Jyotisa Shastra – ବୃହସ୍ପତି ଚଳନ 17 ଏପ୍ରିଲ ଶନିବାର ଠାରୁ ୫ଟି ରାଶିରେ ଅମାପ ଧନଲାଭ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ଉଚିତ୍ ଭାବରେ ଚଳ ପ୍ରଚଳ ଏବଂ ସେମାନଙ୍କ ପ୍ରବାହ କାରଣରୁ ବହୁତ୍ କିଛି ପରିବର୍ତ୍ତନ ଦେଖିବାକୁ ମିଳିଥାଏ। ସେମାନଙ୍କ ଭିତରେ ପରିବର୍ତ୍ତନ କାରଣରୁ କୌଣସି ସମସ୍ୟା ପରିଲକ୍ଷିତ ହେଲେ ଏହାର ପ୍ରଭାବ ରାଶି ମାନଙ୍କ ଉପରେ ପଡ଼ିଥାଏ। ଗ୍ରହ ମାନଙ୍କ ମଧ୍ୟରୁ ଶନି ଓ ରାହୁ ଅନେକ ପ୍ରଭାବ ପକାଇ ଥାଆନ୍ତି।ରାହୁ ଏକ ଏଭଳି ଗ୍ରହ ଯାହାର ଅଶୁଭ ପ୍ରଭାବ ରାଶି ମାନଙ୍କ ଉପରେ ପଡ଼ିବା ମାତ୍ରେ ଉକ୍ତ ରାଶି ର ବ୍ୟକ୍ତି ମାନଙ୍କ ଜୀବନ ରେ ଅନେକ ପରିବର୍ତ୍ତନ ଆସି ଥାଏ। ଯେପରି କି ଶରୀର ଅସୁସ୍ଥ ରୁହେ, ଦୁର୍ଘଟଣା ଘଟେ, ଆର୍ଥିକ ସମସ୍ୟା ଲାଗି ରୁହେ,ପାରିବାରିକ ଅଶାନ୍ତି ଦେଖା ଦିଏ।

ତେବେ ଏହି ମାସ ୧୫ ତାରିଖ ପାଖରୁ ବୃହସ୍ପତି ଙ୍କ ଚଳନ କାରଣରୁ କିଛି ରାଶି ର ବ୍ୟକ୍ତି ବିଶେଷ ମାନଙ୍କ ଭାଗ୍ୟ ସଂପୂର୍ଣ୍ଣ ପରିବର୍ତ୍ତନ ହେବାକୁ ଯାଉଛି। ଯେହେତୁ ଆପଣ ଜାଣିଛନ୍ତି ଆପଣଙ୍କ ଜୀବନ ରେ ରାଶିଚକ୍ର ର ଏକ ବଡ଼ ଗୁରୁତ୍ଵ ଏବଂ ମହତ୍ତ୍ଵ ରହିଛି। ଗ୍ରହ ଅଶାନ୍ତି ହେଲେ ରାଶି ଯୁକ୍ତ ବ୍ୟକ୍ତି ପାଇଁ ଅଭିଶାପ ପାଲଟି ଯାଏ ଏବଂ ତା ଉପରେ ସକାରତ୍ମକ ପ୍ରଭାବ ପଡିଥାଏ। ଆସନ୍ତୁ ଜାଣିବା ଏହି ଲେଖାରେ ବୃହସ୍ପତି ଚଳନ କାରଣରୁ ବୃହସ୍ପତି ସଞ୍ଚାର କୁମ୍ଭ ରାଶିକୁ ହେଉ ଥିବାରୁ କେଉଁ ୫ ଟି ରାଶିର ଭାଗ୍ୟ ବଦଳି ଜୀବନରେ ଏକ ଅଦ୍ଭୁତ ପୂର୍ବ ପରିବର୍ତ୍ତନ ଆସିବାକୁ ଯାଉଛି।

୧) ବୃଷ- ସମାଜ ରେ ଆପଣଙ୍କ ର ମାନ ସମ୍ମାନ ବୃଦ୍ଧି ପାଇବା ସହିତ ଆପଣଙ୍କର ସମସ୍ତ ସମସ୍ୟା ମଧ୍ୟ ଦୂର ହେବ।ଆୟ ଭଲ ହେବା ସହିତ ଚାକିରି ସୁଯୋଗ ରହିଛି।

୨) ମିଥୁନ- ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ସମସ୍ତଙ୍କର ପ୍ରିୟ ଭାଜନ ହେବେ।ଆପଣଙ୍କର ବହୁତ ଦିନରୁ ଚାଲି ଆସୁଥିବା ସମସ୍ୟା ଏବଂ କୋର୍ଟ କଚେରୀ ମାମାଲାରୁ ମୁକ୍ତି ମଧ୍ୟ ମିଳିବ ।

୩) ତୁଳା- ମେଷ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ଉପରେ ବୃହସ୍ପତି ଙ୍କ ପ୍ରଭାବ ଭଲ ରହିବା କାରଣରୁ ଏହା ଆପଣଙ୍କୁ ଅନେକ ସମସ୍ୟା ରୁ ମୁକ୍ତି ଦେବ ଏବଂ ଆପଣଙ୍କୁ ନିଶ୍ଚିତ ଭାବରେ ଶୁଭ ଫଳ ପ୍ରାପ୍ତ ହେବ।

୪) ସିଂହ- ବୃହସ୍ପତି ଙ୍କର ପ୍ରଭାବ ଏହି ରାଶି ମାନଙ୍କ ଉପରେ ମଧ୍ୟ ଉତ୍ତମ ରହିବ। ଆପଣଙ୍କ ପ୍ରତିଟି କାର୍ଯ୍ୟ ଓ ଯୋଜନା ସଫଳ ହେବ ଏବଂ ଆପଣ ବିଜୟ ହାସଲ କରିବେ।

୫) ମେଷ- ଆପଣଙ୍କ ପାଇଁ ଏହା ବହୁତ୍ ଭଲ ଖବର ଆଣିବ। ନିଜର ବ୍ୟକ୍ତିଗତ ଜୀବନରେ ଉନ୍ନତି ଆସିବା ସହିତ ପାରିବାରିକ ଜୀବନରେ ମଧ୍ୟ ଖୁସି ଖେଳିଯିବ।

ଉପରୋକ୍ତ ରାଶି ମାନଙ୍କୁ ଛାଡ଼ି ବାକି ରାଶି ର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ସାମାନ୍ୟ ସମସ୍ୟା ରହିଛି। ଅସୁସ୍ଥତା, ଶରୀର ପୀଡ଼ା ଜନିତ ସମସ୍ୟା ଏବଂ ସାମାନ୍ୟ ଶାରିରୀକ ସମସ୍ୟା ରହିଛି, ତଥାପି ଆପଣ ବୃହସ୍ପତି ଙ୍କ ପୂଜା କରିବା ସହିତ ଦେବତା ଙ୍କୁ ମନ୍ଦିରରେ ଦର୍ଶନ କରିବା ଦ୍ୱାରା ଆପଣ ଙ୍କ ସମସ୍ୟା ଦୂର ହେବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *