ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଆସନ୍ତା କାଲି ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରଭାବ ଜାରି ରହି ଥିଲା ତେବେ ଆଜି ଠାରୁ କାଳବୈଶାଖୀ ସମ୍ଭାବନା ରହି ଥିବାରୁ ଏବେ ତାପମାତ୍ରା କମିବ ବୋଲି ପାଣିପାଗ ବିଭାଗ ପକ୍ଷ୍ୟ ରୁ ସୂଚନା ଦିଆ ଜାଇଛି , ତେବେ ଆଜି ଆପଣ ମାନଙ୍କୁ ସତର୍କ ରହିବା ପାଇଁ ପଡିବ ବର୍ଷା ଘଡଘଡି ଏବଂ କାଳବୈଶାଖୀ ପାଇଁ ତେବେ କେଉଁ ଜିଲ୍ଲା ମାନଙ୍କୁ ରହିବ କଣ ରହିଛି ପାଣି ପାଗ ବିଭାଗ ନୂଆ ରିପୋର୍ଟ ଜାଣିବା ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ।
ମିଳି ଥିବା ସୂଚନା ଅନୁସାରେ ଜଗପତି ,ଗଞାମ୍ ,ଖୋର୍ଦ୍ଧା ନୟାଗଡ , ପୁରୀ , କନ୍ଧମାଳ , କଟକ , ଜଗତ ସିହଂ ପୁର , କେନ୍ଦ୍ରାପଡା , ଭଦ୍ରକ , ବାଲେଶ୍ୱର ଜିଲ୍ଲା ରେ , ଗୋଟିଏ କିମ୍ବା ଦୁଇଟି ସ୍ଥାନ ରେ ହାଲ୍କା ବା ମଧ୍ୟମ ଧରଣ ର ବର୍ଷା ହେବାର ସମ୍ଭାବନା ରହିଛି , ଏହି ସମୟ ମଧ୍ୟ ରେ ଗଜପତି , ଗଞାମ୍ , ଖୋର୍ଦ୍ଧା ନୟାଗଡ , ପୁରୀ , କନ୍ଧମାଳ , କଟକ , ଜଗତସିହଂ ପୁର , କେନ୍ଦ୍ରାପଡା ରେ ବଜ୍ରପାତ ସହିତ ଘଣ୍ଟା ପ୍ରତି 40 ରୁ 50 କିଲୋ ମିଟର ବେଗ ରେ ପବନ ବହିବ ଏବଂ କାଳବୈଶାଖୀ ସହିତ ଘୂର୍ଣ୍ଣଂ ଝଡ ହେବାର ସମ୍ଭାବନା ରହିଛି ।
ସେହିଥି ପାଇଁ ଏହି ସମସ୍ତ ଜିଲ୍ଲା ମାନଙ୍କୁ ୟୋଲ ୱାର୍ଣ୍ଣିଂ ଦିଆ ଜାଇଛି ସେହି ପରି 4 ତାରିଖ ମଧ୍ୟ ରେ ନୟାଗଡ, ଖୋର୍ଦ୍ଧା କଟକ, ଢେଙ୍କାନାଳ , କେନ୍ଦ୍ରାପଡା , ଭଦ୍ରକ , ବାଲେଶ୍ୱର , ମୟୁରଭଞ , ଅନୁଗୁଳ , ଓ ବୈଦ୍ଧ ଆଦି ଜିଲ୍ଲା ମାନଙ୍କ ରେ ବର୍ଷା ହେବ , ସେହି ପରି 5 ତାରିଖ ମଧ୍ୟ ରେ ଭଦ୍ରକ , ବାଲେଶ୍ୱର ପୁରୀ , କନ୍ଧମାଳ , କଟକ , ଜଗତ ସିହଂ ପୁର , କେନ୍ଦ୍ରାପଡା , ଆଦି ଜିଲ୍ଲା ସ୍ୱଳ୍ପ ପରିମାଣ ରେ ବର୍ଷା ହେବାର ରହିଛି , ତେବେ ଏହି ସବୁ ଜିଲ୍ଲା ମାନଙ୍କ ମଧ୍ୟ ରୁ ଆପଣ ମାନଙ୍କ ଜିଲ୍ଲା କେଉଁଠୀ ନିଶ୍ଚିତ ଭାବେ କମେଣ୍ଟ କରିବେ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।