ଶନି ଦଶା ରୁ ରକ୍ଷା ପାଇବା ପାଇଁ କରନ୍ତୁ ଏହି ସବୁ କର୍ମ। ଭୁଲ ରେ ବି ଶନିବାର ଦିନ ଏହି ୫ଟି ଜିନିଷ କରନ୍ତୁ ନାହିଁ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଶନି ଦଶା କୁ ମୁକ୍ତି ପାଇବା ପାଇଁ ଅସ୍ତ ଗଛ ମୂଳେ ଦୀପ ଜାଳି କରନ୍ତୁ ଏହି ପୂଜା ତେବେ ଆସନ୍ତୁ ଜାଣି ନେବା ଏହା ପଛରେ କଣ ରହିଛି ରହସ୍ୟ ହିନ୍ଧୁ ଧର୍ମ ରେ ପ୍ରତ୍ୟୋକ ଦିନ ର ଭିନ୍ନ ଭିନ୍ନ ମହତ୍ୱ ରହିଛି ଶନିବାର ଦିନ ଶନିଦେବ ଙ୍କୁ ପୂଜା ଅର୍ଚ୍ଚନା କରାଯାଏ ଶନି ଦେବ ଙ୍କ ଠାରୁ ମୁକ୍ତି ପାଇବା ପାଇଁ କିଛି ଲୋକ ମାନେ ଅସ୍ତ ଗଛ ମୂଳେ ଶୋରିଷ ତେଲ ରେ ଦୀପ ଜାଳି ପୂଜା କରିଥାନ୍ତି । ପୈରାଣିକ ମତ ଅନୁସାରେ ଏହି ଉପାୟ ମାଧ୍ୟମ ରେ ମହାଦଶା, ଶନି ସାଢେ ସାଥୀ ଏହାର ପ୍ରଭାବ କମ୍ ହୋଇଥାଏ ।shani d

ପୈରାଣିକ ମତ ଅନୁସାରେ ତ୍ରତୋୟା ଯୁଗ ରେ ଥରେ ଭୟାବହ ଦୁର୍ଭିକ୍ଷ୍ୟ ପଡିଥିଲା କୈଶିକ ଋଷି ବି ଏହି ପ୍ରିଡା ରୁ ବର୍ତ୍ତି ପାରିଲେ ନାହିଁ , ସେ ପତ୍ନୀ ଏବଂ ପିଲା ଙ୍କୁ ଧରି ସୁରକ୍ଷିତ ସ୍ଥାନ ଖୋଜିଲେ ଏବଂ ସେ ନିଜର ପୁତ୍ର କୁ ମଧ୍ୟ ଅଧା ବାଟ ରେ ଛାଡି ଦେଇ ଜାଇ ଥିଲେ ପରେ ସେହି ବାଳକ କୁ ଏକ ଅସ୍ତ ଗଛ ଏବଂ ପୋଖରୀ ନଜର ଆସିଲା ଏବଂ ସେଠାରେ ସେହି ବାଳକ ଅସ୍ତ ଗଛ ର ପତ୍ର ଏବଂ ସେହି ପୋଖରୀ ପାଣି ସେବନ କରି ଜିବନ ବିତାଇଲା ।shani dev

ହେଲେ ଦିନେ ନାରଦ ଙ୍କ ନଜର ସେହି ବାଳକ ଉପରେ ପଡିଲା ଏବଂ ପରେ ଭଗବାନ ବିଷ୍ଣୁ ଙ୍କ ପୂଜା ବିଧି କହି ପୂଜା କରିବାକୁ କହିଲେ ଏବଂ ପରେ ସେ ସବଳ ହେଲେ ନିଜର ଜିବନ ବ୍ୟୟତିତ କରିବା ପାଇଁ ଏବଂ ପରେ ସେ ଋଷି ପିପଲ୍ଲାଦ୍ ହେଲେ ପରେ ସେହି ନାରଦ ଙ୍କୁ ପଚାରିଲେ ତାଙ୍କର ଏହି କଷ୍ଟ ର କାରଣ କଣ ଥିଲା ତେବେ ନାଦର କହିଲେ ଏହା ଶନି ଙ୍କ କୋପ ଦୃଷ୍ଟି ଥିଲା ଯେଉଁଥି ପାଇଁ ସବୁ ଦେବତା ବି ତାଙ୍କୁ ଭୟ କରନ୍ତି । ହେଲେ ଏହାର ମାର୍ଗ ବି ଅଛି ଏହି କଷ୍ଟ କୁ ମୁକ୍ତି ପାଇଁ ବ୍ରହ୍ମା ଙ୍କ ଅନୁସାରେ ଯିଏ ଶନିବାର ଦିନ ଅସ୍ତ ଗଛ କୁ ପୂଜା କରିବ ଏବଂ ଦିପ ଜାଳି ପୂଜା କରିବ ସେ ଶନି କଷ୍ଟ ରୁ ମୁକ୍ତି ହେବ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *