ସାଂଘାତିକ ଖବର, ଗୋଟେ ଦିନରେ ୧ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କେରନା ସଂଙ୍କ୍ରମଣ ରୋକିବା ପାଇଁ ଲକଡାଉନ୍ ଗୋଟିଏ ବାଟ ଅଟେ କି ତେବେ ଆସନ୍ତୁ ଜାଣିବା କଣ ରହିଛି ଏହାକୁ ନେଇ ସଂମ୍ପର୍ଣ୍ଣ ଖବର ତେବେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ , ଦେଶ ରେ ପୁଣି ଥରେ ଦୃତ ଗତି ରେ ମାଡି ଚାଲିଛି କୋରନା ସଂଙ୍କ୍ରମଣ ଦ୍ୱତୀୟ ଷ୍ଟ୍ରେନ୍ଥ ଗତ ବର୍ଷ ର ସବୁ ରେକର୍ଡ କୁ ଭାଙ୍ଗି ଦେଇଛି ଆଜି ଦୈନିକ ସଂଙ୍କ୍ରମଣ ଲକ୍ଷେ ପାର ହୋଇ ଥିବା ବେଳେ ଦେଶ ର ବିଭିନ୍ନ ରାଜ୍ୟ ଏବଂ ଜିଲ୍ଲା ରେ ଆତଙ୍କ ଖେଳି ଗଲାଣୀ ଏବଂ ଅନେକ ସ୍ଥାନ ଲକଡାଉନ୍ ସର୍ଟଡଡାଉନ୍ , ହେବା ସହିତ ଡେ କର୍ଫ୍ୟୁ ହେବାର ବି ସମ୍ଭାବନା ରହିଛି ଏହାରି ମଧ୍ୟ ରେ ଲୋକ ମାନଙ୍କ ମଧ୍ୟ ରେ ପୁଣି ଥରେ ଆତଙ୍କ ଖେଳଇ ଗଲାଣୀ କି ଗତ ବର୍ଷ ପରି ଏହି ବର୍ଷ ବି ଲକଡାଉନ୍ ହୋଇଯିବନି ତ ।corona

କାରଣ ପୂର୍ବ ବର୍ଷ ରେ ଲକଡାଉନ୍ ବହୁତ କଷ୍ଟ ଯନ୍ତ୍ରଣା ଦେଇଥିବା ବେଳେ ଜାହା ବର୍ତମାନ ସମୟ ରେ ଲୋକ ମାନଙ୍କ ମନ ରୁ ଲିଭି ନାହିଁ ସେମିତି ରେ ଦେଶ ରେ ଗତ 24 ଘଣ୍ଟା ମଧ୍ୟ ରେ 1 ଲକ୍ଷ୍ୟ ରୁ ଅଧି୍କ ସଂଙ୍କ୍ରମଣ ସାମ୍ନାକୁ ଆସିଛି ସେହି ପରି ବେଳେ ଗୋଟିଏ ଦିନ ରେ 478 ଜଣ ଙ୍କ ମୃତ୍ୟୁ ହେବା ବେଳେ 52 ହଜାର ରୁ ଅଧିକ ଲୋକ ମାନେ ସୁସ୍ଥ ହୋଇଛନ୍ତି ,ଏବଂ ଅନ୍ୟ ପଟରେ ଦେଶ ରେ ସବୁଠାରୁ ବଡ କୋରନା ଟୀକା ଅଭିଜାନ ଚାଲି ଥିବା ବେଳେ ସ୍ୱଭାବିକ ଜିବନ ଜାପନ କରିବା ପାଇଁ ପୁଣି ଥରେ ବିପଦ କୁ ଟାଣି ଆଣିଲେଣି ଯଦି ଏବେ ଠାରୁ ସଚେତନ ନ ରହିବେ ।corona

ତେବେ ଆଗାମୀ ଦିନ ରେ ଲକ୍ଷେ ନୁହେଁ ଦୁଇ ଲକ୍ଷ୍ୟ ଟପିବ କୋରନା ସଂଙ୍କ୍ରମଣ ସଂଖ୍ୟା ଜାହା ବର୍ତମାନ ସମୟ ରେ ଚିନ୍ତା ର ବିଷୟ ହୋଇଛି ଦେଶ ରେ 8 ରୁ 11 ଟି ଜିଲ୍ଲା ରେ ଏବେ କୋରନା ସ୍ଥିତି ଗମ୍ଭୀର ସ୍ଥିତି ଦେଖିବା ପାଇଁ ମିଳିଛି ଜାହା ଫଳ ରେ ହୁଏତ ଅଟେ ଯଦି ବି ଲକଡାଉନ୍ କରାଯାଏ ତେବେ ବି ଏହି କୋରନା ସ୍ଥିତି କୁ ରୋକି ହେବ ନାହିଁ କାରଣ ବର୍ତମାନ ସମୟ ରେ କୋରନା ମହାମାରୀ ଅଧା ଦେଶ କୁ ଗ୍ରାସ କରି ସାରିଛି ସେହିଥି ପାଇଁଁ ଏହାକୁ ବର୍ତମାନ ସମୟ ରେ ରୋକିବା ସମ୍ଭବ ପର ନୁହେଁ ସେହିଥି ପାଇଁ ଏହି ବର୍ଷ ଲକଡାଉନ୍ ହେବା ନେଇ ନା ପସନ୍ଦ କରିଛନ୍ତି ଡାକ୍ତର କାରଣ ଗତ ବର୍ଷ ଏହା ବହୁତ କିଛି କ୍ଷେତି କରି ଥିବା ବେଳେ ଏହି ବର୍ଷ ପୁଣି ଥରେ ସେହି ଅବସ୍ଥା ଦେଖିବା ପାଇଁ ଚାହୁଁ ନାହିଁନ୍ତି ସେମାନେ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *