ଶୋଇବା ପୁର୍ବରୁ ପାଣି କାହିଁକି ପିଇବା ଉଚିତ୍ |

anuchita

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସକାଳୁ ଉଠିଲା ପରେ ଖାଲି ପେଟରେ ତିନି ଗ୍ଲାସ ପାଣି ପିଇଲେ ଅନ୍ତର ଶକ୍ତି ଜାଗ୍ରତ ହୋଇଥାଏ , ଏକ ଗ୍ଲାସ ପାଣି ଗାଧୋଇସାରି ପିଇଲେ ବ୍ଳଡପ୍ରେସର ନିୟନ୍ତ୍ରଣ ହୋଇଥାଏ ,ଦୁଇ ଗ୍ଲାସ ପାଣି ଖାଇବାର ଅଧଘଣ୍ଟା ଆଗରୁ ପିଇଲେ ଖାଦ୍ୟ ଭଲ ହଜମ ହୋଇଥାଏ , ରାତିରେ ଶୋଇବା ପୁର୍ବରୁ ଅଧଗ୍ଲାସ ପାଣି ପିଇଲେ ହୃଦଘାତ ସମ୍ଭାବନା କମ୍ ହୋଇଥାଏ , ପାଞ୍ଚଟି ଗୋଲମରିଚ,ଗୋଟିଏ ପିଆଜ, ଅଧଚାମଚ ଲୁଣକୁ ବାଟି କେଶରେ ଲଗାଇଲେ କେଶ ଝଡ଼ିବା ବନ୍ଦ ହୋଇଥାଏ , ମୁହଁରେ କଳା ଦାଗଥିଲେ ଦହିରେ ବିଲାତି ରସ ମିଶାଇ ପନ୍ଦର ମିନିଟ୍ ଲଗାଇ ଧୋଇଲେ ମୁହଁ ସଫା ହୋଇଥାଏ ,watter

ମୁହଁର ରଙ୍ଗ ସଫାକରି ବା ପାଇଁ ହେଲେ ଆଳୁର ରସକୁ ରାତିରେ ଶୋଇବା ପୁର୍ବରୁ ମୁହଁରେ ଲଗାନ୍ତୁ , ଦୁଇଟି ଗୁଜୁରାତିକୁ ଗୁଣ୍ଡ କରି ରାତିରେ ଶୋଇବା ବେଳେ ଉଷୁମ ପାଣିରେ ଖାଇଲେ କେଶର ମୂଳ ମଜବୁତ ହୁଏ , ଅଣ୍ଟା ଦରଜ ହଉଥିଲା ପାଞ୍ଚଟି ଖଜୁରୀ କୋଳି ସହିତ ମେଥିଗୁଣ୍ଡ ସିଝାଇ ଖାଇଲେ ତାହାକୁ ଦୂର ହୋଇଥାଏ ,

ପେଟରେ ଗ୍ୟାସ ସମସ୍ୟା ଦେଖାଦେଲେ ଏକ ଚାମଚ ଜୁଆଣି ସହିତ ଟିକେ କଳା ଲୁଣ ମିଶାଇ ଉଷୁମ ପାଣିରେ ଖାଆନ୍ତ , ରୋଷେଇ କରିସାରିବା ପରେ ଚୁଲାକୁ ଭଲ ଭାବେ ସଫା କରନ୍ତୁ , ଏହା ସମୃଦ୍ଧିର ପ୍ରତିକ ହୋଇଥାଏ , ରାତିରେ ରୋଷେଇ ପରେ କେବେବି ଅଇଁଠା ବାସନ ରଖନ୍ତୁ ନାହିଁ , ଏହା ଅସୁଭ ହୋଇଥାଏ , ଭଙ୍ଗା ଵାସନରେ କେବେବି ଖାଆନ୍ତୁ ନାହିଁ , କିମ୍ବା ରୋଷେଇ କରନ୍ତୁ ନାହିଁ ରୋଷେଇ ଘରେ କେବେବି ଔଷଧ ଏବଂ ପୂଜାସ୍ଥାନ ରଖନ୍ତୁ ନାହିଁ , ଏହା ଅସୁଭ ଵା ଅମଙ୍ଗଳ ହୋଇଥାଏ , ଘରେ ଉତ୍ତର ପୁର୍ବ କୋଣରେ କାଚ ପାତ୍ରରେ ଲୁଣ ରଖିଲେ ଶୁଭ ହୋଇଥାଏ ଏବଂ ଆର୍ଥକ ସମସ୍ୟ ଦୂର ହୋଇଥାଏ ,bolk sold

ଘର ଭିତରେ ମହାଦେବଙ୍କ ପରିବାର ସହିତ ଫଟ ରଖିଲେ ପିଲାମାନେ ଆଜ୍ଞାକାରି ହୋଇଥାନ୍ତି , ପଇସା ରଖୁଥିବା ସ୍ଥାନରେ କିମ୍ବା ଆଲମାରିରେ ସ୍ୱସ୍ତିକ ଚିହ୍ନ ଆଙ୍କିଲେ ଶୁଭ ହୋଇଥାଏ ଏବଂ ଆର୍ଥିକ ସମସ୍ୟା ହୋଇନଥାଏ , ଘରର ପଇସା ରଖୁଥିବା ସ୍ଥାନରେ କିମ୍ବା ଅଲମାରି ଘରର ଦକ୍ଷିଣ ଦିଗରେ ରଖିଲେ ଶୁଭ ହୋଇଥାଏ , ଘରର ଗାଧୁଆ ଘର କିମ୍ବା ପାଇଖିନା କବାଟ ସବୁବେଳେ ବନ୍ଦ ରହିବା ଉଚିତ୍ ଏହା କଲେ ମଙ୍ଗଳ ହୋଇଥାଏ , ରୋଷେଇ ଘରେ କେବେବି ଆଇନା ଲଗାଇବା ଉଚିତ୍ ନୁହେଁ ଏହା କଲେ ମଙ୍ଗଳ ହୋଇଥାଏ ଘରର ଉତ୍ତର ଦିଗରେ ବିବାହ ଫଟ ଲଗାଇଲେ ମଙ୍ଗଳ ହୋଇଥାଏ ,house

ଶୋଇବା ସମୟରେ ମୁଣ୍ଡ ପାଖରେ ତମ୍ଭା ପାତ୍ରରେ ଜଳ ରଖିଲେ ଶୁଭ ହୋଇଥାଏ ଏବଂ ସ୍ବାସ୍ଥ୍ୟ ଭଲ ରହେ , ଯେଉଁ ଲୋକର ନୟନରେ କଳାଯାଇ ଥାଏ ସେ ଚତୁର , ବୁଦ୍ଧିିମାନ ଓ ଦୂର ଦୃଷ୍ଟି ସଂମ୍ପର୍ଣ୍ଣ ହୋଇଥାଏ , ଯେଉଁ ଲୋକର ପାଦରେ କଳାଯାଇ ଥାଏ ସେ ଅସିକ୍ଷିତ ଓ ଧନ ନଷ୍ଟକାରି ହୋଇଥାଏ , ଯେଉଁ ଲୋକର ଡାହାଣ ପାଦ ଉପରେ କଳାଯାଇ ଥାଏ ସେ ସଦାବେଳେ ଭ୍ରମଣ କରିବାକୁ ଭଲ ପାଇଥାଏ ଯେଊଁ ଲୋକର କାନରେ କଳାଯାଇଥାଏ ସେ ଲୋକ ମିଷ୍ଟଭାସି ଓ ଧର୍ମ ପରାୟଣ ହୋଇଥାଏ , ଯେଉଁ ଲୋକର ପୃଷ୍ଠ ଭାଗରେ କଳାଯାଇ ଥାଏ ସେ ଲୋକ ଧୀର ସ୍ୱବାଭ, ଦାନି ଓ ସୁଖ ଭୋଗକରେ ,feet

ଯେଉଁ ଲୋକର ଜାନୁରେ କଳାଯାଇଥାଏ ସେ ବଳିଷ୍ଠ ପରଉପକାରି ଓସୁଖ ଭୋଗ କରେ , ଯେଉଁ ଲୋକର ନାକ ବାମପଟରେ ତିଳଚିହ୍ନ ଥାଏ ସେ ଦୈବ କୃପା ଲାଭକରେ ଓ ମାନ ସନ୍ନାନ ଲାଭ କରେ , ଯେଉଁ ଲୋକର ଆଖି ତଳେ ତିଳଚିହ୍ନ ଥାଏ ସେ ଅଧ୍ୟବ୍ୟସାୟି ଓ ପରିଶ୍ରମି ହୋଇଥାୋଏ , ଯେଉଁ ଲୋକର ତଳ କିମ୍ବା ଉପରେ ଓଠରେ ତିଳଚିହ୍ନ ଥାଏ ସେ ବିଳାସମୟ ଜୀବନ କାଟିବାକୁ ଭଲପାଇଥାଏ , ଦକ୍ଷିଣ ବାହୁରେ ତିଳଚିହ୍ନ ଥିଲେ ସେ ଲୋକ ଧଯ୍ୟଶିଳ ଓ ଶାନ୍ତି ସ୍ୱଭାବର ହୋଇଥାଏ , ନାକରେ ଦକ୍ଷିଣ ଭାଗରେ ତିଳଚିହ୍ନ ଥିଲେ ଦୀର୍ଘାୟୁ ହୁଏ ଏବଂ ଅଧ୍ୟବ୍ୟସାୟୀ ହୁଏ , ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *