୫ ଟି ସଙ୍କେତ ଝିଅ ଆପଣଙ୍କୁ ପସନ୍ଦ କରୁଛି ନା ଆପଣଙ୍କୁ ଭଲ ପାଉଛି ଜାଣନ୍ତୁ ସେ ବିଷୟରେ ।

5-reas

୫ ଟି ସଙ୍କେତ ଝିଅ ଆପଣଙ୍କୁ ପସନ୍ଦ କରୁଛି ନା ଆପଣଙ୍କୁ ଭଲ ପାଉଛି ଜାଣନ୍ତୁ ସେ ବିଷୟରେ। କାହାକୁ ଭଲ ପାଇବା ଓ କାହାକୁ ପସନ୍ଦ କରିବା ଦୁଇଟି ଜାକ ଅଲଗା କଥା କିନ୍ତୁ ଅଧିକାଂଶ ଏଥିରେ ଦ୍ଵନ୍ଦରେ ପଡିଯାନ୍ତି। ଜୀବନରେ ଆପଣଙ୍କୁ ବହୁତ ପ୍ରକାରର ଲୋକ ମିଳିବେ ଯିଏ ଆପଣଙ୍କୁ ପସନ୍ଦ କରନ୍ତି ସତ କିନ୍ତୁ ପ୍ରେମ କରନ୍ତିନି। ଆପଣ ୫ ଟି ସଙ୍କେତରୁ ଜାଣି ପାରିବେ ସାମ୍ନା ଵାଲା ଆପଣଙ୍କୁ ପସନ୍ଦ କରୁଛି ନା ତା ମନଭିତରେ ସତରେ ଭଲ ପାଇବା ଅଛି।

୧.ନର୍ମାଲ ଅଛି କିନ୍ତୁ ଭାବ ପ୍ରବଣତାରେ ଜଡିତ ନାହିଁ,ସାମ୍ନା ଲୋକ ଆପଣଙ୍କ ସହିତ ବହୁତ କଥା ହୁଏ ଓ ଅଧିକ ସମୟ ପର୍ଯ୍ୟନ୍ତ କଥା ହୁଏ।ଆପଣ ଦୁଖୀ ହେଲେ ସେ ଆପଣଙ୍କୁ ବୁଝାଏ ଓ ଶାହାନୁଭୁତି ଦିଏ କିନ୍ତୁ ଆପଣଙ୍କ ଦୁଃଖରେ ସେତିକି ମାତ୍ରରେ ଭାଗ ନେଇ ପାରି ନଥାଏ।ଆପଣଙ୍କ ସମ୍ପର୍କରେ ଏମିତି ହେଉଛିତ ବୁଝିଯାନ୍ତୁ ଏହା ପ୍ରେମ ନୁହେଁ କେଵଳ ସେ ଆପଣଙ୍କୁ ପସନ୍ଦ କରେ।

girls

୨.ପ୍ରେମ ନିବେଦନ ପ୍ରଥମେ ଆପଣ କରନ୍ତି,ଯୁଆଡେ ଗଲେ ଜାହାବି କଲେ ଆପଣଙ୍କ ତା କଥା ମନେପଡେ।ତାସହିତ ଟିକେ କଥା ହେବାକୁ ଆପଣଙ୍କ ଇଛା ହୁଏ।ଆପଣ ତାଙ୍କୁ ଭଲ ପାନ୍ତି ଵୋଳି ଜରକୌଣସି ଉପାୟରେ ଆପଣ ତାଙ୍କୁ ଜଣେଇବାକୁ ଚେଷ୍ଟା କରନ୍ତି।ସେ ଆଇ ଲଭ ୟୁ ଦୁରର କଥା ତାପଟରୁ ସେ ସେମୋତି କିଛି ଇସାରା ଦିଏନି।

୩.ଆଖି ମିଳେଇବାକୁ ନଦେବା,ତାକୁ ସାମ୍ନା ସାମ୍ନି ଚାହିଁବାକୁ ଲାଜ ଲାଗେ।ତାର ଅଜାଣତରେ ତାକୁ ବାରବାର ଦେଖନ୍ତି କାହିଁକିନା ଆପଣ ତାଜୁ ଦେଖିଲେ ଆପଣଙ୍କୁ ଭଲ ଲାଗେ ଆଉ ତାଙ୍କୁ ଅଧିକ ଥର ଦେଖିବାକୁ ଇଛା ହୁଏ।ସେ ଆପଣଙ୍କୁ ଦେଖୁନି ଏହାର କାରଣ ହେଉଛି ସେ ଆପଣଙ୍କୁ ପସନ୍ଦ କରୁଚି କିନ୍ତୁ ଭଲ ପାଉନି।

୪.କେହି ଆପଣଙ୍କୁ ଭଲ ପାଏ ବୋଲି ତାର ଇସାରାରୁ ଜଣା ପଡ଼ିଯାଏ,ସେ ତା ଭଲ ପାଇବା ଦେଖଉନି କି ସେମିତି କିଛି ଅନୁଭବ ଆସୁନି।ତାର କଥା ବାର୍ତ୍ତା ଓ ତାର ବ୍ୟବହାର ଆପଣଙ୍କୁ ଦ୍ଵନ୍ଦରେ ପକଉଛି।ଏମିତି ସବୁଦିନ ଜଳୀ ଜଳୀ ମରିବ ଅପେକ୍ଷା ଦିନେ ତାକୁ ପଚାରି ସଫା କରି ଦିଅନ୍ତୁ।

giral

୫.ସମସ୍ତଙ୍କ ଆଗରେ ଆପଣଙ୍କୁ ସାଙ୍ଗର ପରିଚୟ ଦେବା।ସାମ୍ନା ଵାଲା ଯେତିକିରେ ଅଛି ସେତିକିରେ ରହିବ ଉଚିତ।ସମ୍ପର୍କକୁ ଆଗକୁ ବଢେ଼ଇବାକୁ ଚାହେଁନି।ଆପଣଙ୍କ ସହିତ ଅନ୍ୟ ସାଙ୍ଗଙ୍କ ଭଲି ମିଶେ।ତାହେଲେ ଏ ସବୁ ଭଲ ପାଇବା ନୁହେଁ ସେ କେଵଳ ଆପଣଙ୍କୁ ଲାଇକ କରୁଛି।ଦେଖା ହେଲେ ହସେ ଓ ବେଳେ ବେଳେ କଥା ହେବାକୁ ନିଜ ପଟରୁ ଚାଲି ଆସେ।

ଏହାକୁ ଅଧିକରୁ ଅଧିକ ସେୟାର କରନ୍ତୁ ଏବଂ ସମସ୍ତଙ୍କୁ ଜଣାନ୍ତୁ। ନିଜର ମତାମତ ଆମକୁ କମେଣ୍ଟ ବକ୍ସରେ ନିଶ୍ଚିତ ଭାବେ ଜଣାନ୍ତୁ।ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *