କାହିଁକି ଲଣ୍ଡା ହେଲେ ଧୋନି | କଣ ହୋଇଗଲେ ସନ୍ୟାସୀ

dhani

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ତେବେ IPL ପୂର୍ବରୁ କଣ ସନ୍ୟାସୀ ହୋଇ ଗଲେ କି ଧୋନୀ , ଧୋନୀ ଙ୍କ ଲଣ୍ଡା ହେବାର ଫୋଟ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ତେବେ ଧୋନୀ ଙ୍କୁ ଏପରି ଲଣ୍ଡା ହେବା ପଛର କାରଣ କଣଣ ରହିଛି ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ, ତେବେ ବର୍ତମାନ ସମୟ ରେ ମହେନ୍ଦ୍ର ସିହଂ ଧୋନୀ ଙ୍କ ଏହି ଫୋଟ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ।dhani

ଯେଉଁ ଥିରେ ସେ ଏକ ବୃୃଦ୍ଧ ବିକ୍ଷ୍ୟୁକ ଭାବେ ଦେଖା ଜାଉଛନ୍ତି , ଏହି ଫୋଟ ରେ ସେ ଲଣ୍ଡା ହୋଇ ଥିବାର ଦେଖିବା ପାଇଁ ମିଳିଛି , ଏପଟେ ଧୋନୀ ଙ୍କ ଲଣ୍ଡା ହେବାକୁ ନେଇ ଅନେକ ଆଲୋଚନା ମଧ୍ୟ ହୋଇଛି , ତେବେ ରବିବାର ଦିନ ଏହି କଳ୍ପନା ଜଳ୍ପନା ର ଅନ୍ତ ହୋଇ ଥିବା ବେଳେ ଏହାର କାରଣ ବି ସମସ୍ତ ଙ୍କ ସାମ୍ନା କୁ ଆସି ଥିଲା , ତେବେ ବର୍ତମାନ ସମୟ ରେ ଧୋନୀ ଚେନ୍ନାଇ ରେ ରହିଛନ୍ତି, ଏବଂ ସେ IPL ପାଇଁ ପ୍ରସ୍ତୁତ ହେଉଛନ୍ତି , ବର୍ତମାନ ସମୟ ରେ IPL ଦଳ ଚେନ୍ନାଇ ସୁପର କିଙ୍ଗ୍ ସହିତ ରହି ଥିବା ବେଳେ ଏହି ଥର ସେ ସିବିର ରେ ଭାଗ ନେଇଛନ୍ତି । ଏହିି ସମସ୍ୟ ରେ ଧୋନୀ ଙ୍କ ଭାଇରଲ ଫୋଟ ସମସ୍ତ ଙ୍କ ଆଶ୍ଚର୍ଯ୍ୟ କରି ଥିଲା ,dhane

ହେଲେ ବାସ୍ତବ ର ଏହି ଫୋଟ IPL ପ୍ରୋମସନ ର ବିଜ୍ଞ୍ୟାପନ ର ଏକ କାରଣ ଥିଲା , ବର୍ତମାନ ସମୟ ରେ IPL ର ପ୍ରୋମସନ ପାଇଁ ଏପରି ଏକ ବିଜ୍ଞ୍ୟାପନ ପ୍ରସ୍ତୁତ କରିଛନ୍ତି ଷ୍ଟାର ସ୍ପର୍ଟ ଟିମ୍ ତେବେ ସେହି ଥିରେ ଧୋନୀ ଙ୍କୁ ଏମିତି ଭାବେ ଅଭିନୟ କରିବା ପାଇଁ ପଡିଛି ଏବଂ ଏହା ସେହିଠାର ର ଫୋଟ ଅଟେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *