ATM କୁ ନେଇ ବଡ ଖବର – ପାଖରେ ATM କାର୍ଡ ଥିଲେ ନିଶ୍ଚୟ ପଢନ୍ତୁ ଏହି ଖବର ।

atm

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଜାହା ବର୍ତମାନ ସମୟ ରେ ବହୁତ ବଡ ଖବର ଆସୁଛି ATM ଧାରି ଙ୍କୁ ନେଇ ଆପଣ ମାନଙ୍କ ପାଖରେ ଯେକୈଣସି ATM କାର୍ଡ ରହି ଥିଲେ ବି ଆପଣ ମାନେ ଦେଖନ୍ତୁ ଏହି ସବୁ କୁ ନେଇ ଜାହା ବର୍ତମାନ ସମୟ ରେ ବହୁତ ବଡ ଖବର ଆସି ପହଁଚିଛି ସ୍ୱୟଂ କ୍ରିୟ ପେମେଣ୍ଟ ପାଇଁ ଦରକାର ପଡିବ OTP ଏବଂ ବଦଳିଲା ନିୟମ ତେବେ କଣ ରହିଛି ଏହାକୁ ନେଇ ସଂମ୍ପର୍ଣ୍ଣ ଆପଡେଟ୍ ସେହି ବିଷୟ ରେ ଆସନ୍ତୁ ଜାଣି ନେବା , ପ୍ରଥମେ ଆପଣ ମାନେ ଦେଖନ୍ତୁ ଏବେ ସ୍ୱୟଂ କ୍ରିୟ ପେମେଣ୍ଟ ଉଠେଇବାର ନିୟମ ପରିହର୍ତିତ ହେବ ଆପଣ ମାନେ 5 ହଜାର ଟଙ୍କା ରୁ ଅଧିକ ପେମେଣ୍ଟ ଉଠେଇ ପାରିବେ ନାହିଁ , ସେହିଥି ପାଇଁ ଆପଣ ମାନଙ୍କୁ OTP ଜରୁରୀ ପଡିବ ।atm

ମୋବାଇଲ ଇୟୁଟିଲିଟି ବିଲ୍ ମାନେ ମୋବାଇଲ ରିଚ୍ଚାର୍ଜ , ନେଟଫ୍ଲିକ୍ସ , ଏବଂ ଆମାଜନ ପ୍ରାଇମ୍ ଭଳି ସ୍ଥାନ ରେ ଇୟୁଟିଲିଟି ପେମେଣ୍ଟ ସ୍ୱୟଂ କ୍ରିୟ ପେମେଣ୍ଟ ଭାବେ ଆପେ ଆପେ କଟି ଜାଉ ଥିଲା , ହେଲେ ରିଜର୍ଭ ବ୍ୟଙ୍କ ର ନିୟମ ଅନୁସାରେ ଏବେ 5 ହଜାର ଟଙ୍କା ରୁ ଅଧିକ ପେମେଣ୍ଟ ପାଇଁ OTP ଜୁରୁରୀ ଅଟେ କାର୍ଡ ପେମେଣ୍ଟ ସଂସ୍ଥା ପ୍ରିପେଡ୍ ଆର୍ଥିକ ଉପକରଣ ଜାରି କରି ଥିବା ସଂସ୍ଥା ନେସନାଲ କର୍ପୁରେସନ ଅଫ୍ ଇଣ୍ଡିଆରେ ନିର୍ଦ୍ଧେଶ ଦିଆ ଜାଇଛି , ଏବଂ ଏହି ନିୟମ କେବଳ କ୍ରେଡିଟ୍ ଏବଂ ଡେବିଟ୍ ପାଇଁ ନୁହେଁ ବରଂ ମୋବାଇଲ ଭଇତ୍ତିକ ପ୍ଲାଟ ଫର୍ମ ପାଇଁ ଉପଲ୍ବଧି ହେବ ,otp

ଦେଶ ମଧ୍ୟରେ ଏବଂ ବାହାରେ ହେଉ ଥିବା ରିକ୍ୟୁଡିଂ କାର ବାର ପାଇଁ ମଧ୍ୟ ନିୟମ ପରିବର୍ତିତ ହେବ , ସ୍ୱୟଂ କ୍ରିୟ ପେମେଣ୍ଟ ହେବା ଦ୍ୱାରା 24 ଘଣ୍ଟା ପୂର୍ବ ରୁ ଗ୍ରାହକ ଚୟନ କରି ଥିବା ମାଧ୍ୟମ SMS ଏବଂ Email ଆଦି ଜରିଆରେ ଆର୍ଥିକ ସଂସ୍ଥା ଆଗୁଆ ସୂଚନା ଦେବେ , ସେହି ବାର୍ତ୍ତା କୁ ଗ୍ରାହକ ଜଣଙ୍କ ଆଗକୁ ବଢିବା ପାଇଁ ଅନୁମତି ଦେଲେ ଆର୍ଥିକ ସଂସ୍ଥା ପେମେଣ୍ଟ ପ୍ରକ୍ରିଆ ଆରମ୍ଭ ହେବ ତେବେ ଏହା ରହିଛି କିଛି ନୂଆ ନିୟମ ଜାହା ଆପଣ ମାନେ ବି ଜାଣି ପାରିଲେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *