ଆପଣଙ୍କ ହାତରେ ରହିଛି କି ଏମିତିକା ଅର୍ଧ ଚନ୍ଦ୍ର? ଜାଣିରଖନ୍ତୁ ରହସ୍ୟ କଥା,ଜାଣନ୍ତୁ ଭବିଷ୍ୟତ

ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ । ବନ୍ଧୁଗଣ, ମଣିଷର ଭାଗ୍ୟ ତାର ହାତରେ ଥାଏ,ଆଉ ତାର ହାତ ରେଖା ତାର ଭାଗ୍ୟ ଭବିଷ୍ୟତ ବିଷୟରେ ବର୍ଣ୍ଣନା କରିଥାଏ। ଆଉ ତାର ଜୀବନ ଜାଙ୍କର ସୁଖ ଦୁଃଖ,ହସ,ଲାଭ ସବୁ ସେ ତାର ପାପୁଲି ଦ୍ୱାରା ଜାଣି ପାରି ଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହାର ବହୁତ ମହତ୍ୱ ରହିଛି।ଆଉ ଏହାକଜ ଜାଣିବା ପାଇଁ ଲୋକମାନଙ୍କ ମନରେ ମଧ୍ୟ ବହୁତ ଇଚ୍ଛା ଓ ଆଗ୍ରହ ଭରି ରହିଥାଏ।ସାଧାରଣତଃ ପାପୁଲିରୁ ଆମେ ଆମ ଭାଗ୍ୟ ରେ ହେବାକୁ ଯାଉଥିବା ହାନି ଲାଭ କୁ ଜାଣି ତାର ବିପତ୍ତୀ କୁ ଟାଳି ଦେଈ ପାରିବା। ଆମ ହାତରେ ବିଭିନ୍ନ ରେଖାର ବିଭିନ୍ନ ମହତ୍ୱ ରହିଛି।ସେମିତି କେତେକ ରେଖା ବିଷୟରେ ଆଜି ଜାଣିବା ।hand

ଆଜି ଆମେ ଜାଣିବା ଅର୍ଦ୍ଧ ଚନ୍ଦ୍ର ବିଷୟରେ ଆଉ ଏହି ଅର୍ଦ୍ଧ ଚନ୍ଦ୍ର ଆମ ହାତରେ ରହିବ ଦ୍ୱାରା କଣ ଲାଭ ବା କ୍ଷତି ହୋଇଥାଏ ସେ ବିଷୟରେ ଜାଣିବା।ଯଦି ଆପଣ ବି ନିଜ ଭାଗ୍ୟ ବିଷୟରେ ଜାଣିବାକୁ ଚାହୁଁଛନ୍ତି ତାହେଲେ ନିଜ ଦୁଇ ହାତକୁ ମିଳାନ୍ତୁ।ଆଉ ତାପରେ ଦେଖନ୍ତୁ ରେଖା ମିଶିଲା ପରେ କେଉଁ ଆକାର ନେଉଛି। ଯଦି ଆପଣଙ୍କ ହାତରେ ଅର୍ଦ୍ଧ ସିଣ୍ଡ୍ର ହେଉ ଥାଏ ତାହେଲେ ନିରାଶ ହୁଅନ୍ତୁ ନାହିଁ।ଏହାର କାରଣ ହେଲା ପାପୁଲିରେ ହେଉଥିବା ଅର୍ଦ୍ଧ ଚନ୍ଦ୍ର ଆପଣଙ୍କ ଭଲ ଗୁଣକୁ ଦର୍ଶାଇଥାଏ। ଏବେ ଏତିକି ପଢି ଆପଣଙ୍କ ମନରେ ଜିଜ୍ଞାସା ଆହୁରି ବଢ଼ି ଯାଇ ଥିବକି ଏହା ହାତରେ ରହିବାର ଲାଭ କଣ ହୋଇଥିବ ।

ଆଜି ଆମେ ଏହି ଭଳି ଲୋକ ଯେଉଁ ମାନଙ୍କ ହାତର ପାପୁଲିରେ ଅର୍ଦ୍ଧ ଚନ୍ଦ୍ର ହୋଇଥାଏ ସେମାନଙ୍କ ବିଷୟରେ ଓ ତାଙ୍କର ଗୁଣ ଓ ଖରାପ ଗୁଣ ବିଷୟରେ ବର୍ଣ୍ଣନା କରିବାକୁ ଯାଉଛୁ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ଲୋକଙ୍କ ପାପୁଲିରେ ଏହି ଅର୍ଦ୍ଧ ଚନ୍ଦ୍ର ହୂଥାଏ ସେମାନେ ଅନ୍ୟ କୌଣସି ବ୍ୟକ୍ତି ତୁଳନାରେ ଅଧିକ ବୁଦ୍ଧିମାନ ହୋଇଥାନ୍ତି। ଆଉ ସେମାନେ ବହୁତ ଚାଲାଖ ହେବା ସହିତ ସ୍ମରଣ ଶକ୍ତି ପ୍ରଖର ହୋଇଥାଏ ମାନେ କହିବାକୁ ଗଲେ କୌଣସି ଜିନିଷ ବହୁତ ସହଜରେ ମନରଖି ଦିଅନ୍ତି।ଗୋଟେ ସାଧାରଣ ବ୍ୟକ୍ତି ଅପେକ୍ଷା ଏମାନେ ବହୁତ ପ୍ରଭବ ସାଳି ହୋଇଥାନ୍ତି ।hands

ଏମାନେ ଯେକୌଣସି ଆଉ ଯେତେ ପୁରୁଣା କଥା ହେଉ ବହୁତ ସହଜରେ ମନରଖି ଥାନ୍ତି।ଆଉ ଦରକାର ବେଳେ ସେ କଥାର ଉପଯୋଗ ଓ ବ୍ୟବହାର କରନ୍ତି। ସେ ନିଜ ଲାଭରେ ହେଉ ବା ଅନୁ କାହାକୁ କୌଣସି କଥା ଖିବର ହେଉ ସବୁ ଜିନିଷକୁ ସହଜରେ ମନରଖି ଥାନ୍ତି । ଯେଉଁମାନଙ୍କ ପୁରା ଚନ୍ଦ୍ର ବଦଳରେ ଅଧା ଚନ୍ଦ୍ର ଥାଏ ସେମାନେ ବନ୍ଧୁତା କ୍ଷେତ୍ରରେ ବହୁତ ସଚ୍ଚୋଟ ହୋଇଥାନ୍ତି।ଆଉ ନିଜ ବନ୍ଧୁ ପାଇଁ କିଛି ବି କରି ପାରନ୍ତି । ଏମାନେ ନିଜ ଭବିଷ୍ୟତ ତିଆରି କରିବାରେ ବହୁତ ବ୍ୟସ୍ତ ରହନ୍ତି । ଏହି ଲୋକମାନେ ବହୁତ ଶାନ୍ତି ପକୃତିର ହୋଇଥାନ୍ତି ।

ଆଶା କରୁଛୁ ଆପଣଙ୍କୁ ଏହି ଖବର ପସନ୍ଦ ଆସିଥିବ, ଏଭଳି ଅଧିକ ଖବର ପାଇଁ ଆମକୁ ଲାଇକ ଏବଂ ଫଲୋ କରନ୍ତୁ ।  ଏବଂ ଏହି ଖବର କୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ସେୟାର୍ କରନ୍ତୁ ।

Leave a Reply

Your email address will not be published. Required fields are marked *