ଆପଣ ମାନଙ୍କୁ ଆମର ପୋ ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ମାନେ ଆମ ଜିବନ ରେ ଦୁଇ ପ୍ରକାରର ଭୋଜନ କରନ୍ତି ସାକାହାର ଏବଂ ମାଂସା ହାର ଭୋଜନ କରନ୍ତି ହେଲେ ଏହି ଦୁଇ ଭୋଜନ ରୁ କେଉଁ ଭୋଜନ କରିବା ଆମ ମାନଙ୍କ ପାଇଁ ସଠିକ୍ ହୋଇଥାଏ , ତେବେ ବନ୍ଧୁଗଣ ଅନେକ ବର୍ଷ ରୁ ଏହି ବିବାଦ ଆମ ମାନଙ୍କ ମଧ୍ୟ ରେ ଚାଲି ଆସୁଛି , ଯଦି ଆମେ ହିନ୍ଧୁ ଧର୍ମ ର କଥା କହିବା ତେବେ କିଛି ଲୋକ ମାନେ ମାଂଶା ହାରୀ ମାନଙ୍କୁ ନିଷେଧ ମାନନ୍ତି ,ଏବଂ କିଛି ଲୋକ ମାନେ ଏହାକୁ ମାନ୍ୟତା ଦେଇ ଥାନ୍ତି । ସେମିତି ରେ ଯଦି ଆମେ ବେଦ ର ପଠନ କରିବା ତେବେ ଏଠାରେ ଜିବ ହତ୍ୟା ମାନେ ପାପ ବୋଲି ଲେଖା ଜାଇଛି । ସେମିତି ରେ ବେଦ ରେ ଏହି କଥା ର ବି ମାନ୍ୟତା ରହିଛି କି ମନୁଶ୍ୟ ସବୁ ସମୟ ରେ ଖାଦ୍ୟ ଆକାର ରେ ଗହମ , ଚାଉଲ ର ଏବଂ ଡାଲି ର ସେବନ କରିବା ଦରକାର ,କେବେ ବି କୈଣସି ଜବଜନ୍ତୁ ଙ୍କ ସହିତ ହଂସା ଏବଂ ସେମାନଙ୍କ ଦେହ ରେ ସଂମ୍ପର୍ଣ୍ଣ 33 କୋଟି ଦେବା ଦେବୀ ମାନେ ବାସ କରନ୍ତି ।
ତେଣୁ ସେମାନଙ୍କ ରକ୍ଷ୍ୟା ରେ ହିଁ ଆମର ଉନ୍ନତି ରହିଛି । ସେମିତି ରେ ଏହି କଥା ର ବି ଅବଲମ୍ଭନ ରହିଛି କି ,ଆମ ମାନଙ୍କୁ ସବୁ ବେଳେ ସବୁ 4 ଟି ପାଞ୍ଚଟି ଗୋଡ ଥିବା ପଶୁ ପକ୍ଷୀ ମାନଙ୍କ ରକ୍ଷା କରିବା ଆବଶ୍ୟକ ଅଟେ, ତେବେ ଯେ ଯେଉଁ ପରି ଖାଦ୍ୟ ଗ୍ରହଣ କରି ଥାଏ । ତେବେ ସେ ସେମିତି ହିଁ ହୋଇ ଥାଏ, ଯେଉଁ ମନୁଶ୍ୟ ସତ୍ୱତୀକ୍ ଭୋଜନ ଗ୍ରହଣ କରେ ତାର ଭାବନା ବି ପବିତ୍ର ରହି ଥାଏ, ଏବଂ ସେହି ପରି ବେଳେ ମାସଂ ଏବଂ ମଦିରା ଭଳି ଜିନିଷ ଯେଉଁ ମାନେ ଭୋଜନ କରନ୍ତି । ତାହାକୁ ତାମ୍ସିକ୍ ଭୋଜନ ବୋଲି କୁହାଯାଏ ।
ଏହି ଭୋଜନ କରୁ ଥିବା ଲୋକ ମାନେ ସବୁ ସମୟ ରେ କୁ କର୍ମି ରୋଗୀ ଏବଂ ମନଶୀକ ପ୍ରିଡା ରେ ପଡି ଥାନ୍ତି, ସେହି ପରି ଭାବେ ଯଦି ଆମେ ସାତ୍ୱୀକ୍ ଭୋଜନ ବିଷୟ ରେ କହିବା ତେବେ ଏହା ମନ କୁ ଶାନ୍ତ କରିବା ସହିତ ଆପଣ ମାନଙ୍କ ଉର୍ଜା କୁ ବଢେଇ ଥାଏ, ଏବଂ ବଳ ବୃଦ୍ଦି ସ୍ୱାସ୍ଥ ର ସଠିକ୍ ଉର୍ଜା ବଢନ ରେ କ୍ଷେମତା ଦେଇ ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।