Pregnancy Tips – ବିନା ମେଡିକାଲ ଚେକପ୍ କରି କିପରି ଜାଣିବେ ଗର୍ଭରେ ପୁଅ ଅଛି ନା ଝିଅ- ପୁଅ ହେବାର 5-ଟି ଲକ୍ଷ୍ୟଣ ଦେଖି ଜାଣନ୍ତୁ

ବୈବାହିକ ଜୀବନ ରେ ବାନ୍ଧି ହେବା ପରେ ଜଣେ ମହିଳା ତାର ଜୀବନକୁ ସଂପୂର୍ଣ୍ଣ କରିଥାଏ ବୋଲି କୁହାଯାଏ।ଆଉ ତାପରେ ଯେତେବେଳେ ଯେ ଜନନୀ ସୁଖ ଲାଭ କରେ ସେତେବେଳେ ତାର ନାରିତ୍ୱ ଉଜ୍ଜୀବିତ ହୋଇଥାଏ।ତେବେ ମାତୃତ୍ୱ ଲାଭ ପାଇଁ ସମସ୍ତ ମହିଳା ପ୍ରାୟତଃ ଚାହିଁଥାନ୍ତି। କାରଣ ଏହା ସେମାନଙ୍କ ନାରିତ୍ଵ କୁ ପୂର୍ଣ୍ଣ କରିଥାଏ। ବିବାହ ପରେ ଜଣେ ନାରୀ ଏଥିପ୍ରତି ଅଧିକ ଆଗ୍ରହୀ ଥିବା ଦେଖାଯାଏ। କାହିଁକି ନା ବିବାହ ପରେ ଜଣେ ମାଆ ତାର ସନ୍ତାନ କୁ ଜନ୍ମ ଦେଇ ନାରୀ ଜୀବନର ପୂର୍ଣ୍ଣତା ଆଣିବାକୁ ଚେଷ୍ଟା କରେ ଏବଂ ନିଜକୁ ସାର୍ଥକ କରିଥାଏ।ଏହା ଏକ ସୁନ୍ଦର୍ ଏବଂ ନିଆରା ଅନୁଭବ ଅଟେ। ଯାହା ଜଣେ ନାରୀ ମାଆ ହେବାପରେ ଅନୁଭବ କରିପାରେ।

ଆଉ ଯେତେବେଳେ ମାଆ ପିଲା ଜନ୍ମ କରିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇଯାଏ ସେତେବେଳେ ନିଜ ଗର୍ଭ ରେ ୧୦ ମାସ ଧରି ନିଜ ଜୀବନ ସହ ଲଢେ଼ଇ କରି ଅନେକ କଷ୍ଟ ସହି ମଧ୍ୟ ସେ ତାର ସନ୍ତାନ କୁ ଜନ୍ମ ଦେଇ ଥାଏ।ମାଆ ପାଇଁ ତ ତାର ସନ୍ତାନ ସବୁବେଳେ ମୂଲ୍ୟବାନ ଏବଂ ରତ୍ନ ହୋଇଥାଏ। ନିଜ ସନ୍ତାନର ବୃଦ୍ଧି, ଲାଳନ ପାଳନ ପାଇଁ ସେ ଦୁନିଆର ସମସ୍ତ କଷ୍ଟକୁ ବି ସହି ଯାଇ ଥାଏ। ତା ଆଗରେ କୌଣସି ପିଲା ସୁନ୍ଦର୍, ଅସୁନ୍ଦର ନଥାଏ।କିନ୍ତୁ ଆପଣ ମାନେ ପ୍ରାୟତଃ ଆଜିର ସମୟରେ କିଛି କ୍ଷେତ୍ରରେ ଦେଖିବାକୁ ପାଉଥିବେ ଯେ ଆମ ସମାଜରେ ଗୋଟିଏ ପୁଅ ପିଲାକୁ ଲୋକମାନେ ଯେତିକି ପସନ୍ଦ କରିଥାନ୍ତି ସେହିପରି ଏକ ଝିଅ ପିଲାକୁ କରନ୍ତି ନାହିଁ।

ତେବେ ଏଥିପାଇଁ ଲୋକେ ପିଲା ଗର୍ଭରେ ଥିବା ସମୟରେ ପିଲାର ଲିଙ୍ଗ ବିଷୟରେ ଜାଣିବାକୁ ଚାହିଁଥାନ୍ତି।ଏଥିପାଇଁ ଲୋକେ ଅଲଟ୍ରାସାଉଣ୍ଡ କରି ପୂର୍ବରୁ ଝିଅ ପିଲାକୁ ନଷ୍ଟ ମଧ୍ୟ କରି ଦେଇଥାନ୍ତି। ତେଣୁ ସରକାରଙ୍କ ତରଫରୁ ଏହାକୁ ବ୍ୟାନ୍ କରି ଦିଆ ଯାଇଛି। କାରଣ ଗର୍ଭସ୍ଥ ଶିଶୁ ର ଲିଙ୍ଗ ନିରୂପଣ କରିବା ଏକ ଦଣ୍ଡନୀୟ ଅପରାଧ ଅଟେ। ତେବେ ଏଥିପାଇଁ ଏମିତି କିଛି ଲକ୍ଷଣ ଅଛି ଯାହା ଦ୍ଵାରା ଜାଣି ପାରିବେ ଆପଣଙ୍କ ଗର୍ଭସ୍ଥ ଶିଶୁଟି ହେଉଛି ପୁଅ।

୧) ଯଦି ଆପଣ ଗର୍ଭବତୀ ଥିବା ସମୟରେ କାମ କରିବା ରେ କଷ୍ଟ ଅନୁଭବ ନକରିବେ କିମ୍ବା ଆପଣଙ୍କୁ ଅଳସୁଆ ନ ଲାଗିବ ତେବେ ପୁତ୍ର ସନ୍ତାନ ଲାଭ ହେବ।

୨) ଯଦି ଏହି ସମୟରେ ଛୋଟ ପେଟ ବାହାରିଥାଏ, ତେବେ ପୁଅ ହେବ।

୩) ଆପଣଙ୍କ ନାଭି ଯଦି ଓଲେଟେଇକି ବାହାରକୁ ବାହାରିଛି ତେବେ ପୁଅ ହେବ।

୪) ଯଦି ଗର୍ଭ ଧାରଣ ସମୟରେ ଆପଣଙ୍କର ନାକ ପୂ୍ର୍ବ ଅପେକ୍ଷା ଅଧିକ ମୋଟା ହୋଇ ଯାଇଛି ତାହେଲେ ପୁଅ ହେବ।

୫) ମନ ଫୁର୍ତ୍ତି ରହିବା ଏବଂ ଭଲ ଅନୁଭବ ହେବା ମଧ୍ୟ ପୁତ୍ର ସନ୍ତାନ ଲାଭ ର ସୂଚନା ଦିଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *