Jyotisa Shastra – ଆଜି ରାତି ଠାରୁ ପୁରା ୫୧ ବର୍ଷ ପର୍ଯ୍ୟନ୍ତ ଏହି ରାଶି ଉପରେ ଧନ ବର୍ଷା କରିବେ ଶନିଦେବ, କଣ ଏହି ରାଶି ଆପଣଙ୍କର ତ ନୁହେଁ ?

ବନ୍ଧୁଗଣ ଦୁନିଆର ସମସ୍ତ ବ୍ୟକ୍ତି ମାନଙ୍କର ଏକ ରାଶି ରହିବା ବିଧେୟ।ଏହି ରାଶି ତାର ଜନ୍ମ, ବାର, ତିଥି ଆଦି କୁ ନେଇ ବାହାରି ଥାଏ।ଆଉ ମନୁଷ୍ୟ ନିଜର ରାଶି ଦ୍ୱାରା ନିଜର ଆଗତ ଭବିଷ୍ୟତ ସମ୍ପର୍କରେ ମଧ୍ୟ ସମସ୍ତ ପ୍ରକାର ସୂଚନା ଜାଣିବାକୁ ସକ୍ଷମ ହୋଇଥାଏ। ନିଜ ବିଷୟରେ ଅନେକ ଧାରଣା ପାଇ ପାରିଥାଏ।ତେଣୁ ଯଦି ଆପଣ ଜ୍ୟୋତିଷ ଶାସ୍ତ୍ର କୁ ମାନୁ ଥିବେ ତେବେ ଆପଣ ମାନଙ୍କ ପାଇଁ ଆଜିର ଏହି ଲେଖାଟି ବେଶ୍ ଉପାଦେୟ ରହିବ। କାରଣ ଆମେ ଆଜି ଆପଣଙ୍କର ରାଶି ସମ୍ବନ୍ଧୀୟ କିଛି ବିଶେଷ କଥା ଆପଣଙ୍କୁ କହିବାକୁ ଯାଉଛୁ।ଆମେ ଆଜି ଜାଣିବା ଶନିଦେବ ଙ୍କ କୃପାରୁ ଆସନ୍ତା ପଣା ସଂକ୍ରାନ୍ତି ପରଠାରୁ କେଉଁ ସବୁ ରାଶିର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି।

ଆପଣ ଜାଣିଛନ୍ତି ଶନି ଦେବ ଙ୍କ କୂପ ଦୃଷ୍ଟି ରହିଲେ ଆପଣଙ୍କୁ କିପରି ଅନେକ ସମସ୍ୟା ଦେଇ ଗତି କରିବାକୁ ପଡ଼ିଥାଏ। କୌଣସି କାମ ଠିକ୍ ଭାବରେ ହୋଇ ପାରି ନଥାଏ।ଆଉ ଯଦି ଶନିଦେବ ପ୍ରସନ୍ନ ରହିବେ ତେବେ ଆପଣ କୁ କେବେବି ଧନ ର ଅଭାବ ରହିବ ନାହିଁ ଏବଂ ଏହା ସହିତ ଆପଣଙ୍କ ସମସ୍ତ କାର୍ଯ୍ୟ ବହୁ ସହଜରେ ଓ ସରଳ ରେ ହୋଇ ଯାଇଥାଏ। ତେଣୁ କୁହାଯାଏ ଶନିଦେବ ଙ୍କ କୃପା ଯଦି ଜଣଙ୍କ ଉପରେ ରୁହେ ତେବେ ତାଙ୍କର ଭାଗ୍ୟରେ ଅନେକ ପରିବର୍ତ୍ତନ ଆସିଯାଏ ଏବଂ ଭାଗ୍ୟ ଚମକି ଉଠିଥାଏ କାରଣ ଶନି ଦେବ ଙ୍କ କୃପା ଦୃଷ୍ଟି ରହିଲେ ଆପଣଙ୍କୁ କୌଣସି କ୍ଷେତ୍ରରେ ସମସ୍ୟା କୁ ସମ୍ମୁଖୀନ ହେବାକୁ ପଡିବ ନାହିଁ।

ତେଣୁ ଆସନ୍ତୁ ଆଜିର ଲେଖାରେ ଜାଣିବା ସନିଦେବ ଙ୍କ କୃପାରୁ କେଉଁ କେଉଁ ରାଶି ର ବ୍ୟକ୍ତି ବିଶେଷ ମାନଙ୍କ ସମୟ ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ ଶୁଭଫଳ ପ୍ରାପ୍ତ ସହ ଧନର ବର୍ଷା ହେବାକୁ ଯାଉଛି।

୧) ମିଥୁନ- ସନିଦେବ ଙ୍କ କୃପାରୁ ସମାଜ ରେ ଆପଣଙ୍କ ର ମାନ ସମ୍ମାନ ବୃଦ୍ଧି ପାଇବା ସହିତ ଆପଣଙ୍କର ସମସ୍ତ ସମସ୍ୟା ମଧ୍ୟ ଦୂର ହେବ। ଆୟଯୋଗ ରହିଛି। ଅନେକ ସମ୍ପଦର ଅଧିକାରୀ ହେବେ।

୨) ମୀନ- ଶନି ଦେବଙ୍କ କୃପାରୁ ଅନେକ ଶୁଖ ଶାନ୍ତି ମିଳିବା ସହିତ ଆପଣଙ୍କ ସନ୍ତାନ ମାନେ ପରିବାରର ପାଇଁ ସୁନାମ ଅର୍ଜନ କରିବେ। ଆପଣଙ୍କର ବହୁତ ଦିନରୁ ଚାଲି ଆସୁଥିବା ସମସ୍ୟା ଏବଂ କୋର୍ଟ କଚେରୀ ମାମାଲାରୁ ମୁକ୍ତି ମଧ୍ୟ ମିଳିବ

୩) ତୁଳା- ଆପଣ ଅନେକ ଉନ୍ନୟନ ମୂଳକ କାର୍ଯ୍ୟରେ ମନୋନିବେଶ କରି ପାରନ୍ତି। ଚାକିରି କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହେବ। ଆପଣଙ୍କ ପାଇଁ ଧନର ଯୋଗ ରହିଛି। ଅଭାବ ଓ ସମସ୍ୟା ଦୂର ହେବାକୁ ଯାଉଛି।

୪) କୁମ୍ଭ- ସମାଜରେ ଆପଣଙ୍କ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ଦାରିଦ୍ରତା ଦୂର ହେବ ଏବଂ ଧନର ବର୍ଷା ହେବ। ବାକି ଥିବା ସମସ୍ତ ନିର୍ମାଣାଧୀନ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ।

୩) କନ୍ୟା– ଧନବର୍ଷା ହେବାକୁ ଯାଉଛି।ସଂଗଠନ, ରାଜନୀତି, ଅଧ୍ୟୟନ ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢ଼ିବ, ସାହିତ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିବେ। ପାରିବାରିକ ଶାନ୍ତି ବୃଦ୍ଧି ପାଇବ।

୪) ମକର- ଆପଣ କଳା, ସାହିତ୍ୟ, ରାଜନୀତି, ସାମ୍ବାଦିକତା ଆଇନ ଓ ଅଦାଲତ ତଥା ଲେଖାପଢାରୁ ଶୁଭଫଳ ପାଇବେ। ଆଗାମୀ ଭବିଷ୍ୟତ ଯୋଜନା ସଫଳ ହେବ। ଦୂର ଯାତ୍ରା ଯୋଗ ରହିଛି। ଅନେକ ଖୁସି ଆଗାମୀ ଦିନରେ ଆପଣ ପାଇବାକୁ ଯାଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *