ଧନ ଟଙ୍କା ପଇସା ଫଳୁଥିବା ଗଛ ଆଜି ହିଁ ଘରେ ନିଶ୍ଚୟ ଲଗାନ୍ତୁ ଓ ଦେଖନ୍ତୁ ଚମତ୍କାର

tulasi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କଣ ଆପଣ ମାନେ ଜାଣନ୍ତି ଏମିତି କିଛି ଗଛ ରହିଛି ଜାହାକୁ ଆପଣ ମାନେ ଆପଣ ମାନନଙ୍କ ଘରେ ଲେଗେଲେ ଆପଣ ମାନେ ବି ଧନ ବାନ ହୋଇ ପାରିବେ , ଧନୀ ହେବାର ଇଚ୍ଛା ସମସ୍ତ ପାଖରେ ରହିଥାଏ ଏବଂ ଏହି କାର୍ଯ୍ୟ ରେ ଯେତେ ବେଳେ ପ୍ରକୃତି ହିଁ ଆମକୁ ସହାଯ୍ୟ କରେ ସେତେ ବେଳେ ତେବେ ଆମ ମାନଙ୍କୁ ପ୍କକୃତିି ରେ ବର ଦାନ ସ୍ୱରୁପ ସେହି ସବୁ ଗଛ କୁ ଆମ ଘରେ ଲଗେଇବା ଜରୁରୀ ଜାହା ଦ୍ୱାରା ଆମ ମାନଙ୍କ ଘରେ ଧନ ବୃଦ୍ଦି ବି ହୋଇଥାଏ ,ତେବେ ଆଉ ଡେରି ନ କରି ଆସନ୍ତୁ ଜାଣି ନେବା ସେହି ସବୁ ଗଛ ବିଷୟ ରେ ,tulsi

ପ୍ରଥମେ ଆସୁଛି ତୁଳସୀ ଗଛ ହିନ୍ଧୁ ଧର୍ମ ରେ ଆପଣ ମାନେ ଜାଣି ଥିବେ ତୁଳସୀ କୁ ବହୁତ ଖାସ୍ ଗଛ ବୋଲି ମନା ଯାଏ ଏହି ଗଛ ଘରେ ରହିଲେ ଘରେ କେବେ ବି ଟଙ୍କା ପଇସା ର ଅଭାବ ହେବାକୁ ଦିଏ ନାହିଁ । ସେମିତି ବେଳେ ଆପଣ ମାନେ ଯଦି ଏହି ଗଛ କୁ ଉତ୍ତର ପୂର୍ବ ଦିଗ ରେ ଘରେ ଲଗାନ୍ତି ତେବେ ଆପଣ ମାନଙ୍କର ଘର ଉପରୁ ନାକାରାତ୍ମକ ପ୍ରଭାବ ପଡେ ନାହିଁ । ଦୁଇ ରେ ରହିଛି ଅଁଳା ଗଛ ଏହି ଗଛକୁ ଘରେ ଲଗାଇବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ଥାନ୍ତି ,ଏହା ବ୍ୟତିତ ଆପଣ ମାନେ ଏହାର ଚିତ୍ର ମଧ୍ୟ ଲଗେଇ ପାରିବେ ,anla

ତିନି ରେ ରହିଛି ଗଙ୍ଗ ଶୀଉଳୀ ଗଛ ଏହି ଗଛ କୁ ଆପଣ ମାନେ ଘରେ ଲଗାନ୍ତି ,ତେବେ କେବେ ବି ଆପଣ ମାନଙ୍କ ଘରକୁ ଦାରିଦ୍ରତା ପ୍ରେବଶ କରେ ନାହିଁ, ଏହା ଆପଣ ମାନଙ୍କ ଘର କୁ ସୁଗନ୍ଧିତ କରିବା ସହିତ ଧନ ଲାଭ ର କାରଣ ମଧ୍ୟ ହୋଇ ଥାଏ । ଚାରି ରେ ରହିଛି ସମି ଗଛ ଏହା ଘରେ ଲଗାଇଲେ ଆପଣ ମାନଙ୍କ ଘର ର ସ୍ୱନ୍ଦର୍ଯ୍ୟ ବଢେଇବା ସହିତ ଆପଣ ମାନଙ୍କ ଉର୍ଜା ବଢାଇ ଥାଏ ଏବଂ ଘରେ କେବେ ବି ଧନ ହାନୀ ହୋଇ ନ ଥାଏ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *