ମାଡି ଆସୁଛି ଲଘୁଚାପ , ବର୍ଷାରେ ଭିଜିବ ଓଡିଶାର ଏହି ସବୁ ଜିଲ୍ଲା ।

laguchap

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ମାଡି ଆସୁଛି ଏକା ଥରେ ଦୁଇ ଦୁଇଟି ଲଘୁଚାପ ହୋଇଛି ବାତ୍ୟା ଆସଂକା ତେବେ ଆପଣ ମାନଙ୍କୁ ଜଣେଇ ଦେବୁ କି ଦକ୍ଷିଣ ପୂର୍ବ ବଙ୍ଗପ ସାଗର ରେ ଏକ ସାଇକ୍ଲୋନିକ୍ ଷ୍ଟ୍ରମ୍ ସୃଷ୍ଟି ହୋଇଛିି ଜାହାକି ଆସନ୍ତା 24 ଘଣ୍ଟା ରେ ଲଘୁଚାପ କ୍ଷେତ୍ର ରେ ପରିବର୍ତିତ ହେବାର ସମ୍ଭାବନା ରହିଛି , ତେବେ ଏହା କେଉଁ ଦିଗ କୁ ଗତି କରିବ ଏବଂ ଏମିତି କି ପାଣି ପାଗ ବିଭାଗ ବିଶେଷଜ୍ଞ୍ୟ ମାନେ କଣ କହୁଛନ୍ତି ଏହାକୁ ନେଇ ସେହି ବିଷୟ ରେ ଆସନ୍ତୁ ଜାଣି ନେବା ।la

ଦକ୍ଷିଣ ପୂର୍ବ ବଙ୍ଗୋପ ସାଗର ରେ ଏକ ସାଇକ୍ଲୋନିକ୍ ସର୍କୁଲେସନ ସୃଷ୍ଟି ହୋଇଛି ଜାହା କି ଆସନ୍ତା 24 ଘଣ୍ଟା ରେ ଲଘୁଚାପ କ୍ଷେତ୍ର ରେ ପରିବର୍ତିତ ହେବାର ସମ୍ଭାବନା ରହିଛି , ତେବେ ଏହା କେଉଁ ଦିଗ କୁ ଗତି କରିବ ତାହା ଆଗାମୀ ଦିନ ରେ ଜଣା ପଡିବ ବୋଲି ପାଣି ପାଗ ବିଶେଷଜ୍ଞ୍ୟ ମାନେ କହିଛନ୍ତି , ବର୍ତମାନ ସମୟ ରେ ଏହା ଦକ୍ଷିଣ ଆଣ୍ଡାମାନ୍ ସାଗରରେ ରହି ଥିବା ବେଳେ ଆସନ୍ତା 48 ଘଣ୍ଟା ମଧ୍ୟ ରେ ଏହା ଅତ୍ୟାଧିକ ଭାବେ ଘନିଭୂତ ହୋଇ ଉତ୍ତର ଆଣ୍ଡାମାନ୍ ସାଗର ଆଡକୁ ଗତି କରିବ ବୋଲି ସୂଚନା ରହିଛି , ତେବେ ସ୍ଥଳ ଭାଗ ଉପରେ ଏହାର କଣ ପ୍ରଭାବ ରହିବ ତାହା ପାଣିପାଗ ପକ୍ଷ୍ୟ ରୁ କିଛି ବି ପ୍ରଷ୍ଟ କରା ଜାଇ ନାହିଁ ,laguchap

ଅନ୍ୟ ପକ୍ଷ୍ୟ ରେ ବିଶୁବ ମଣ୍ଡଳୀୟ ଭାରତ ମହାସାଗର ଏବଂ ଦକ୍ଷିଣ ପୂର୍ବ ଆରବ ସାଗର ରେ ଲଘଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି , ସେହି ପରି ଏକ ଆକଳନ ରୁ ଜଣା ପଡିଛି ଯେ ଚଳିତ ବର୍ଷ ବଙ୍ଗୋପ ସାଗର ରେ ବିରଳ ସ୍ଥିତି ଦେଖିବା ପାଇଁ ମିଳିବ ଏହି ବର୍ଷ ବଙ୍ଗୋପ ସାଗର ରେ ଘନ ଘନ ଲଘୁଚାପ ଆସିବାର ସମ୍ଭାବନା ରହିଛି , ସାଧାରଣତଃ ଏବେ ଖରା ରହି ଥିବା ବେଳେ ହେଲେ ଏହି ସମୟ ରେ ଲଘୁଚାପ ହେବା ଏକ ବିରଣ କଥା ବୋଲି ପାଣି ପାଗ ବିଭାଗ କହିଛି , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *