ ବାପାଙ୍କ ଆଦେଶ ଗ୍ରହଣ କରନ୍ତୁ । ମାତା ଓ ପିତା ଆମ ଜୀବନରେ ଏମିତି ଜିନିଷ ଅଟନ୍ତି ଯାହାବିନା ଆଶିର୍ବାଦ ଦ୍ୱାରା ଆମେ ଆମ ଜୀବନର କୌଣସି କାର୍ଯ୍ୟ କରିପାରିବାନାହିଁ । କୋଟି କୋଟି ଟଙ୍କା ଖର୍ଚ କରିବା ଫଳରେ ମଧ୍ୟ ବାପା ଓ ମା ଙ୍କ ଆଶିର୍ବାଦ ମିଳିପାରେନାହିଁ ସେଥିପାଇଁ ସର୍ବଦା ମାତା ଓ ପିତାଙ୍କର ସର୍ବଦା ସେବା କରିବା ଉଚିତ ।

ନିଜକୁ କେବେ ବି ଧୋକା ଦିଅନ୍ତୁ ନାହିଁ ।।

କେତେବି ବଡ ହୋଇଯାଅ ନା କାହିଁ କେବେବି ନିଜକୁ ମିଛ କୁହ ନାହିଁ । କାରଣ ଏମିତି କରିବା ଦ୍ୱାରା ଆପଣ ନିଜ ନଜରରେ ଖସିବା ସହ ଭଗବାନ ମଧ୍ୟ ଆପଣଙ୍କ ସାଥ ଦିଅନ୍ତି ନାହିଁ । ଏଥିପାଇଁ ନିଜକୁ କେବେ ହେଲେ ମିଛ କୁହନ୍ତୁ ନାହିଁ ।cha

ପତି/ପତ୍ନୀ-

ଜୀବନସାଥୀ ଆମ ଜୀବନରେ ବହୁତ ବଡ଼ ଗୁରୁତ୍ବ ରଖିଥାନ୍ତି ।ଯେବେ ଏକ ନାରୀ ନିଜର ଘର ଛାଡ଼ି ଆପଣଙ୍କ ସହ ବିବାହ କରି ଆପଣଙ୍କ ସାଥିରେ ଆପଣଙ୍କ ଘରକୁ ଯାଇଥାଏ ତେବେ ସେ ଆପଣଙ୍କ ବଂଶ କୁ ଆଗକୁ ବଢ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଓ ସ୍ୱାମୀ ତା ପାଇଁ ସବୁକିଛି ହୋଇଥାଏ ଓ ତାର ସବୁବେଳେ ତା ସ୍ବାମୀ ଉପରେ ଭରସା ଥାଏ କି କେବେବି ତାର ସ୍ୱାମୀ ତାସହ ଭୁଲ ହେବାକୁ ଦେବନାହିଁ ।ଏଥିରେ ଆପଣ ନିଜର ପତ୍ନୀକୁ ଧୋକା ନଦେଇ ତାର ସାଥିରେ ରୁହନ୍ତୁ ।

ବନ୍ଧୁଗଣ ଆମେ ଆପଣଙ୍କ ପାଇଁ ଏହିଭଳି ସୂଚନା ପ୍ରତିଦିନ ନେଇ ଆସିଥାଉ,ଏହାକୁ ସେୟାର୍ କରିବା ସହ ଅଧିକ ପୋଷ୍ଟ ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚୟ କରନ୍ତୁ,ଧନ୍ୟବାଦ।

Leave a Reply

Your email address will not be published. Required fields are marked *