ବାଛନ୍ତୁ ନିଜର ଜନ୍ମ ମାସ ଏବଂ ଜାଣନ୍ତୁ ନିଜ ବିଷୟରେ ଅକୁହା ଗୁପ୍ତ ଭବିଷ୍ୟତ – Life Style

କୌଣସି ମଣିଷ ର ଜନ୍ମ ତାରିଖ ଓ ଜନ୍ମ ମାସ ଦ୍ଵାରା ସେହି ବ୍ୟକ୍ତି ର ବ୍ୟକ୍ତିତ୍ଵ ବିଷୟ ରେ ବହୁତ୍ କିଛି ଜାଣି ହୁଏ। ଜ୍ୟୋତିଷ ଶାସ୍ତ୍ର ରେ ମଧ୍ୟ ବ୍ୟକ୍ତି ର ଜନ୍ମ ତାରିଖ , ଜନ୍ମ ଦିନ ,ଓ ଜନ୍ମ ମସିହା ଦ୍ଵାରା ବ୍ୟକ୍ତି ର ଜୀବନ , ଗୁଣ ଓ ବେସେଶତା ବିଷୟ ରେ ବହୁତ୍ କିଛି ଜିନିଷ ଜାଣି ହୁଏ ।ତେବେ ଆଜି ଆମେ ଆପଣଙ୍କୁ ଆପଣ ଜନ୍ମ ହୋଇଥିବା ମାସ ହିସାବରେ ଆପଣ ଙ୍କ ର କଣ ସବୁ ଭଲ ଗୁଣ ବା ବିଶେଷତା ରହିଛି ଏହି ବିଷୟ ଆସନ୍ତୁ ଜାଣିବା।

ଜାନୁଆରୀ ମାସ , ଏହି ପ୍ରକୃତ ର ଲୋକ ଉଦାର ପ୍ରକୃତି ର ହୋଇ ଥାଆନ୍ତି । ଏମାନେ ମିତ୍ରତା କରିବାରେ ସବୁଠାରୁ ଆଗରେ ଥାଆନ୍ତି । ସମସ୍ତେ ଆପଣଙ୍କ ସକାରାତ୍ମକ ଭାବନା ରେ ଅନୁପ୍ରାଣିତ ହୋଇ ଥାଆନ୍ତି ।

ଫେବୃଆରୀ ମାସ , ଆପଣ ଭିଡ଼ ଭିତରେ ବାରି ହୋଇ ଯାଆନ୍ତି। ଏମାନେ ଯେଉଁ ଘରକୁ ଯାଆନ୍ତି ସେହି ଘରର ସମସ୍ତଙ୍କ ଆକର୍ଷଣ ତାଙ୍କ ଉପରେ ରହିଥାଏ । ଆପଣଙ୍କ ଆତ୍ମବିଶ୍ବାସ ଏତେ ଦୃଢ଼ ହୋଇଥାଏ ଯେ ଆପଣ ଙ୍କୁ କେହି ଅଟକାଇ ପାରନ୍ତି ନାହିଁ।

ମାର୍ଚ୍ଚ , ଆପଣକୁ ହୁଏତ କଠିନ ପରିସ୍ଥିତି ରୁ ବାହାରିବାର କୌଶଳ ଜଣା ନଥାଏ କିନ୍ତୁ ଆପଣ କେବେ ମଧ୍ୟ ହାର ମାନନ୍ତି ନାହିଁ ଆଉ ଏହି ଗୁଣ ଯୋଗୁଁ ଆପଣଙ୍କୁ ସମସ୍ତେ ପସନ୍ଦ କରନ୍ତି।

ଏପ୍ରିଲ, ଆପଣ ବହୁତ୍ ଭାବୁକ ସ୍ଵଭାବ ର ହୋଇ ଥାଆନ୍ତି ଆଉ ଆପଣଙ୍କ ର ଏହି ଗୁଣ ଲୋକ ମାନଙ୍କୁ ଖୁବ୍ ପସନ୍ଦ କରି ଥାଆନ୍ତି । ଆପଣ ଜୀବନ ରେ ଯାହାକୁ ଭଲ ପାଇ ଥାଆନ୍ତି କିମ୍ବା ବିଶ୍ୱାସ କରି ଥାଆନ୍ତି ତାକୁ କେବେ ଭୁଲନ୍ତି ନାହିଁ ।

ମେ , ଆପଣ ଏକ ସୁନ୍ଦର୍ ବ୍ୟକ୍ତିତ୍ଵ ବ୍ୟକ୍ତି ଅଟନ୍ତି। ଆପଣ ନିଜ ପରିବାର ଓ ସାଙ୍ଗ ମାନଙ୍କୁ ସାହାର୍ଯ୍ୟ କରିବା ପାଇଁ କୌଣସି ବି ସ୍ତର କୁ ଯାଇ ପାରନ୍ତି । ଆପଣଙ୍କୁ ଉଭୟ ସଫଳତା ଓ ବିଫଳତା ରେ ରହିବେ ଆପଣଙ୍କୁ ଭଲ ଭାବରେ ଜଣା ।

ଜୁନ , ଆପଣ ଖୁବ୍ ଶାନ୍ତ ସରଳ ସ୍ଵଭାବ ର ବ୍ୟକ୍ତି ଅଟନ୍ତି। ଲୋକ ମାନଙ୍କୁ ପ୍ରଥମ ନଜର ଚିହ୍ନି ପାରନ୍ତି । ଆପଣ ବହୁତ୍ ଭଲ ପାର୍ଟନର ସାବାସ୍ତ୍ୟ ହୋଇ ଥାଆନ୍ତି।

ଜୁଲାଇ , ତେବେ ଯଦି ଆପଣ ଏହି ବର୍ଷ ଜନ୍ମ ଗ୍ରହଣ କରିଛନ୍ତି ତେବେ ଆପଣ ଖୁବ୍ ହସମୁଖ୍ ସ୍ଵଭାବ ର ବ୍ୟକ୍ତି ହୋଇ ଥାଆନ୍ତି । ଆପଣ ଙ୍କ ର ଏହି ଗୁଣ ପାଇଁ ଆପଣ ଙ୍କୁ ସମସ୍ତେ ପସନ୍ଦ କରି ଥାଆନ୍ତି ।

ଅଗଷ୍ଟ , ତେବେ ଆପଣ ଙ୍କ ଚିନ୍ତାଧାରା ସବୁବେଳେ ଭିନ୍ନ ହୋଇଥାଏ । ଦୁନିଆ ସମ୍ପୂର୍ଣ ବଦଳି ଯିବ ଯଦି ଆପଣଙ୍କ ପରି ଲୋକ ଦୁନିଆ ରେ ରହିବେ ।

ସେପ୍ଟେମ୍ବର , ଆପଣଙ୍କର ବିଚାର କରିବା କ୍ଷମତା ଅଦ୍ଭୁଦ ହୋଇଥାଏ । ଆପଣ ଖୋଲା ଆଖିରେ ସ୍ବପ୍ନ ଦେଖିବାକୁ ପସନ୍ଦ କରନ୍ତି ।

ଅକ୍ଟୋବର , ଆପଣ ବହୁତ୍ ପ୍ରଭାବ ଶାଳୀ ବ୍ୟକ୍ତି ଅଟନ୍ତି । କଠିନ ପରିସ୍ଥିତି ରେ ସଠିକ୍ ନିଷ୍ପତି ନେଇ ପାରନ୍ତି ।ଏହି ନିଷ୍ପତି ଆପଣଙ୍କ ଜୀବନ ଉପରେ କୌଣସି ପ୍ରକାର ପ୍ରଭାବ ପକାଇ ନଥାଏ ।

ନଭେମ୍ବର, ଆପଣଙ୍କ ବ୍ୟକ୍ତିତ୍ଵ କେହି ସହଜ ରେ ଜାଣି ପାରନ୍ତି ନାହିଁ । ଆପଣଙ୍କ ଚିନ୍ତାଧାରା ସବୁବେଳେ ଉଚ୍ଚ କୋଟର ହୋଇଥାଏ ।

ଡିସେମ୍ବର , ଆପଣଙ୍କ ବ୍ୟକ୍ତିତ୍ଵ ଆପଣଙ୍କୁ ବହୁତ ଆଗକୁ ନେଇପାରେ। ଆପଣ କେବେ ଅଳ୍ପ ରେ ସନ୍ତୁଷ୍ଟ ହୋଇ ନଥାନ୍ତି ଜୀବନ ଠାରୁ ସବୁବେଳେ ଅଧିକ ଆଶା ରଖି ଥାଆନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *