ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଗତି କାଲି ଆମ ରାଜ୍ୟ ସରକାର କିଛି ନୂଆ ନିୟମ ଜାରି କରିଛନ୍ତି ଜାହାକୁ ଆପଣ ମାନଙ୍କୁ ଜାଣି ରଖିବା ନିହାତି ଆବଶ୍ୟକ ଅଟେ ଆସନ୍ତା 24 ତାରିଖ ରୁ ରାଜ୍ୟ ର ସବୁ ଜିଲ୍ଲା ରେ ହେବ ସର୍ଟଡାଉନ୍ ତେବେ କଣ ରହିଛି ଏହାକୁ ନେଇ ସଂମ୍ପର୍ଣ୍ଣ ଖବର ସେହି ବିଷୟ ରେ ଜାଣିନେବା ବାସ୍ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ । ତେବେ ପ୍ରଥମେ ହେଲା ସହରାଞ୍ଚଳ ରେ ସବୁ ଶନିବାର ଏବଂ ରବିବାର ସର୍ଟଡାଉନ୍ , ଜାରି ରହିବ ଜରୁରୀ ସେବା• ଢାବା ଖୋଲା ରହିବ, କେବଳ ପାର୍ସଲ ଦେଇ ପାରିବେ ଦୋକାନୀ • ଗଣ ମାଧ୍ୟମ କର୍ମଚାରୀଙ୍କୁ ଯାଆସ ଅନୁମତି • ଆବଶ୍ୟକୀୟ କାଗଜ ପତ୍ର ଦେଖାଇ ରୋଗୀ ଯାଇ ପାରିବେ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ • ଆସନ୍ତା 24 ରୁ ଲାଗୁ ହେବ ନୂଆ ନିୟମ ,
ସାରା ରାଜ୍ୟ ରେ ଶନିବାର ଏବଂ ରବିବାର ସର୍ଟଡାଉନ୍ ରହିବ ବୋଲି କହିନ୍ତି SRC କୋରନା ବଢୁ ଥିବା ରୁ ଏମିତି ନିସ୍ପତି ନେଲେ ସରକାର ମୂଖ୍ୟ ମନ୍ତ୍ରୀ ଙ୍କ ନିର୍ଦ୍ଧେଶ କର୍ମେ କୋରନା ମୁକାବିଲା କରିବା ପାଇଁ ଆମେ ସମସ୍ତେ ପ୍ରସ୍ତୁତ ହେଉଛୁ ତେବେ ରାଜ୍ୟ ର ସବୁ ସହରାଞ୍ଚଳ ରେ ଏହି ନିୟମ ଲାଗୁ ହେବ ବୋଲି ଚର୍ଚ୍ଚା ରହିଛି , ତେବେ ସପ୍ତାହିକ ସର୍ଟଡାଇନ୍ ଏପ୍ରିଲ 24 ରୁ ଲାଗୁ ହେବ ବୋଲି SRC କହିଛନ୍ତି , ସପ୍ତାହିକ ସର୍ଟଡାଉନ୍ ରେ ଅତ୍ୟାଧିକ ସେବା କଟକଣା ମୁକ୍ତ ରହିବ ବୋଲି ସେ କହିଛନ୍ତି । ସ୍ୱାସ୍ଥ୍ୟ ସେବା ରେ ସବୁ କାର୍ଯ୍ୟରତ ସବୁ କର୍ମି ମାନେ ଜାଆ ଆସ କରି ପାରିବେ ବୋଲି ଅନୁମତି ରହିଛି ତେବେ ପୋଲିସ୍ ଅଗ୍ନୀ ସମ ବିଭାଗ ଏହି ସମୟ ରେ ଜାଇ ପାରିବେ ,
ଏହା ସହିତ ପେଟ୍ରୋଲ ପମ୍ଫ , ଜଳଯୋଗାାଣ , ଗ୍ୟାସ ପାଇଁ ଯିବା ପାଇଁ ଅନୁମତି ରହିଛି , ବର୍ତମାନ ସମୟ ରେ କୋଭିଡ୍ କଟକଣା କୁ ଦୃଷ୍ଟି ରେ ରଖି ଯାତ୍ରା ଏବଂ ଓପେରା କୁ ମଧ୍ୟ ବନ୍ଧ କରିଲେ ସରକାର 50 ପ୍ରତିଶତ ଦର୍ଶକ ରେ ଚାଲିବ ସିନେମା ହଲ , ହେଲେ ସବୁଠୀ ପାଳନ ହେବ କୋଭିଡ୍ କଟକଣା , ନିୟମ ନମାନିଲେ କଡା କାର୍ଯ୍ୟାନୁଷ୍ଟାନ ଗ୍ରହଣ ହେବ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।