ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବନ୍ଧୁଗଣ ରାଜସ୍ତାନ ର ଏକ ବିଳାସ ପୂର୍ଣ୍ଣ ସ୍ଥାନ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଉଭୟ ଅର୍ଚ୍ଚିତା ଏବଂ ସବ୍ୟସାଚୀ ,ତେବେ ଆସନ୍ତୁ ଜାଣି ନେବା ଅର୍ଚ୍ଚିତା ଏବଂ ସବ୍ୟସାଚୀ ଙ୍କ ବିବାହ ବିଷୟ ରେ ଦେଖିବା କିଛି ତାଙ୍କର ଫୋଟ ଆଲବମ୍ ଏବଂ ଏହା ସହିତ ବି ଜାଣି ନେବା ଅର୍ଚ୍ଚିତା ଏବଂ ସବ୍ୟସାଚୀ କଣ ପାଇଁ ଓଡିଶା ଛାଡି ରାଜସ୍ତାନ ରେ ବିବାହ କରି ଥିଲେ ,ତେବେ ଗତ କାଲି ସେମାନଙ୍କର ବିବାହ ସରି ଜାଇଛି ଏବଂ ରାଜସ୍ତାନ ରେ ସେମାନେ ନିଜର ପରିବାର ଲୋକ ମାନଙ୍କ ସହିତ ଏହି ବିବାହ କୁ ସାରିଛନ୍ତି ଅର୍ଚ୍ଚିତା ଏବଂ ସବ୍ୟସାଚୀ , ଏବଂ ସେମାନଙ୍କ ବିବାହ ର ସମସ୍ତ ପ୍ରକାରର ଫଟୋ କୁ ସେମାନେ ନିଜର ସୋସିଆଲ ମିଡିଆ ଏକାଉଣ୍ଟ ରେ ପୋଷ୍ଟ କରି ଥିଲେ ।
ଏବଂ ସେମାନେ ରାଜସ୍ତାନ ରେ ବିବାହ କରିବାର ମୂଖ୍ୟ କାରଣ ହେଲା ମିଡିଆ ଯଦି ସେମାନଙ୍କ ବିବାହ ଓଡିଶା ରେ ହୋଇଥାନ୍ତି ତେବେ ସେମାନେ ବହୁତ ସାରା ପ୍ରଶ୍ନ ଘେରି ରହିଥାନ୍ତେ , ଆଉ ଶାନ୍ତି ରେ ବିବାହ ବନ୍ଧନ ରେ ବାନ୍ଧି ହୋଇ ପାରନ୍ତେ ନାହିଁ , ତେବେ ସେ ଜାହାବି ହେଉ ବର୍ତମାନ ସମୟ ରେ ଉଭୟ ଙ୍କ ବର କନ୍ୟା ବେଶ ସୋସିଆଲ ମିଡିଆ ରେ ବର୍ତମାନ ସମୟ ରେ ଭାଇରଲ ହେବାରେ ଲାଗିଛି ,ସେହି ପରି ବିବାହ ପୂର୍ବ ରୁ ଏମାନଙ୍କ ହଳଦୀ ସେରିମୋନି ର ଫୋଟ ସାମ୍ନା କୁ ଆସି ଥିଲା ,ଉଭୟ ଙ୍କ ମଧ୍ୟ ରେ ଦିର୍ଘ ଦିନ ଧରି ପ୍ରେମ ସଂମ୍ପର୍କ ରହି ଥିବା ନେଇ ଚର୍ଚ୍ଚା ହେଉ ଥିଲା ,
ହେଲେ ଦୁଇଜଣ ଙ୍କ ମଧ୍ୟ ରେ ଚାଲି ଥିବା ଚୋରି ଚୋରୀ ପ୍ରେମ ବିଷୟରେ ଦୁହେଁ କେବେ ଆଗରୁ ମୁହଁ ଖୋଲି ନ ଥିଲେ ଗତ କାଲି ଏମାନେ ହଠାତ୍ ଫେନ୍ ମାନଙ୍କୁ ସର୍ପ୍ରାଇଜ୍ କରି ଦେଇ ଥିଲେ ଏହି ଦୁଇ କୋପଲ ସୋସିଆଲ ମିଡିଆ ରେ ଲଭ୍ ସିକ୍ରେଜ୍ ର ରାଜ ଖୋଲି ଆଜି ଏମାନେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ,ତେବେ ଆପଣ ମାନଙ୍କୁ ଓଡିଆ ଷ୍ଟାର ସବ୍ୟସାଚୀ ଏବଂ ଅର୍ଚ୍ଚିତା ଙ୍କ ଯୋଡି କେମିତି ଲାଗୁଛି କମେଣ୍ଟ କରି ଜଣେଇ ଦେବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।