କିଏ ଜିତିଲା କଉଡ଼ି ଖେଳ,ଦେଖନ୍ତୁ ପୁରା ତଥ୍ୟ!

kaudi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଓଲିଉଡ ର ହିଟ୍ ଯୋଡି ସବ୍ୟସାଚୀ ଏବଂ ଅର୍ଚ୍ଚିିତା ଙ୍କ ବିବାହ ରାଜସ୍ତାନରେ ଆୟୋଜନ ହୋଇ ଥିଲା ,ଏବଂ ସେମାନେ ଓଡିଶା ରେ ରିସେପ୍ସନନ ପାର୍ଟି ର ମଧ୍ୟ ଆୟୋଜନ କରି ଥିଲେ , ଏବଂ ସେମାନେ ଦୁହେଁ ଏହି ରିସପେସନ ପାର୍ଟି ରେ ଧୁମ୍ ନାଚି ଥିବାର ଦେଖିବା ପାଇଁ ମିଳି ଥିଲେ , ଏମାନଙ୍କ କେରିିଅର ବିଷୟ ରେ କହିଲେ ଏମାନଙ୍କ ଅଭିନୟ କୁ ଦେଖିବା ପାଇଁ ସାରା ଓଡିଶା ବାସୀ ବହୁତ ମାତ୍ରା ରେ ପସନ୍ଦ ମଧ୍ୟ କରନ୍ତି ,kaudi

ସେମାନେ ରାଜସ୍ତାନ ର ଏକ ବିଳାସ ପୂର୍ଣ୍ଣ ରିଜୋର୍ଟ ରେ ଉଭୟ ଙ୍କର ବିବାହ ହୋଇଛି ରାଜା ବେଶ ରେ ଓଡିଆ ଷ୍ଟାର ସବ୍ୟସାଚୀ ସଜେଇ ହୋଇ ଥିବା ବେଳେ ରାଣୀ ବେଶ ରେ ସୁନ୍ଦରୀ ଅର୍ଚ୍ଚିତା ବେଶ୍ ମାନୁଛନ୍ତି , ସେମିତି ରେ ବନ୍ଧୁଗଣ ଆପଣ ମାନଙ୍କୁ ଜଣେଇ ଦେବାକୁ ଚାହିଁବୁ କି ସବ୍ୟସାଚୀ ଏବଂ ଅର୍ଚ୍ଚିିତା ଙ୍କର କଉଡୀ ଖେଳ ର ଏକ ଫୋଟ ବର୍ତମାନ ସମୟ ରେ ଭାଇରଲ ହେବାରେ ଲାଗିଛି ଏବଂ ସବ୍ୟ ଏହାକୁ ନିଜେ ନିଜର ସୋସିଆଲ ମିଡିଆ ଏକାଉଣ୍ଟ ରେ ସେୟାର କରିଛନ୍ତି ,s

ଏବଂ ସେ ଏଗି ଫୋଟ କୁ ସେୟାର କରି ଲେଖିଛନ୍ତି କି କଉଡୀ କେଳ ଜାହାକି ଅର୍ଚ୍ଚିତା କବାଡୀ ଭଳି ଖେଳିଲେ ହଁ ବନ୍ଧୁଗଣ ଏମିତି କିଛି ଲେଖି ସବ୍ୟସାଚୀ ନିଜର ସୋସିଆଲ ମିଡିଆ ଏକାଉଣ୍ଟ ରେ ପୋଷ୍ଟ କରିଛନ୍ତି , ଏବଂ ଏହା ସହିତ ଆପଣ ମାନଙ୍କୁ ଜଣେଇ ଦେବୁ କି ସବ୍ୟସାଚୀ ଏବଂ ଅର୍ଚ୍ଚିିତା ଙ୍କ ମଧ୍ୟ ରୁ ଏହି ଖେଳ ରେ କିଏ ଜିତି ଥିବ ସେହି ବିଷୟ ରେ ସେ ପଚାରିଛନ୍ତି ନିଜର ଫେନ୍ ମାନଙ୍କୁ ଆପଣ ମାନେ ବି ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *