କେଉଁ ସ୍ବପ୍ନ ହୋଇଥାଏ ସତ ଓ କେଉଁ ସ୍ୱପ୍ନ ହୋଇଥାଏ ମିଛ |

dreem

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ମାନେ ଅନେକ ପ୍ରକାରର ସ୍ୱପ୍ନ ଦେଖିଥାଉ ରାତ୍ରି ସମୟରେ ତା ମଧ୍ୟରେ କିଛି ସ୍ୱପ୍ନ ସତ ହୋଇଥାଏ ତ କିଛି ସ୍ୱପ୍ନ ମିଛ ହୁଏ ତା ସହିତ ଏହି ସ୍ୱପ୍ନର ମଧ୍ୟ ଅନେକ ନାମ ଅଛି , ଏହା ସ୍ୱପ୍ନ ବୋଲି ଆପଣମାନେ ଜାଣିଛନ୍ତି ଏହାର କେତେକ ନାମ ଅଛି ତାହା ଆପଣମାନେ ଜାଣିନାହାନ୍ତି, ସ୍ୱପ୍ନ ହେଉଛି ୫ ପ୍ରକାରର ଯଥା ସ୍ୱସ୍ତିକ ସ୍ୱପ୍ନ , ରାଜଶିକ ସ୍ୱପ୍ନ , ମାନସିକ ସ୍ୱପ୍ନ , ଚିନ୍ତାଶିଳ ସ୍ୱପ୍ନ , ଏବଂ ଦ୍ଵନ୍ଦ ସ୍ୱପ୍ନ ହୋଇଥାଏ, ସ୍ୱସ୍ତିକ ସ୍ୱପ୍ନ କ’ଣ ତାହା ମୁଁ ଆପଣଙ୍କୁ ପ୍ରଥମ କହୁଛି , ଦେଖନ୍ତୁ ଯେଉଁ ସ୍ୱପ୍ନରେ କି ମଣିଷ କୈାଣସି ବିପଦରେ ପଡ଼ି ଭଗବାନଙ୍କୁ ପ୍ରାର୍ଥନା କରୁଥାନ୍ତି କିମ୍ବା କୌଣସି ମନ୍ଦିର, ମସଜିଦ ଏହି ସବୁରେ ପୂଜା ଅର୍ଚ୍ଚନା କରୁଥାନ୍ତି ଏହାକୁ ସ୍ୱସ୍ତିକ ସ୍ୱପ୍ନ ବୋଲି କୁହାଯାଇଥାଏ ।dreem

ଏହି ସ୍ୱପ୍ନ କେତେକ କ୍ଷେତ୍ରରେ ପୃରଣ ମଧ୍ୟ ହୋଇଥାଏ । ରାଜଶିକ ସ୍ୱପ୍ନ ଏହା କୈାଣସି ବ୍ୟକ୍ତିର ଶୋଇଥିବା ସମୟରେ ଧନ , ଜନ ଏହି ସବୁକୁ ଦେଖିଥାଏ, ଗର୍ବ ଅହଙ୍କାର ଭରି ରହିଥାଏ ତା ସହିତ ଭୋଗ ବିଳାସରେ ଲିପ୍ତ ରହେ ଏହି ସ୍ୱପ୍ନ ବିଫଳ ମଧ୍ୟ ହୋଇଥାଏ ଏହାକୁ ରାଜକିୟ ସ୍ୱପ୍ନ କୁହାଯାଏ । ମାନସିକ ସ୍ୱପ୍ନ ଦିନ ରାତି ମଣିଷ କୈାଣସି ଲୋଭ ମୋହରେ ପଡ଼ି ନିଦ୍ରିତ ଅବସ୍ଥାରେ ନାନା ପ୍ରକାର ସ୍ୱପ୍ନ ଦେଖେ ତାହା ହେଉଛି ମାନସିକ ସ୍ୱପ୍ନ ବୋଲି କୁହାଯାଇଥାଏ । ଏହିପରି ସ୍ୱପ୍ନ ଅଧିକାଂଶ ବିଫଳ ହିଁ ହୋଇଥାଏ ,। ଚିନ୍ତାଶୀଳ ସ୍ୱପ୍ନ ମାନବ ସଦା ସର୍ବଦା ଗୁରୁ ଭାବନା, ପରିଶ୍ରମି ବହୁ ଆଶା ବାଦି ନିଜ ଆତ୍ମରେ ଚିନ୍ତା ରଖି ବାରମ୍ବାର ନାନାଦି ରକମର ସ୍ୱପ୍ନ ଦେଖେ ପ୍ରାତହ କାଳରେ ସେହି ସ୍ୱପ୍ନ କଥା ବିଚାର କରିଥାଏ ସେହି ସ୍ୱପ୍ନର ଫଳ ଅଳ୍ପ କେତେକ ଦିନରେ ଫଳିତ ହୁଏ ତ କେତେକ ବିଫଳ ମଧ୍ୟ ହୋଇଥାଏ ଏହାକୁ ହିଁ ଚିନ୍ତାଶିଳ ସ୍ୱପ୍ନ କୁହାଯାଏ ,dr

ଦ୍ୱନ୍ଦ ସ୍ୱପ୍ନ ଦିନରେ ବାହାରେ ବୁଲି ବୁଲି ନାନାଦି ରକମର ହାବଭାବ ଦେଖିଥାଏ ତାହା ରାତିରେ ଶୋଇବା ବେଳେ ସ୍ୱପ୍ନରେ ଆସେ ତାହାକୁ ଦ୍ୱନ୍ଦ ସ୍ୱପ୍ନ ବୋଲି କୁହାଯାଇଥାଏ ଏହା ସବୁବେଳେ ବିଫଳ ମଧ୍ୟ ହୋଇଥାଏ , ଏହା ମଧ୍ୟ ଜାଣିଥିବେ କେତେକ ଲୋକ ସ୍ୱପ୍ନରେ ଚାଲି ରୋଗ ମଧ୍ୟ ରହିଥାଏ , ଏମାନେ ରାତିରେ ଶୋଇବା ବେଳେ ସ୍ୱପ୍ନରେ ଚାଲି ଚାଲି ଅଲଗା ସ୍ଥାନରେ ପହଞ୍ଚିବାଥାନ୍ତି ତାହା ସେମାନେ ଜାଣ ମଧ୍ୟ ପାରିନଥାନ୍ତି , ଏହି ରୋଗ ବହୁତ ଅନିଷ୍ଟକାରୀ ହୋଇଥାଏ , ଆପଣମାନେ ଜାଣିଥିବେ ଯେ ସାଧାରଣତଃ ଛୋଟ ପିଲାମାନେ ବିଛଣାରେ ପରିଶ୍ରା କରିଦେଥାନ୍ତି , କ୍ରମେ କ୍ରମେ ବଡ଼ ହେବା ପରେ ଏହି ଅଭ୍ୟାସ ଛାଡ଼ି ଯାଇଥାଏ ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *