ଗୋଟିଏ ଓଭରରେ 4 ଛକା ମାରି ରେକଡ କରିଦେଲେ ଯୁବରାଜ , ଦେଖନ୍ତୁ ଦମଦାର ବ୍ୟାଟିଙ୍ଗ

jubraj

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ପୁଣି ପୁରୁଣା ରଙ୍ଗ ରେ ନଜର ଆସିଲେ ଯୁବରାଜ ସିହଂ ଦେଖେଇଲେ 2007 ମସିହା ର ଝଲ୍ଲକ୍ ଗୋଟିଏ ଓଭର ରେ ଲଗାତାର ପୁଣି 4 ଟି ଛକ୍କା ମାରିଲେ ଯୁବରାଜ ସିହଂ ଜାହାର ଭିଡ଼ିଓ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ତେବେ ବର୍ତମାନ ସମୟ ରେ ରାୟପୁର ର ଚାଲି ଥିବା ସଡକ ସୁରକ୍ଷା ବିଶ୍ୱ ସିରିଜ୍ ର 13 ତମ ମ୍ୟଚ୍ ରେ ଭାରତୀୟ ଲେଜେଣ୍ଡ ଏବଂ ଦକ୍ଷିଣ ଆଫ୍ରାକା ଲେଜେଣ୍ଡ ମଧ୍ୟ ରେ ଖେଳା ଜାଇ ଥିବା ମ୍ୟଚ୍ ରେ ଭାରତ 56 ରନ୍ ରେ ବିଜୟ ବାସଲ କରିଛି ।jubraj

ଟସ୍ ଜିତି ପ୍ରଥମେ ବ୍ୟଟିଂ କରିବାର ନିସ୍ପତି ନେଇ ଥିବା ବେଳେ ଭାରତ 20 ଓଭର ରେ 3 ୱୁଇକେଟ୍ ହରେଇ 204 ରନ୍ ର ବିଶାଳ ସ୍କୋର ଛିଡା କରି ଥିଲେ , ତେବେ ଏହି ମ୍ୟଚ୍ ରେ ଯୁବରାଜ ସିହଂ ଙ୍କୁ ପୁଣି ଥରେ ପୁରୁଣା ଫର୍ମ ରେ ଦେଖିବା ପାଇଁ ମିଳି ଥିଲେ ,ସେ ମାତ୍ର 22 ଟି ବଲ୍ ରେ 52 ରନ୍ ର ବିଶାଳ ସ୍କୋର କରି ଥିଲେ , ଏହି ବାମହାତୀ ବ୍ୟଟ୍ସମ୍ୟନ ଇନିଂଙ୍ଗ୍ସ ର 18 ତମ ଓଭର ରେ ଲଗାତାର ଭାବେ 4 ଟି ଛକ୍କା ମାରି କ୍ରାମାଗତ ଭାବେ ଛଅ ଛକ୍କା ର ସୃତି କୁ ପୁଣି ଥରେ ଉଜାଗତ କରି ଦେଇ ଥିଲେ ,jubraja

ଏବଂ ସେ ଏହି ମଧ୍ୟ ରେ କେବଳ 21 ବଲ୍ ରେ ହିଁ ନିଜର ଅର୍ଦ୍ଧ ଶତକ ପୂରଣ କରି ଥିଲେ, ଯୁବରାଜ ସିହଂ ଙ୍କ ବ୍ୟଟିଂ ବଳ ରେ 204 ର ରନ୍ ର ଲକ୍ଷ୍ୟ ପ୍ରାପ୍ତି କରି ପାରି ଥିଲା ତେବେ ଯୁବରାଜ ସିହଂ ଙ୍କ ଏମିତି ପଦର୍ଶନ ପାଇଁ ତାଙ୍କର ଫେନ୍ ମାନେ ବହୁତ ପରିମାଣ ରେ ଖୁସି ରହି ଥିବା ବେଳେ ଏହାର କ୍ଲିପ୍ ବର୍ତମାନ ସମୟରେ ସୋସିଆଲ ମିଡିଆରେ ବହୁତ ପରିମାଣ ରେ ଭାଇରଲ ହେଉ ଥିବାର ଦେଖିବା ପାଇଁ ମିଳିଛି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *