Jyotisa Shastra – ବୃହସ୍ପତି ଚଳନ ଆସନ୍ତା କାଲି ଠାରୁ 5ଟି ରାଶିଙ୍କ ଜୀବନ ବଦଳିଯିବ ଓ ୭ଟି ରାଶିରେ…

ବନ୍ଧୁଗଣ ଆସନ୍ତା କାଲି ଏପ୍ରିଲ୍ ୧୬ ତାରିଖ ପାଖରୁ ୫ ଟି ରାଶିର ବ୍ୟକ୍ତି ବିଶେଷ ମାନଙ୍କର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ସମସ୍ତ ଦୁଃଖ ଦୁର୍ଦ୍ଦଶା ଦୂର ହେବା ସହିତ ସେମାନଙ୍କ ଜୀବନରେ ଧନର ଆଗମନ ହେବାକୁ ଯାଉଛି। ଆସନ୍ତା କାଲି ଶୁକ୍ରବାର ଠାରୁ ହେବାକୁ ଯାଉଛି କିଛି ରାଶି ର ବ୍ୟକ୍ତି ବିଶେଷ ଙ୍କ ଭାଗ୍ୟ ପରିବର୍ତ୍ତନ। ବୃହସ୍ପତି ଙ୍କ ଚଳନ ରୁ ଆସନ୍ତା କାଲିଠାରୁ କିଛି ରାଶି ମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ଦାୟକ ହେବ।ଯଦି ଆପଣ ଜ୍ୟୋତିଷ ଶାସ୍ତ୍ର କୁ ମାନୁ ଥିବେ ତେବେ ଆପଣ ମାନଙ୍କ ପାଇଁ ଆଜିର ଏହି ଲେଖାଟି ଉପାଦେୟ ରହିବ।

କାରଣ ଆମେ ଆଜି ଆପଣଙ୍କର ରାଶି ସମ୍ବନ୍ଧୀୟ କିଛି ବିଶେଷ କଥା ଆପଣଙ୍କୁ କହିବାକୁ ଯାଉଛୁ ଯାହା ଆସନ୍ତା କାଲି ଠାରୁ ଫଳପ୍ରଦ ରହିବ।ଆପଣ ଜାଣିଛନ୍ତି ଆପଣଙ୍କ ଜୀବନ ରେ ରାଶିଚକ୍ର ର ଏକ ବଡ଼ ଗୁରୁତ୍ଵ ଏବଂ ମହତ୍ତ୍ଵ ରହିଛି। ଏମିତି ରେ ବି ମନୁଷ୍ୟ ନିଜର ରାଶି ଦ୍ୱାରା ନିଜର ଆଗତ ଭବିଷ୍ୟତ ସମ୍ପର୍କରେ ସମସ୍ତ ପ୍ରକାର ସୂଚନା ଜାଣିବାକୁ ସକ୍ଷମ ହୋଇଥାଏ।ତେବେ ଯଦି ଆପଣଙ୍କ ରାଶି ବୃଷ, ମେଷ, ମିଥୁନ, ବିଛା, ମୀନ ଭିତରୁ ଗୋଟିଏ ହୋଇଥାଏ ତାହେଲେ ଆପଣଙ୍କ ଭାଗ୍ୟ ରେ ଆଉ ଆପଣଙ୍କ ଜୀବନରେ ଆସିବାକୁ ଯାଉଛି ନୂଆ ମୋଡ଼। ଆସନ୍ତୁ ଜାଣିବା ସେ ବିଷୟରେ ଯେ ବୃହସ୍ପତି ରାଶୀଙ୍କ ଚଳନ କାରଣରୁ କଣ ସବୁ ପରିବର୍ତ୍ତନ ହେବାକୁ ଯାଉଛି ଏହି ଦିନ ଠାରୁ।

ବୃହସ୍ପତି ଙ୍କ ପ୍ରସନ୍ନ ରହିବା କାରଣରୁ ଆପଣ କୁ କେବେବି ଧନ ର ଅଭାବ ରହିବ ନାହିଁ ଏବଂ ଏହା ସହିତ ଆପଣଙ୍କ ସମସ୍ତ କାର୍ଯ୍ୟ ବହୁ ସହଜରେ ଓ ସରଳ ରେ ମଧ୍ୟ ହୋଇଯିବ।

୧) ମୀନ- ପାରିବାରିକ ସମ୍ପର୍କ ଖୁସି ପୂର୍ଣ୍ଣ ରହିବ। ଧନର ଆଗମନ ହେବ। ଅନେକ ଜଡି ହୋଇ ରହିଥିବା ସମସ୍ୟାର ସମାଧାନ ହେବ।ଆର୍ଥିକ ସ୍ଥିତି ଭଲ ରହିବ ଏବଂ ବ୍ୟବସାୟରେ ଉନ୍ନତି ଘଟିବ।

୨) ବିଛା- ଆପଣଙ୍କ ପୂର୍ବ ପ୍ରଦତ୍ତ ଯୋଜନା ସଫଳ ହେବ। ଧନର ଅଭାବ ରହିବ ନାହିଁ। କରିଥିବା କରଜ ଧୀରେ ଧୀରେ ସୁଝିଯିବ।ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ପାଇବ।

୩) ମିଥୁନ- କର୍ମ କ୍ଷେତ୍ରରେ ବିଜୟୀ ହେବେ। ସଫଳତା ପ୍ରାପ୍ତି ସହିତ ସମାଜ ରେ ଆପଣଙ୍କ ର ମାନ ସମ୍ମାନ ବୃଦ୍ଧି ପାଇବ।ସରକାରୀ କ୍ଷେତ୍ରରେ ସ୍ଥଗିତ ଥିବା କାର୍ଯ୍ୟକୁ ଆପଣ ସହକର୍ମୀ ଓ ଉଚ୍ଚାଧିକାରୀଙ୍କ ସହାୟତାରେ ପୂର୍ଣ୍ଣ କରିବେ।

୪) ବୃଷ- କୌଣସି ବଡ଼ କାର୍ଯ୍ୟ କୁ ପୂରଣ କରିବାକୁ ସମର୍ଥ ହେବେ। ମାନସିକ ଦୁଶ୍ଚିନ୍ତା ଦୂର ହେବ ଏବଂ ଶାନ୍ତିରେ ଜୀବନ ଯାପନ କରିବେ।

୫) ମେଷ- ସ୍ବାସ୍ଥ୍ୟ ଗତ ସମସ୍ୟା ଦୂର ହେବ। ନୂତନ କାର୍ଯ୍ୟ ପାଇଁ ଯୋଜନା ପ୍ରସ୍ତୁତ କରିବେ।ଚାକିରି କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହେବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *