ଦେଖନ୍ତୁ ଭିଡ଼ିଓ – କଳଙ୍କିତ ମାମୁଁ, ବାହା ନ ହୋଇ ଭାଣିଜୀଙ୍କ କୋଳରେ ୩ ଛୁଆ ! ମାମୁଁ ମୋତେ ପ୍ରେଗନେଣ୍ଟ କଲେ ଆଉ ମୋ ବାପା ମୋତେ……

ଆଜିକାଲି ବହୁତ ପରିବର୍ତ୍ତନ ହୋଇ ଗଲାଣି ଯାହା ପାଇଁ ସାରା ଦୁନିଆ ନଷ୍ଟ କଳୁଷିତ ହେବାରେ ଲାଗିଛି। ସମାଜ ଆଉ ସମାଜ ହୋଇକି ନାହିଁ କାରଣ ସମ୍ପର୍କ ବୋଲି କିଛି ଜିନିଷ ନାହିଁ। ଏମିତି ବି ମାମୁ ଏବଂ ଭାଣିଜୀ ବୋଲି ସମ୍ପର୍କରେ ଦାଗ ଲାଗି ଯାଇଛି। ଏହିପରି ଏକ ଘଟଣା ଆମ ଓଡ଼ିଶରେ ଦେଖା ଦେଇଛି। ଏହି ଘଟଣା ଚାରିଆଡେ ଭାଇରଲ ହୋଇଗଲାଣି। ଏହି ଘଟଣା ବହୁତ ନିନ୍ଦନୀୟ କାରଣ ନିଜ ମାମୁ ଯେ କି ଭାଣିଜୀ ସହିତ ଏମିତି ସମ୍ପର୍କ ରଖି ପାରିଲା ଯାହା ଦ୍ୱାରା ସମଗ୍ର ନାରୀ ଜାତି କଳୁଷିତ ହୋଇଯାଇଛି।ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ।ଏହି ଘଟଣା ରେ ସେ ଝିଅ କଣ କହିଛନ୍ତି ଆସନ୍ତୁ ଜାଣିବା

ସେ ଝିଅ କହୁଛନ୍ତି, ମୋତେ ମୋ ମାମୁ ୧୨ ବର୍ଷରୁ ରେପ କରି ରଖିଲେ ଏବଂ ମୋର ତିନୋଟି ଛୁଆ ହୋଇଛନ୍ତି। ଆଉ ମୋ ବାପା ଓ ମା ତ ତାଙ୍କ ପାଖରେ ଜବରଦସ୍ତ ନେଇକି ଛାଡି ଦେଇଛନ୍ତି।ଆଜି ପର୍ଯ୍ୟନ୍ତ ବାହାଘର ହୋଇ ପାରି ନାହିଁ।ପରେ ମୋ ସହ ଶାରିରୀକ ସମ୍ପର୍କ ରଖି ମୋତେ ପ୍ରେଗନେଣ୍ଟ କରେଇଲେ।ସମାଜରେ ଲୋକ ମାନେ ଖରାପ କହିବେ ଭାବିକି ମାମୁଁ ଙ୍କ ପାଖରେ ଛାଡି ଦେଲେ।

ସେତେବେଳେ ସେ ଝିଅ ଘରେ ଏହି ଘଟଣା ସମ୍ପର୍କରେ ଅବଗତ କରେଇବା ପାଇଁ ଡରୁଥିଲା।ପ୍ରଥମେ ସେ ଭଲ ପାଉଥିଲେ କିଛି ଦିନ ପରେ ସେ ମତେ ବହୁତ ମାରପିଟ ଏବଂ କଷ୍ଟ ଦେଇ ଥାଆନ୍ତି।ମୋତେ ମୋ ମାମୁ ବହୁତ ଅଶ୍ଳୀଳ ଭାଷା ରେ କହିବା ସହ ବହୁତ ପାହାର ମାରିଛନ୍ତି।ମୋ ସହ ବହୁତ ଖରାପ ବ୍ୟବହାର କରିବା ପରେ ମୁ ସହି ନ ପାରି ତାଙ୍କ ଘର ଛାଡ଼ି ପଳେଇ ଆସିଥିଲି।ପରେ ବାପା ଘର କୁ ନେଲେ ସେଠାରେ ମତେ ଘୋଡା ର ମୁତ ପିଆଇ ଥିଲେ ଏବଂ ଗୋବର ପାଣିରେ ଗାଧେଇବାକୁ କହିଲେ। ତାଙ୍କ ମା ଙ୍କୁ ପଚାରିବାରୁ ସେ ମଧ୍ୟ ଏହାକୁ ଗ୍ରହଣ କରିଥିଲେ ଆଉ କହିଥିଲେ ମୋତେ ସମାଜରେ ଲାଜ ନ ମାଡିବା ପାଇଁ ତାଙ୍କ ପାଖରେ ଛାଡି ଦେଇଥିଲେ। ଏଥରୁ ଜଣା ପଡୁଛି ଲୋକଁ ମାନେ କେତେ ସମ୍ମାନ କୁ ଦେଖୁଛନ୍ତି।

ଯାହା ପାଇଁ ସାରା ସମାଜ ଖରାପ ହୋଇ ଯାଉଛି।ଏହିପରି ଘଟଣା କୁ ସାରା ଦୁନିଆ ତୀବ୍ର ନିନ୍ଦା କରୁଛି। ଏହି ଭିଡିପି ଟି ଭାଇରଲ ହେବା ପରେ ସବୁ କ୍ଷେତ୍ରରେ ସମାଲୋଚନ ଚାଲିଛି। ଯାହା ସାରା ନାରୀ ଜାତି ଆଜି ଲଜ୍ଜିତ ହୋଇ ଯାଇଛି। ତାଙ୍କୁ ନ୍ୟାୟ ମିଳିବା ନିହାତି ଦରକାର। ଏହି ପରି ଘଟଣା ଆଗକୁ ଆଉ ନ ହେବା ପାଇଁ ସମସ୍ତେ ସଚେତନତା ହେବା ଦରକାର। ଏହିପରି ଲୋକଙ୍କୁ ସମାଜରୁ ଦୁରେଇ ରଖିବା ଆବଶ୍ୟକ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *