ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ ବନ୍ଧୁଗଣ,ବଜରଙ୍ଗ ବଳୀ ହନୁମାନ କଳିଯୁଗର ଏକମାତ୍ର ଦେବତା ଅଟନ୍ତି। ହନୁମାନ ଅତ୍ୟନ୍ତ ଦୟାଳୁ ଅଟନ୍ତି। ଯଦି ଥାଏ ଏହି ୪ଟି ଲକ୍ଷଣ ତେବେ ହନୁମାନ ଙ୍କର କୃପା ସବୁବେଳେ ରହିଥାଏ। ଏହି ବ୍ୟକ୍ତି ପ୍ରଭୁ ହନୁମାନଙ୍କ କୃପାରୁ ଜୀବନରେ ଖୁବ ଆଗକୁ ଯାଆନ୍ତି। ଖୁବ ଅଧିକ ସଫଳତା ପାଇଥାନ୍ତି ।
୧) ହନୁମାନ ଙ୍କ କୃପା ଥିବା ବ୍ୟକ୍ତି ଛୁଆବେଳୁ ହିଁ କିଛି ଅଲଗା ହୋଇଥାନ୍ତି ।ଛୋଟ ବୟସରୁ କ୍ରୋଧି ହୋଇଥାନ୍ତି କିନ୍ତୁ ଧୀରେ ଧୀରେ ବଦଳିଯାଇଥାନ୍ତି।ହନୁମାନ ଙ୍କ କୃପା ଥିବା ବ୍ୟକ୍ତି ନିଜ ସାଙ୍ଗ ମାନଙ୍କ ସହ କେବେ ଧୋକା କରେନି ।ଏହିଭଳି ବ୍ୟକ୍ତି କହିବାରେ ନିପୁଣ ଥାନ୍ତି ଏବଂ ଅନ୍ୟ ର କଥା ସବୁବଳେ ଗୁପ୍ତ ରଖିଥାନ୍ତି ସାହାଯ୍ୟ ମାଗିବା ଦ୍ଵାରା ଶତ୍ରୁ କୁ ବି ସହାୟତା କରିଥାଏ।ସେ କେବେ କାହା ସହ କପଟ କରନ୍ତିନାହିଁ ।ଏହିଭଳି ସବୁ ଗୁଣ ଯାହା ପାଖରେ ଥାଏ ସେ ସର୍ବୋତ୍ତମ ଭାବରେ ପରିଚିତ ଏବଂ ଏହାସବୁ ହନୁମାନ ଙ୍କ କୃପା ଥିବା ଯୋଗୁ ହୋଇଥାଏ ।
୨) ହନୁମାନ ଙ୍କ କୃପା ପ୍ରାପ୍ତି ବ୍ୟକ୍ତି କମ ରୋଗରେ ପଡ଼ିଥାନ୍ତି ଏମାନଙ୍କ ଉପରେ କେବେ ବି ଖରାପ ଆତ୍ମା ର ପ୍ରଭାବ ପଡିନାଥଏ। ଏହି ଲୋକ ନିଜ ବଳ ଉପରେ କେବେ ବି ଗର୍ବ କରିନଥାଏ ଏବଂ କାହା ମନରେ କଷ୍ଟ ହେଲାଭଳି କିଛି ବି କାମ କରେନି।ଏହି ଭଳି ଲୋକ ପାଖରେ ଧନ ଥାଉ କିମ୍ବା ନଥାଉ ସେ ଅନ୍ୟ ଲୋକଙ୍କୁ ସହାୟତା କରିଥାନ୍ତି ଦାନ,ଧର୍ମ କରିବାରେ ବିଶ୍ୱାସ ରଖିଥାଏ।ଏହିପରି ବ୍ୟକ୍ତି ହନୁମାନଙ୍କ କୃପା ରୁ ଭବିଷ୍ୟତ ରେ ବହୁତ ନାମ କମାଇଥାଏ ।
୩) ଯେଉଁ ବ୍ୟକ୍ତି ର ପ୍ରଭୁ ଶ୍ରୀ ରାମ ପ୍ରତି ନିଷ୍ଠା ରାହୁଥାଏ ତା ଉପରେ ହନୁମାନ ସବୁବେଳେ ଖୁସି ରହିଥାନ୍ତି। ଯେଉଁ ବ୍ୟକ୍ତି ଉପରେ ହନୁମାନ ଙ୍କର କୃପା ରହିଥାଏ ସେ କଠିନ ସମୟରେ ମଧ୍ୟ ବିଚଳିତ ହୋଇନଥାଏ ଏବଂ ସାବଧାନ ସହ ନିଜ କାମ କରିଥାଏ।ଏହି ପରି ବ୍ୟକ୍ତି ସବୁବେଳେ ଅନ୍ୟର ଦୁଃଖରେ ସାମିଲ ହୋଇଥାଏ ଏବଂ ପରିବାର ସହ ମଧ୍ୟ ରହିଥାଏ ।
୪) ବିପରୀତ ସମୟରେ ଦୁଃଖ କୁ ହସି ହସି ସହିଥାଏ ଏବଂ ଶତ୍ରୁ ଯେମିତି ବି ହେଉଥାଉ ସେ ଭୟଭୀତ ହୁଏନାହିଁ। ହନୁମାନ ଙ୍କ କୃପା ମିଳିଥିବା ସ୍ତ୍ରୀ ଲୋକ ଗ୍ରହ କାର୍ଯ୍ୟରେ ଦକ୍ଷ ହୋଇଥାନ୍ତି ଏପରି ସ୍ତ୍ରୀ ଲୋକ ଜଲ୍ଦି ଉଠିଲା ବାଲା ହୋଇଥାନ୍ତି ଏବଂ ଜୀବନସାଥୀ ସହିତ କେବେ ଧୋକା କରିନଥାନ୍ତି।ଏହି ସ୍ତ୍ରୀ କୁ ବିବାହ କରୁଥିବା ପୁରୁଷ ଭାଗ୍ୟଶାଳୀ ହୋଇଥାନ୍ତି। ହନୁମାନ ଙ୍କ କୃପା ପ୍ରାପ୍ତ ବ୍ୟକ୍ତି ପର ସ୍ତ୍ରୀ କୁ ଖରାପ ନଜର ରେ ଦେଖନ୍ତିନାହିଁ। ସ୍ତ୍ରୀ କୁ ସନ୍ନମାନ କରିବାବାଲା ହୋଇଥାନ୍ତି ଏହି ପୁରୁଷ ଲୋକପ୍ରିୟ ହୋଇଥାନ୍ତି ଏବଂ ୟାଙ୍କର ମିଠା କଥାରେ ସବୁବେଳେ ପ୍ରଭାବିତ ରହିଥାନ୍ତି ।
ଏହାକୁ ଅଧିକ ରୁ ଅଧିକ ଭାବରେ ସେୟାର କରନ୍ତୁ ଏବଂ ଆମକୁ ନିଜର ମତାମତ ପ୍ରଦାନ କରନ୍ତୁ।ଆଶା କରୁଛୁ ଆପଣଙ୍କୁ ଏହି ଖବର ପସନ୍ଦ ଆସିଥିବ, ଏଭଳି ଅଧିକ ଖବର ପାଇଁ ଆମକୁ ଲାଇକ ଏବଂ ଫଲୋ କରନ୍ତୁ। ଏବଂ ଏହି ଖବର କୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ସେୟାର୍ କରନ୍ତୁ ।