ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତୁ ଜାଣି ନେବା ଆଜିର କିଛି ଅନୁଚିନ୍ତା ବିଷୟ ରେ ମନେ ରଖନ୍ତୁ ଯଦି ଆପଣଙ୍କ କିଛି କାର୍ଯ୍ୟ ପାଇଁ ଆପଣ ମାନଙ୍କ ପ୍ରେରଣା କମ୍ ହୋଇଥାଏ କିମ୍ବା କୈଁଣସି ପ୍ରେରଣା ମିଳୁ ନ ଥାଏ ତେବେ ହଳଦିଆ ରଙ୍ଗ ର ବସ୍ତ୍ର ପିନ୍ଧନ୍ତୁ ଏହା କରିଲେ ଆପଣଙ୍କ ପାଇଁ ବହୁତ ମଙ୍ଗଳ ହୋଇଥାଏ , ସେହି ପରି ବନ୍ଧୁଗଣ ଯେଉଁ ଖାଦ୍ୟ କୁ ଆପଣ ମାନେ ଥରେ ରାନ୍ଧିଛନ୍ତି ଏବଂ ଆପଣ ମାନେ ତାହାକୁ ଦ୍ୱତୀୟ ଥର ଥର ରାନ୍ଧିବା ପାଇଁ ଚେଷ୍ଟା କରନ୍ତି ତେବେ ଆପଣ ମାନଙ୍କ ପାଇଁ ବହୁତ ରୋଗ ର କାରଣ ହୋଇ ଥାଏ ।
ସେହି ପରି ବନ୍ଧୁଗଣ ତୃତୀୟ ରେ ଗାଧୋଇ ସାରିବା ପରେ ସେ ପୁରୁଷ ହୁଅନ୍ତୁ ବା ମହିଳା ପ୍ରତି ଦିନ ଗାଧୋଇ ସାରିବା ପରେ ଆପଣ ମାନଙ୍କୁ ପ୍ରତି ଦିନ ସୂର୍ଯ୍ୟ ଙ୍କୁ ନମସ୍କାର କରିବା ଉଚିତ୍ , ଗାଧୋଇ ସାରିବା ପରେ ଆପଣ ମାନେ ଲୁଣ କୁ ପାଟି ରେ ପକାନ୍ତୁ ଏବଂ କେବେ ବି ଗାଧୋଇ ସାରିବା ପରେ ଆପଣ ମାନେ ତେଲ କୁ ସ୍ପର୍ଶ କରନ୍ତୁ ନାହିଁ ,ସେହି ପରି ବନ୍ଧୁଗଣ କ୍ଷୀର ପିଇବାର ଦୁଇ ଘଣ୍ଟା ପୂର୍ବରୁ ଏବଂ ଦୁଇ ଘଣ୍ଟା ପରେ ଆପଣ ମାନେ କିଛି ବି ସେବନ କରନ୍ତୁ ନାହିଁ , ସେହି ପରି ବନ୍ଧୁଗଣ ଏହି କଥା କୁ ସବୁ ସମୟ ରେ ମନେ ରଖିବେ କି ଘରେ ଘରେ ରହି ଥିବା ଭଗବାନ ଙ୍କୁ ପଶ୍ଚିମ ମୂଖା ଏବଂ ମନ୍ଦିର ରେ ରହି ଥିବା ଦେବତା ଙ୍କୁ ପୂର୍ବ ମୂଖା କରି ସ୍ଥାପିତ କରିବା ଉଚିତ୍ ,
ସେହି ପରି ଜନ୍ମ ମାସ ନକ୍ଷେତ୍ର ରେ ପୁଅ ଝିଅ ଙ୍କ ବିବାହ କରିବା କେବେ ବି ଉଚିତ୍ ହୋଇ ନ ଥାଏ , ଗୁରୁବାର ଦିନ ଲୁଗା ସଫା କରିବା କଥା ନୁହେଁ ଏହା ବହୁତ ଅଶୁଭ ଅଟେ , ନୂଆ ବସ୍ତ୍ର ରେ ଯଦି ଦାଗ ଲାଗିଯାଏ ତେବେ ଏହା ଆପଣଙ୍କ କୈଣସି ନିଜର ଲୋକ ମାନଙ୍କ ସହିତ ମନମାଳିନ୍ୟ ହେବାର ସଂଙ୍କେତ ଅଟେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।