କଣ ଓଡିଶାରେ ପୁଣି ହେବ ଲକଡାଉନ । ଜାଣନ୍ତୁ ପୁରା ଖବର

lock

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ଲକଡାଉନ୍ କୁ ନେଇ ଏକ ବଡ ଖବର ଆସି ପହଁଚିଛି ତେବେ ସେହି ବିଷୟ ରେ ଆମେ ମାନଙ୍କୁ ସଂମ୍ପର୍ଣ୍ଣ ସୂଚନା ଦେବା ପାଇଁ ଚାହିଁବୁ ବାସ୍ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ , ତେବେ ପୁଣି ଲକଡାଉନ୍ ହେବ କି ନାହିଁ କାଲି ନିସ୍ପତି ନେବେ ମୂଖ୍ୟ ମନ୍ତ୍ରୀ ଏବଂ ସ୍ଥିତି ର କରିବେ ସମିକ୍ଷ୍ୟା ଏବଂ ଦିନ କୁ ଦିନ ବଢୁଛି ସଂଙ୍କ୍ରମିତ ସଂଖ୍ୟା ବର୍ତମାନ ସମୟ ରେ ରାଜ୍ୟରେ ସ୍ଥିତି ବଢି ଗମ୍ଭୀର ରହି ଥିବା ବେଳେ ଏହାର ସମିକ୍ଷ୍ୟା କରିବେ ।lock

ଏହି ନେଇ ସୂଚନା ଦେଇଛନ୍ତି ରାଜ୍ୟ ରିଲିଫ୍ କମିଶନର ପ୍ରଦିପ୍ ଜେନା , ଆସନ୍ତା କାଲି ବିଭିନ୍ନ ସଚିବ ଜିଲ୍ଲା ପାଳ ଓ ଏସିପି ଙ୍କ ସହିତ ସ୍ଥିତି ର ସମିକ୍ଷା କରିବେ ମୂଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ , ସେହି ପରି ବେଳେ ରାଜ୍ୟ ର ସ୍ଥିତି କୁ ଅନୁଧ୍ୟନ କରିବା ପରେ ପୁଣି ଲକଡାଉନ୍ ହେବ କି ନାହିଁ SRC ପକ୍ଷ୍ୟ ରୁ କୁହାଜାଇଛି , ପୁଣି ଥରେ ସରପଞ୍ଚ , ଆଶା କର୍ମି , ଏବଂ ଅଙ୍ଗନୱାଡୀ କର୍ମି ମାନଙ୍କୁ ଦାୟୁତ୍ୱ ଦିଆଯିବ , ଗାଁ କୁ ଆସୁ ଥିବା ଅଲଗା ଲୋକ ମାନଙ୍କ ଉପରେ କଡା ନଜର ଦିଆ ଯିବ,lockdown

ସହର ରେ ଥିବା ମଲ୍ ଏବଂ ବ୍ୟବସାୟିକ ପ୍ରତିଷ୍ଟାନ ଉପରେ କୋଭିଡ୍ ନିୟମ କୁ କଡା କଡି ଭାବେ ପାଳନ କରାଯିବ ବୋଲି SRC କହିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣି ପାରୁ ଥିବେ କି ଆସନ୍ତା କାଲି ଘୋଷଣା କରିବେ ମୂଖ୍ୟ ମନ୍ତ୍ରୀ କି ଲକଡାଉନ୍ ହେବ କି ନାହିଁ , ତେବେ ଆପଣ ମାନଙ୍କୁ ଆମେ ପୁଣି ଗତ କାଲି ନିଶ୍ଚିତ ଭାବେ ଏହି ବିଷୟ ରେ ସୂଚନା ଦେଇ ଦେବୁ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *