ଘର ସମ୍ମୁଖରେ ଯଦି ମନ୍ଦିର କିମ୍ବା ମଶାଣୀ ଥାଏ ତେବେ ଏହା କଣ ସୂଚନା ମିଳିଥାଏ |

r

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଜାଣିବା କିଛି ବଡ ଓ ଗୁରୁତ୍ୱ ପୂର୍ଣ୍ଣ ଅନୁଚିନ୍ତା ବିସୟରେ । ବନ୍ଧୁଗଣ ମେନେ ରଖନ୍ତୁ ଯ।ଦି ଆପଣଙ୍କ ଘରର ମୁଖ୍ୟ ଦ୍ୱାର ସାମ୍ନାରେ ମନ୍ଦିର ରହିଥିଲେ ତେବେ ଆପଣଙ୍କ ଘରେ ଦୈବଶକ୍ତି କେବେ ପ୍ରବେଶ କରନ୍ତି ନାହିଁ ଯାହା ଆପଣଙ୍କ ଘର ଓ ପରିବାର ପାଇଁ ରୋଗ , ବୈରାଗ , ଦୁଃଖ ଓ ଦରିଦ୍ରତାର କାରଣ ହୋଇଥାଏ । ମନେ ରଖନ୍ତୁ ଯଦି ଆପଣଙ୍କ ଘରର ସାମ୍ନାରେ ବଡ଼ ଗଛ କିମ୍ବା ଖମ୍ବ ଥାଏ ତେବେ ଆପଣଙ୍କ ପିଲା ମାନଙ୍କ ପାଇଁ ଏହା ବହୁତ ଅଶୁଭ ହୋଇଥାଏ , ଏଣୁ ଘର ସାମ୍ନାରେ ସ୍ୱସ୍ତିକ ଚିହ୍ନ କିମ୍ବା ଓଂ ଲେଖିଦେବା ଉଚିତ୍ ହୋଇଥାଏ ।rangali

ମନେ ରଖନ୍ତୁ ଯଦି ଆପଣଙ୍କ ଘରକୁ ଶୁଭତ୍ୱ ଆଣିବା ପାଇଁ ହେଲେ ଘରର ମୁଖ୍ୟ ଦ୍ୱାରରେ ମୁରୁଯ ରଙ୍ଗଲି ପକାଇବା ଉଚିତ୍ ଏବଂ ସର୍ବଦା ଘରର ମୁଖ୍ୟ ଦ୍ୱାରକୁ ଫୁଲରେ ସଜାଇବା ଉଚିତ୍ କିମ୍ବା ମୁଖ୍ୟ ଦ୍ୱାରରେ ଛୋଟ ଛୋଟ ଘଣ୍ଟି ଲଗାଇବା ଉଚିତ୍ , ଏହା କଲେ ଆପଣଙ୍କ ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ । ମନେ ରଖନ୍ତୁ ଯଦି ଆପଣଙ୍କ ଘରର ମୁଖ୍ୟଦ୍ୱାର ସାମ୍ନାରେ ଜୋତା କିମ୍ବା ଚପଲ ରଖିବା କେବେବି ଉଚିତ୍ ହୋଇ ନଥାଏ , କାରଣ ଏହା ଅଶୁଭ ଓ ଅଶାନ୍ତିର କାରଣ ହୋଇଥାଏ । ମନେ ରଖନ୍ତୁ ଯେଉଁ ଘରର ଲୋକ ମାନଙ୍କ ମଧ୍ୟରେ ଛୋଟ ଛୋଟ କଥାରେ କଳହ ଲାଗୁଥାଏ ତେବେ ସେହି ଘରର ସଦର୍ଶ୍ୟ ମାନେ ଶିନିବାର ଦିନ ଅଟା ପେଶୀ କିଛି ବୁଟଚୁନା ମିଶାଇ ରୁଟି କରି ପରିବାରର ସମସ୍ତେ ମିଶି ଖାଆନ୍ତୁ , ଏହା କଲେ ଆପଣଙ୍କ ଘରର କଳହ ଭଲ ପାଇବାରେ ପରିବର୍ତ୍ତନ ହେବ ।ruti

ମନେ ରଖନ୍ତୁ ଯଦି ଘରେ ଲୋକ ମାନଙ୍କ ମଧ୍ୟରେ କଳହ ଲାଗୁଥାଏ ତେବେ ଘରର ସମସ୍ତ ଲୋକ ପୂର୍ବ ଦିଗକୁ ମୁଣ୍ଡ କରି ଶୁଅନ୍ତୁ , ଏହା କଲେ ଆପଣଙ୍କ ଘର ଉପରେ ଶୁଭ ପ୍ରଭାବ ପଡିଥାଏ । ବନ୍ଧୁଗଣ ସର୍ବଦା ମନେ ରଖନ୍ତୁ ଯଦି ଆପଣଙ୍କ ଘରର ସମସ୍ତ ଲୋକ ମାନଙ୍କ ମଧ୍ୟରେ କଳହ ଲାଗୁଥାଏ ଏବଂ ଘରେ ଅଶାନ୍ତୁ ଲାଗୁଥାଏ ତେବେ ଘର ପାଖରେ ଥିବା ପିମ୍ପୁଡି ମନ୍ଦାରେ ଅଟା ଓ ଚିହ୍ନି ମିଶାଇ କିଛି ଦିନ ସେଠାରେ ପକାନ୍ତୁ , ଏହା କଲେ ଆପଣଙ୍କ ଘରେ ସ୍ନେହ ସର୍ଦା ବୃଦ୍ଧି ପାଇଥାଏ । ମନେ ରଖନ୍ତୁ ଯଦି ଆପଣଙ୍କ ଘରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳହ ଅତ୍ୟଧିକ ବଢ଼ିଯାଏ ତିନଟି ଗୋମତି ଚକ୍ରକୁ ଘରର ଦକ୍ଷିଣ ଦିଗରେ ପକାଇଲେ ଆପଣଙ୍କ ଘରର କଳହ ଦୁର ହୋଇଥାଏ ।ant

ମନେ ରଖନ୍ତୁ ଯଦି ଘରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ସର୍ବଦା କଳି ଲାଗି ରହୁଥାଏ ତେବେ ପାଞ୍ଚଟି ଗୋମତି ଚକ୍ରକୁ ସିନ୍ଦୁର ଲଗାଇ ଆପଣଙ୍କ ଘରର ଠାକୁର ଘରେ କିମ୍ବା ଶୋଇବା ଘରେ ରଖି ଦିଅନ୍ତୁ ଏହା କଲେ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଭଲ ପାଇବା ବଢିଥାଏ । ମନେ ରଖନ୍ତୁ ଯଦି ଆପଣଙ୍କ ପରିବାରରେ କିମ୍ବା ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ସର୍ବଦା କଳି ଲାଗୁଥାଏ ତେବେ ମଙ୍ଗଳ ବାର ଦିନ ହନୁମାନ ମନ୍ଦିର ଯାଇ ସିନ୍ଦୁର ଏବଂ ବସ୍ତ୍ର ଭଗବାନ ହନୁମାନଙ୍କୁ ଚଢାନ୍ତୁ , ଏହା କଲେ ଆପଣଙ୍କ ଘରର ସମସ୍ତ ଅଶାନ୍ତି ଦୁର ହୋଇଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *