ଏହି ରାଶିର ଝିଅଙ୍କୁ ବିବାହ କରିବା ଦ୍ୱାରା ଘରକୁ ଆସିଥାନ୍ତି ଲକ୍ଷ୍ମୀ, ସ୍ୱାମୀ ହୋଇଯାଆନ୍ତି କୋଟିପତି

marrred

ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ,ଲକ୍ଷ୍ମୀଙ୍କ ଭଳି ପତ୍ନୀ ପାଇବା ପାଇଁ ସବୁ ପୁଅ ଚାହିଁଥାନ୍ତି। ବିବାହ ପରେ ସ୍ୱାମୀ ଙ୍କ ଭାଗ୍ୟ ସ୍ତ୍ରୀ ସହିତ ଯୋଡି ହୋଇଯାଇଥାଏ। ଏମିତିରେ ଆପଣ ମାନେ ଜାଣିଥିବେ ଯେ ବିବାହ ହଉଛି ଏକ ପବିତ୍ର ବନ୍ଧନ। ତେବେ ଆମ ଜୀବନରେ ଆମେମାନେ ସବୁବେଳେ ଦେଖିବା ପାଇଁ ଚାହିଁଥାଉ କି ଯେତେବେଳେ ଆମେ କୌଣସି ଝିଅକୁ ବିବାହ କରିବା ପାଇଁ ତେବେ ତାହାର ଜାତି ,ଗୋତ୍ର ତଥା ତା ରାଶି ସହିତ ଆମ ରାଶି ର କିପରି ମିଳନ ହୋଇଥାଏ ସେ ସବୁ ବିଷୟରେ ସମ୍ପୂର୍ଣ୍ଣ ଭାବେ ତଥ୍ୟ ନେଇକି ଏହି ବିବାହ କାର୍ଯ୍ୟ କୁ ଆରମ୍ଭ କରିବାରେ ଲାଗିଥାଉ ।ଏମିତିରେ ବିବାହ ଘର ହଉଛି କୌଣସି ଖେଳ ଘର ନୁହେଁ। ତେବେ ନିଶ୍ଚିତ ଭାବେ ବିବାହ କରୁଥିବା ପତି କିମ୍ବା ପତ୍ନୀ ଙ୍କ ବିଷୟରେ ବିବାହ ପୂର୍ବରୁ ଜାଣିନେବା ଆବଶ୍ୟକ ଅଟେ।ମହିଳା ତଥା ସ୍ତ୍ରୀ ଲୋକମାନ ଘର ପରିବାରର ଧ୍ୟାନ ରଖିଥାନ୍ତି।ଯାହାଦ୍ୱାର ପୁରୁଷ ମାନେ ନିଜ ଭବିଷ୍ୟତ ଉପରେ ଧ୍ୟାନ ଦେଇ ପାରନ୍ତି ।mared

ଏହା ସମ୍ପୂର୍ଣ୍ଣ ଭାବରେ ସତ ଅଟେ ଯାହା ଗୋଟେ ମହିଳା ଚାହିଁଲେ ଘରକୁ ସ୍ୱର୍ଗ କରି ପାରିବ ନହେଲେ ନର୍କ କରି ପାରିବ।ସେଥିପାଇଁ ଏହା ସମ୍ପୂର୍ଣ୍ଣ ଭବାରେ ଏହା ମହିଳାଙ୍କ ଉପରେ ନିର୍ଭର କରିଥାଏ।ଏମିତି ବେଳେ ଯଦି ଆପଣ ମାନେ ଜ୍ୟୋତି ବିଦ୍ୟା ଉପରେ ବିଶ୍ୱାସ କରନ୍ତି ତେବେ ନିଶ୍ଚିତ ଭାବେ ଏହି କଥା ଜାଣିନେବା କଥା ଯେ ଆଟେ କି କେଉଁ ରାଶି କୁ ବିବାହ କରିବା ଦ୍ୱାରା କଣ ହଇଥାଏ ବା ଆମ ଜୀବନରେ କେଉଁ ରାଶି ର ପତ୍ନୀ ଟିଏ ବାଛିଲେ ଆମକୁ ସର୍ବଦା ସୁଖ ଶାନ୍ତି ମିଳିଥାଏ।ତେବେ ଆସନ୍ତୁ ଜାଣିନେବା କି କେଉଁ ରାଶି ର ଝିଅ କେଉଁ ରାଶି ପାଇଁ ଫୀଟ ଅଟେ ।

ବିଛା ରାଶି -ଏହି ରାଶି ସ୍ତ୍ରୀ ମାନେ ତଥା ଏମାନେ ସବୁ ସମୟରେ ଇମୋସନାଲ ହୋଇଯାନ୍ତି।ତେବେ ଏମିତି ବେଳେ ସ୍ଵାମୀ ମାନଙ୍କୁ ଏମାନେ ବହୁତ ଭଲ ପାଇଥାନ୍ତି।ଏମାନେ ସର୍ବଦା ନିଜ ସ୍ୱାମୀ ଙ୍କ କଥାରେ କାର୍ଯ୍ୟ କରନ୍ତି ।marred

ବୃଷ ରାଶି- ଏହି ରାଶି ର କନ୍ୟା ମାନେ ବହୁତ ଲାଜକୁଳୀ ହୋଇଥିବା ବେଳେ ଆମେ ଆପଣ ମାନଙ୍କୁ କହିବା କୁ ଚାହିଁବୁକି ଏମାନେ ଅଧିକ ହିଁ ଅଧିକ ଭରସା ଯୋଗ୍ୟ ସ୍ତ୍ରୀ ଭାବେ ପରିଚିତ ହୋଇଥାନ୍ତି ।ତେବେ ଏହି ପରି ବେଳେ ଏମାନ ଙ୍କୁ ଆପଣ ଯଦି ବିବାହ କରନ୍ତି ତେବେ ନିଶ୍ଚିତ ଭାବେ ସୁଖୀ ହେବେ ।

କନ୍ୟା ରାଶି – ଏହି ରାଶି ର ସ୍ତ୍ରୀ ମାନେ ସବୁବେଳେ ଆଦର୍ଶ କୁ ମାନି ଚଳି ଥାନ୍ତି।ଏପରିକି ସେମାନେ ନିଜର ପରିବାକୁ ଅଧିକ ସମୟ ଦିଅନ୍ତି ।ତେବେ ସେମାନେ ସଠିକ ଭାବେ ନିଜ ପରିବାରର ଯତ୍ନ ତଥା ସ୍ଵାମୀ ଙ୍କୁ ଭଲ ପାଆନ୍ତି ।ଏମାନେ ଧୋକା ଦିଅନ୍ତି ନାହିଁ ବ ଧୋକା ସୁହାନ୍ତି ନାହିଁ ।

ଆଶା କରୁଛୁ ଆପଣଙ୍କୁ ଏହି ଖବର ପସନ୍ଦ ଆସିଥିବ, ଏଭଳି ଅଧିକ ଖବର ପାଇଁ ଆମକୁ ଲାଇକ ଏବଂ ଫଲୋ କରନ୍ତୁ। ଏବଂ ଏହି ଖବର କୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ସେୟାର୍ କରନ୍ତୁ ।

Leave a Reply

Your email address will not be published. Required fields are marked *