( ଗୁରୁବାର ଦିନ ) ମରିଗଲେବି କରନ୍ତୁନାହିଁ ଏହି ( ୫ଟି କାମ ) ଭୟଙ୍କର ଗରିବୀ ଆସିବ |

g day

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହବୁ ଗୁରୁବାର ଦିନ ଆପଣଙ୍କୁ କେଉଁ କାମ ନକରିବା ଉଚିତ୍ , ଯେମିତି ଆପଣଙ୍କ ଜୀବନରେ ଗୁରୁଗ୍ରହ ମଜବୁତ ରହେ ନା କି କମଜୁର ହୋଇଯାଏ , ଏମିତି ମାନଜାଇ ଥାଏ ଯେଉଁ ବ୍ୟକ୍ତି ଉପରେ ଗୁରୁଗ୍ରହ ମଜବୁତ ରହିଥାଏ ତାର ଭାଗ୍ୟ ଚମକି ଥାଏ ଏବଂ ତାକୁ ସବୁ କ୍ଷେତ୍ରରେ ସମୃଦ୍ଧି ମିଳିଥାଏ , ଧନର ମାମଲାରେ ତାକୁ ବିଜୟ ପ୍ରାପ୍ତ ହୋଇଥାଏ ଏବଂ ଯେଉଁ କାର୍ଯ୍ୟରେ ସେହି ବ୍ୟକ୍ତି ହାତ ଦେଇଥାଏ ସେହି କାର୍ଯ୍ୟ ନିଶ୍ଚୟ ଭାବରେ ପୁରା ହୋଇଥାଏ କିନ୍ତୁ ଯଦି ଆପଣ ଗୁରୁବାର ଦିନ କିଛି ଏମିତି କାର୍ଯ୍ୟକୁ କରି ଦିଅନ୍ତି ତେବେ ଆପଣଙ୍କ ପରିବାର ଉପରେ ସଙ୍କଟ ଆସିଥାଏ , ଆପଣଙ୍କର ଗୁରୁଗ୍ରହ ମଜବୁତ ସ୍ଥିତିରୁ କମଜୁର ସ୍ଥିତିକୁ ଆସିଜାଇ ଥାଏ ଏବଂ ଯାହା ଦ୍ୱାରା କେତେ ସବୁ ପରିଣାମ ଭୋଗିବାକୁ ପଡିଥାଏ ।heair

ତେବେ ଆଜି ଆମେ ଆପଣଙ୍କୁ ଗୁରୁବାର ଦିନ କେଉଁ କାମ ନକରିବା ଉଚିତ୍ , ଯଦି ଆପଣ ଗୁରୁବାର ଦିନ ଏହି କାର୍ଯ୍ୟ କରୁଛନ୍ତି ତେବେ ସବୁଠୁ ପ୍ରଥମେ ଏହି ସମସ୍ୟା ଆସିଥାଏ କି ଆପଣଙ୍କ ବୈବାହିକ ଜୀବନ ଭଲରେ କଟି ନଥାଏ ଏବଂ ପତି ପତ୍ନୀଙ୍କ ମଧ୍ୟରେ ସବୁବେଳେ ଲଢେଇ ଝଗଡା ହେବାକୁ ଲାଗିଥାଏ ଓ ଛୋଟ ଛୋଟ କଥାରେ ବାଦ ବିବାଦ ଲାଗିଥାଏ ଏବଂ ପ୍ରେମ କୃଦ୍ଧରେ ବଦଳି ଜାଇଥାଏ , ଏହାପରେ ଯେଉଁ କାର୍ଯ୍ୟ ଆପଣ କରନ୍ତି ସେଥିରେ ଅସଫଳତା ପ୍ରାପ୍ତ ହୋଇଥାଏ , ଧନ ଆପଣଙ୍କ ଠାରୁ ଦୂରେଇ ଜାଇଥାଏ ଏବଂ ଟଙ୍କା ପଇସା ଆପଣଙ୍କ ପାଖରେ କେବେବି ରହି ନଥାଏ ତେବେ ଚାଲନ୍ତୁ ଜାଣିବା କଣ ସେହି ସବୁ କାର୍ଯ୍ୟ ।nakha

ଯଦି ଗୁରୁବାର ଦିନ ଘରର ମହିଳା ବାଳ ଧୋଇଥାଏ କିମ୍ବା ଆପଣ ନଖ ଦାଢି ବା ବାଳ କାଟିଥାନ୍ତି ଏହା ଦ୍ୱାରା ଗୁରୁଗ୍ରହ ବହୁତ ରାଗିଜାଇ ଥାନ୍ତି ଏହା କରିବା ଦ୍ୱାରା ରାହୁର ପଶ୍ରନ୍ନତା ଦେଖିବାକୁ ମିଳିଥାଏ ଏବଂ ଯଦି ରାହୁଗ୍ରହ ଗୁରୁଗ୍ରହ ଉପରେ ଭାରି ହୋଇଯାଏ ତେବେ ଦେଖୁ ଦେଖୁ ସବୁ କାର୍ଯ୍ୟରେ ଅସଫଳତା ପ୍ରାପ୍ତ ହୋଇଥାଏ ଏବଂ ଗୁରୁଗ୍ରହ ନିଜ ସ୍ଥିତିକୁ ଆସିଜାଇ ଥାଏ , ଏଥିପାଇଁ ଗୁରୁବାର ଦିନ ଘରର ମହିଳା ମାନେ ଭୁଲରେ ବି ବାଳ ଧୁ୍ଅନ୍ତୁ ନାହିଁ ତା ସହିତ ପୁରୁଷ ବି ଦାଢି ବାଳ ନଖ ଆଦି କାଟନ୍ତୁ ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *