ଆଖି ଡ଼େଇଂବାର ଅର୍ଥ କଣ | ଜାଣନ୍ତୁ ଶୁଭ ନା ଅଶୁଭ

eys

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଆଖି ଡେଇଁବାର ଅର୍ଥ କଣ , ପ୍ରାୟ ଲୋକ ଙ୍କ ର ଆଖି ଡେଇଁଥାଏ କେତେ ଲୋକ ଆଖି ଡେଇଁବାକୁ ବହୁତ ମହତ ଦେଇଥାନ୍ତି ଆଉ କେତେକ ଲୋକ ଏହି କଥା କୁ ଆଦୁ ବି ମହତ ଦେଇ ନଥାନ୍ତି ଏହାକୁ ଅନ୍ଧ ବିଶ୍ୱାସ ବୋଲି କହିଥାନ୍ତି । ଯେଉଁ ଲୋକ ମାନେ ଏହାକୁ ବିଶ୍ୱାସ କରିଥାନ୍ତି ସେମାନଙ୍କୁ ଆଜି ଆମେ କହିବୁ ଆଖି ଡେଇଁବା ର ଅର୍ଥ ଆଉ ତାହାର କଣ କଣ ପରିଣାମ ହୋଇଥାଏ , ସମୁଦ୍ର ଶାସ୍ତ୍ର ଅନୁସାରେ ମନୁଷ୍ୟ ପାଖରେ ଏମିତି ଶକ୍ତି ଥାଏ ଯାହା ଦ୍ୱାରା ସେ ଆସୁଥିବା ସମସ୍ତ ସମସ୍ୟା କୁ ଆଗରୁ ଅନୁଭବ କରିଦିଏ , ବିପଦକୁ ଜାଣିବାର କ୍ଷିୟ ତାଙ୍କ ଜୀବନ ରେ ସବୁବେଳେ କେଉଂ ନା କେଉଂ ମାଧ୍ୟମ ରେ ହୋଇଥାଏ , ଅଙ୍ଗ ର ଡେଇଂବା ବି ଗୋଟେ ଏମିତି ସଂଙ୍କେତ , ଡାହାଣ ଆଖି ଡେଇଁବା ପୁରୁଷ ପାଇଁ ଭଲ ହୋଇଥିବା ବେଳେ ସ୍ତ୍ରୀ ଲୋକ ମାନଙ୍କ ପାଇଂ ଏହା ବାମ ଆଖି ଡେଇଁଲେ ଶୁଭ ହୋଇଥାଏ ,eye

ତେବେ ଆସନ୍ତୁ ଏବେ ଜାଣିବା ସ୍ତ୍ରୀ ମାନଙ୍କ ଡାହାଣ ଆଖି ଡେଇଁବା କଣ ସଂଙ୍କେତ ଦେଇଥାଏ ,ଯଦି କୌଣସି ମହିଳା ସ୍ତ୍ରୀ କିମ୍ବା ଝିଅ ର ଡାହାଣ ଆଖି ଫଡ ଫଡ ବା ଆଖି ଡେଇଁଥାଏ ଏହାର ପରିଣାମ ଭଲ ମାନା ଯାଏ ନାହିଁ , ଯଦି ସ୍ତ୍ରୀ ର ଡାହାଣ ଆଖି ଡେଇଁଥାଏ ତେବେ ତାକୁ ବହୁତ ସଚେତନ ରହିବା ଜରୁରୀ ହୋଇଥାଏ , ପୁରୁଷ ମାନଙ୍କ ର ଯଦି ଡାହାଣ ଆଖି ଡେଇଁଥାଏ ତେବେ ଏହା ପୁରୁଷ ମାନଙ୍କ ପାଇଁ ବହୁତ ଶୁଭ ମାନାଯାଏ କୌଣସି ପୁରୁଷ ର ଡାହାଣ ଆଖି ଡେଇଁଥାଏ ତେବେ ଏହା ଶୁଭ ସମାଚାର ନେଇ ଆସିଥାଏ ଏବେ ଜାଣିବା ସ୍ତ୍ରୀ ମାନଙ୍କ ର ବାମ ଆଖି ଡେଇଁବା , ସ୍ତ୍ରୀ ମାନଙ୍କ ର ବାମ ଆଖି ଡେଇଁବା କୁ ବହୁତ ଶୁଭ ମାନା ଯାଏ , ଯଦି କୌଣସି ଝିଅ ର ବାମ ଆଖି ହଲଚଲ ହୋଇଥାଏ , ତେବେ ଏହା ଶୁଭ ସଂଙ୍କେତ ଦୋଇଥାଏ ଆଉ ତେବେ ବାମ ଆଖି ଚାରି ପାଖକୁ ଡେଉଁଥାଏ ତେବେ ଏହା ବିିବାହର ସଂଙ୍କେତ ଦେଇଥାଏ , ତେବେ ଆସନ୍ତୁ ଜାଣିବା ପୁରୁଷ ମାନଙ୍କ ର ବାମ ଆଖି ଡେଇଁବା ବିଷୟ ରେ ,eyes

ଯଦି କୌଣସି ପୁରୁଷ ର ବାମ ଆଖି ଡେଇଁଥାଏ ତେବେ ଏହା କଷ୍ଟ ଦାୟ ହୋଇଥାଏ ଏହାକୁ ଅଶୁଭ ମାନାଯାଏ ସେହି ଦିନ ରେ ଏମାନଙ୍କୁ ସତର୍କ ରହିବା ଦରକାର ଏବେ ଜାଣିବା ଏକା ସାଙ୍ଗେ ଯଦି ଦୁଇ ଆଖି ଡେଇଁଥାଏ ତେବେ ଏହାର ପରିଣାମ କଣ ହୋଇଥାଏ , ଏକା ସାଙ୍ଗେ ଦୁଇ ଆଖି ଡେଇଁବା ପୁରୁଷ ଏବଂ ସ୍ତ୍ରୀ ଙ୍କ ର ଉପରେ ସମାନ ପ୍ରଭାବ ପକାଇଥାଏ , ଯଦି ଦୁଇ ଆଖି ଡେଇଁ ଏକା ସଙ୍ଗେ ଡେଉଁଛି ତ କୌଣସି ପୁରୁଣା ମିତ୍ର ଙ୍କ ସହ ଦେଖା ହେବାର ଅଛି ଏହା ପୁରୁଷ ଏବଂ ସ୍ତ୍ରୀ ଦୁଇ ଜଣଙ୍କ ର ବିଷୟ ରେ ହୋଇଥାଏ , ଯଦି ବ୍ୟକ୍ତି ର ବାମ ଆଖିର ନାକ ଫୋଡ ବା କୋର୍ନର ରେ ହୋଇଥାଏ ତେବେ ଶୁଭ ହୋଇଥାଏ , ଏହା ସନ୍ତାନ ପ୍ରାପ୍ତି ର ସଂଙ୍କତ ଦେଇଥାଏ ଏହା ଉଭଂ ପୁରୁଷ ଏବଂ ମହିଳା ମାନଙ୍କ ପାଇଁ ଶୁଭ ଦାୟକ ହୋଇଥାଏ । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *