ପାଉଁଜି ପିନ୍ଧୁଥିଲେ ଜାଣିରଖନ୍ତୁ ଏହି ରାହସ୍ୟକଥା,ବିବାହିତା ମହିଳା କରନ୍ତୁ ନାହିଁ ଏହି ଭୁଲ

pauji

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ଆମ ଭାରତରେ ଭିନ୍ନ ଭିନ୍ନ ପରମ୍ପରା ରହି ଅଛି ଆଉ ଏହି ପର୍ମ୍ପରାକୁ ନେଇ ଆମେ ଧୀରେ ଧୀରେ ଆଗକୁ ବଢି ଚାଲୁଚୁ।ଆମ ଦେଶରେ ପରମ୍ପରା ଅନୁସାରେ ଭିନ୍ନ ଭିନ୍ନ ପ୍ରକାରର ମତ ମାନ ରହି ଆସିଅଛି।ଆଉ ଏହାକୁ ପାଳନ କରିବା ଆମର କର୍ତ୍ତବ୍ୟ ହୋଇଥାଏ।ଆଉ ଏ କର୍ତ୍ତବ୍ୟ କୁ ସୁଚାର ରୂପରେ ନିର୍ବାହ୍ଣ କରିବା ସବୁ ନାରୀ ମାନଙ୍କୁ ଶୋଭା ଦେଇଥାଏ।ସାଧାରଣତଃ ଗୋଟେ ନାରୀ ବାହାଘର ପରେ ପିନ୍ଧୁଥିବା ଅଳଙ୍କାର ସବୁର କିଛିନା କିଛି ଅର୍ଥ ରହିଥାଏ।ତାର ଶରୀରରେ ଥିବା ଅଳଙ୍କାର ସଣୁ ଯେତିକି ତାର ସୌନ୍ଦର୍ଯ୍ୟ ବଢେ଼ଇବାକୁ ନଲଗେଇଥାଏ ସେତିକି ତାର ସ୍ୱାମୀର ମଙ୍ଗଳ ପାଇଁ ଲଗେଇଥାଏ ।paunji

ଆଉ ଏହା ମଧ୍ୟରୁ ଏକ ଆଭୂଷଣ ହେଉଛି ପାଉଁଜି। ସାଧାରଣତଃ ପ୍ରତ୍ୟକ ନାରୀ ପାଦରେ ପାଉଁଜି ଦେଖିବାକୁ ମିଳିଥାଏ କାରଣ ଏମିତି ଅଧିକାଂଶ ମହିଳା ଅଛନ୍ତି ଯେଉଁମାନେ ପାଦରେ ନିହାତି ପାଉଁଜି ପିନ୍ଧନ୍ତି। ଏହାର କାରଣ ହେଲା ପାଦରେ ପାଉଁଜି ପିନ୍ଧିବା ଦ୍ୱାରା ନାରୀର ସୁନ୍ଦରତା ବହୁତ ମାତ୍ରାରେ ବଢିଯାଏ। ଏହା ଛଡା ବହୁତ କମ ମହିଳାମାନେ ଜାଣିଥିବେ ପାଦରେ ପାଉଁଜି ପିନ୍ଧିବା ଦ୍ୱାରା ଆମକୁ କଣ ସବୁ ଓ କେଉଁ କେଉଁ ପ୍ରକାରର ଲାଭ ମିଳିଥାଏ ସେ ବିଷୟରେ ଜାଣିବା ।

୧.ପ୍ରଥମ ଲାଭଟି ହେଉଛି:-ହିନ୍ଦୁ ଶାସ୍ତ୍ର ଅନୁସାରେ ଯେଉଁ ମହିଳା ପାଦରେ ପାଉଁଜି ଧାରଣ କରିଥାନ୍ତି ସେମାନଙ୍କ ଘରେ କେବେ ଖରାପ ଶକ୍ତିର ପ୍ରବେଶ ହୋଇନଥାଏ। ଏହାର ମୁଖ୍ୟ କାରଣ ହେଲା ପାଉଞ୍ଜିରେ ବହରୁଥିବା ଶବ୍ଦ ଦ୍ୱାରା ନକରାତ୍ମକ ଶକ୍ତି ସବୁ ଘର ବାହାରେ ରହିଥାନ୍ତି। ଆମ ଘରେ କେବେ କୁ ପ୍ରଭାବ ପଡିନଥାଏ ଓ ଘର ସୁଖ ଶାନ୍ତିରେ ବଜାୟ ରହେ।ଆମେ ଯଦି ଆମ ଗୋଡ଼ରେ ପାଉଁଜି ପିନ୍ଧିବା ଦ୍ୱାରା ଆମକୁ ବହୁତ ବଡ଼ ଲାଭ ହୋଇଥାଏ। ସେଥିପାଇଁ ଆପଣ ନିଜ ଗୋଡ଼ରେ ପାଉଁଜି ପିନ୍ଧନ୍ତୁ ଯାହାଦ୍ୱାର ଆପଣଙ୍କ ଜୀବନ ସୁଖ ମୟ ହୋଇଯିବ ।pauji

ଏବେ ଆସନ୍ତୁ ଜାଣିବା ଗୋଡ଼ରେ ପାଉଁଜି ଧାରଣ କରିବାର ଦ୍ୱିତୀୟ ଲାଭ ବିଷୟରେ ।

୨.ପାଦରେ ପାଉଞ୍ଜି ପିନ୍ଧିବା ଦ୍ୱାରା ହେଉଥିବା ଦ୍ଵିତୀୟ ଲାଭଟି ହେଉଛି ଆମ ଘରେ ଈଶ୍ୱରଙ୍କର ବାସ ହୋଇଥାଏ। ଏହାର ମୁଖ୍ୟ କାରଣ ହେଲା ପାଉଞ୍ଜିର ଶବ୍ଦ ଭଗବାନଙ୍କୁ ବହୁତ ପ୍ରିୟ ଅଟେ। ସେଥିପାଇଁ ଯେଉଁ ମହିଳା ପାଦରେ ପାଉଞ୍ଜି ପିନ୍ଧନ୍ତି ଭଗବାନ ତାଙ୍କ ଉପରେ ସଦାସର୍ଵଦା ପ୍ରସନ୍ନ ରୁହନ୍ତି।ଆଉ ତାଙ୍କ ଘର ଲୋକଙ୍କୁ ଉନ୍ନତି ଓ ପୁସାର କରବେ ଅଭାବ ଅନାଟନ ରହିବାକୁ ପଡେ ନାହିଁ,ଏହାର କାରଣ ହେଲା ଏମାନଙ୍କ ଉପରେ ସର୍ବଦା ଈଶ୍ଵରଙ୍କ କୃପା ବର୍ଷି ଥାଏ ।pauji

ଏବେ ଆସନ୍ତୁ ଜାଣିବା ଗୋଡ଼ରେ ପାଉଁଜି ଧାରଣ କରିବାର ତୃତୀୟ ଲାଭ ବିଷୟରେ ।

୩.ପାଦରେ ପାଉଞ୍ଜି ପିନ୍ଧିବା ଦ୍ୱାରା ହେଉଥିବା ତୃତୀୟ ଲାଭଟି ହେଉଛି,ଏହି ପାଉଁଜି ସାଧାରଣତଃ ରୂପାରେ ନିର୍ମିତ ହୋଇଥାଏ।ଆଉ ଏହି ରୁପା ଆମ ଶରୀରର ରୋଗ ପ୍ରତିରୋଧ ଶକ୍ତିକୁ ବଢେ଼ଇବାରେ ସାହାଯ୍ୟ କରିଥାଏ ।

ଆଶା କରୁଛୁ ଆପଣଙ୍କୁ ଏହି ଖବର ପସନ୍ଦ ଆସିଥିବ, ଏଭଳି ଅଧିକ ଖବର ପାଇଁ ଆମକୁ ଲାଇକ ଏବଂ ଫଲୋ କରନ୍ତୁ ।  ଏବଂ ଏହି ଖବର କୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ସେୟାର୍ କରନ୍ତୁ ।

Leave a Reply

Your email address will not be published. Required fields are marked *