ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ହିନ୍ଦୁ ଧର୍ମରେ ଶଙ୍ଖ କୁ ବହୁତ ମାନ୍ୟତା ଦିଆଯାଇଛି।ଶଙ୍ଖ ର ସେ ମଧୁର ଧ୍ଵନି ବାଜିବା କ୍ଷଣି ଚତୁର୍ପାଶ୍ୱରେ ଥିବା ନକାରାତ୍ମକ ଶକ୍ତି ର ପ୍ରଭାବ ସବୁ ଛାଡି ପଳାନ୍ତି।ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଶଙ୍ଖ ସର୍ବଦା ପୂଜା ମଣ୍ଡପ ରେ ରହିଥାଏ ଏମିତିକି ଘରେ ମଧ୍ୟ ଏହା ରଖାଯାଇଥାଏ।ଏହି ଶଙ୍ଖର ବିଶେଷତ୍ୱ ଅନେକ ରହିଛି।ଯାହାକୁ ବହୁତ ନିୟମ ଓ ନିଷ୍ଠା ଭାବରେ ଏହାର ପ୍ରତିକାର କରିବାକୁ ପଡେ ।
ଆପଣ ମାନଙ୍କୁ ଏହି ଶଙ୍ଖର ବ୍ୟବହାର କରିବା ପୂର୍ବରୁ କିଛି ନିୟମ ସମ୍ପର୍କରେ ଜାଣିବା ନିହାତି ଆଵଶ୍ୟକ ହୋଇଥାଏ।ଯଦି ଆପଣ ଏହି ନିୟମକୁ ବିଧି ବିଧାନ ପୂର୍ବେ ପାଳନ କରୁଛନ୍ତି ତାହେଲେ ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କ ଆମନ୍ତ୍ରଣ ହୋଇପାରେ। ଏହି ଶଙ୍ଖ ହେଉଛି ସ୍ବୟଂ ଭଗବାନ ବାସୁଦେଵଙ୍କ ଅସ୍ତ୍ର।ଆପଣ ମାନେ ଅନେକ ଥର ଦେଖିବାକୁ ପାଇଥିବେ ଶଙ୍ଖ ବିଷ୍ଣୁଙ୍କର ହାତରେ ରହିଥାଏ। ଯଦି ଆପଣ ଘରେ ଶଙ୍ଖ ବଜାଉଛନ୍ତି ତାହେଲେ ଘରୁ ନକାରାତ୍ମକ ଉର୍ଯା ବାହାରକୁ ଚାଲି ଯାଇଥାଏ।ଆପଣ ମାନେ ଭଲ ଭବାରେ ଜାଣିଥିବେ ସଲାଳ ସମୟ ଦେବ ସମୟ ଅଟେ ।
ଆଉ ଏ ସକାଳ ସମୟରେ ସକାରାତ୍ମକ ଉର୍ଯାର ପ୍ରଭାବ ବେସି ଥାଏ,ଆଉ ସନ୍ଧ୍ୟା ସମୟରେ ଆସୁରିକ ଶକ୍ତିର ପ୍ରଭାବ ବେସି ଥାଏ ଓ ନକାରାତ୍ମକ ଶକ୍ତିର ପ୍ରଭାବ ବେସିଥାଏ। ସେହି କାରଣରୁ ଘରୁ ଏହି ନକାରାତ୍ମକ ଶକ୍ତିକୁ ବାହାର କରିବା ପାଇଁ ଆମେ ଘରେ ଠାକୁରଙ୍କ ପାଖରେ ଧୂପ ଓ ଦୀପ ଦେଇ ସାରିବା ପରେ ତାଙ୍କ ପାଖରେ ବସି ଶଙ୍ଖ ବଜେଇବା ଆଵଶ୍ୟକ ହୋଇଥାଏ। ଯାହାଦ୍ୱାର ଆମ ଘରେ ଓ ଆଖ ପାଖରେ ଓ ଚାରି ଆଡ଼େ ନକାରାତ୍ମକ ଶକ୍ତିର ପ୍ରଭାବ କମିଯାଇଥାଏ। ଆଉ ଏହି ଶଙ୍ଖ କୁ ବଜାଇବା ସମୟରେ ଧ୍ୟାନ ରଖିବେ ଏ ଶଙ୍ଖ କୁ ନିୟମ ଅନୁସାରେ ଆପଣ ସାଢେ ତିନିଥର ଫୁଙ୍କିବେ। ଏପରି କରିବା ଦ୍ୱାରା ଆପଣଙ୍କ ଘର ଆଖ ପାଖରେ ଶୁଭ ପ୍ରଭାବ ପଡିଥାଏ। ଏହାକୁ ସାଢ଼େ ତିନିଥର ଫୁଙ୍କିବାର ଅର୍ଥ ହେଉଛି,ସାଧାରଣତଃ ତିନିଥର ଅଶୁଭ ହୋଇଥାଏ ତେଣୁ ଏହାକୁ ସାଢ଼େ ତିନି ଥର ବୋଲି ବିଚାର କରାଯାଏ। ଆଉ ଆପଣ ଏହାକୁ ବଜାଇବା ସମୟରେ କେବେ ହେଲେ ଅଧା ଖଣ୍ଡିଆ ଶଙ୍ଖ ବଜେଇବେ ନାହିଁ।ଯଦି ଆପଣ ଏହି ଭଳି ଭୁଲ ସନ୍ଧ୍ୟା ସମୟରେ କରୁଛନ୍ତି ତାହେଲେ ମା ଲକ୍ଷ୍ମୀ ଆମ ଉପରେ ରୁଷ୍ଠ ହୋଇଥାନ୍ତି ।
ଯେଉଁ ଘରେ ଶଙ୍ଖ ନଥାଏ ସେ ଘରେ କେବେ ମା ଲକ୍ଷ୍ମୀଙ୍କ କ୍ରୁପା ବର୍ଷି ନଥାଏ।ଏହା ଦ୍ୱାରା ସେ ଘରେ ସର୍ବଦା ଅଭାବ ରହିବ ସହିତ,ଅଶାନ୍ତି ଗତ ପରିବେଶ ମଧ୍ୟ ସୃଷ୍ଟି କରିଥାଏ।ଆଉ ପରିବାର ଭିତରେ ଵୈମାତୃକ ମନୋଭାବ ସୃଷ୍ଟି ହୋଇଥାଏ।ଶାରୀରିକ ଓ ମାନସିକ ଚିନ୍ତାକୁ ନେଇ ଆପଣ ସବୁବେଳେ ବ୍ୟସ୍ତ ବହୁଳ ଜୀବନ ଯାପନ କରନ୍ତି।ଆପଣ କେବେ ଭୁଲରେ କେବେ ଶଙ୍ଖକୁ ନିଚା ସ୍ଥାନରେ ରଖିବେ ନାହିଁ।ଆଉ ଏହାକୁ ସବୁବେକେ ଉଚ୍ଚ ସ୍ଥାନରେ ରଖିବେ। ଏହାକୁ ନିଚ୍ଚା ସ୍ଥାନରେ ରଖିବା ଦ୍ୱାରା ଆମ ଘରେ ଅଭାବ ରହିବ ନାହିଁ ।
ଆଶା କରୁଛୁ ଆପଣଙ୍କୁ ଏହି ଖବର ପସନ୍ଦ ଆସିଥିବ, ଏଭଳି ଅଧିକ ଖବର ପାଇଁ ଆମକୁ ଲାଇକ ଏବଂ ଫଲୋ କରନ୍ତୁ । ଏବଂ ଏହି ଖବର କୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ସେୟାର୍ କରନ୍ତୁ ।