ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମ ଦେଶ ରେ ଅନେକ ପ୍ରକାରର ଘଚ ଦେଖିବା ପାଇଁ ମିଳେ ସେହି ମଧ୍ୟ ରୁ କିଛି ଗଛ ବା ପତ୍ର ଆମର ପୂଜା ରେ କାମ ରେ ଲାଗେ ଏବଂ ସେହି ପତ୍ର ଦ୍ୱାରା ଆପଣ ମାନଙ୍କ ଭାଗ୍ୟ କୁ ବାରି ପାରିବ ହିନ୍ଦୁ ଧର୍ମ ରେ କିଛି ବିଷେଶ ପତ୍ର ର ବଡ ମହତ୍ୱ ରହିଛି ଏହି ପତ୍ର କୁ ଶୁଭ ଏବଂ ପବିତ୍ର ମାନି କରି ତାହାକୁ ପୂଜା ରେ ବ୍ୟବହାର କରାଯାଏ । ଏମିତି ହିଁ କିଛି ବିଷେଶ ପତ୍ର ବିଷୟ ରେ ଆପଣ ମାନଙ୍କୁ ଏଠାରେ କହିବା ପାଇଁ ଚାହିଁବୁ ।
ତେବେ ପ୍ରଥମେ ହେଲା ତୁଳସୀ ପତ୍ର ଏହା ଭଗବାନ ବିଷ୍ଣୁ ଙ୍କ ପ୍ରିୟ ଅଟେ ଭଗବାନ ଙ୍କୁ ଯେତେ ବେଳେ ଜଳ ଅର୍ପଣ କରୁ ସେହି ସମୟ ରେ ସେହିଥିରେ ଗୋଟିଏ ତୁଳସୀ ପତ୍ର ନିଶ୍ଚିତ ଭାବେ ଦେଇଥାଉ , ଏହା ଖାଇଲେ କୈଣସି ପ୍ରକାରର ରୋଗ ହୋଇନଥାଏ , ଏହା ପରେ ରହିଛି ପେଲ ପତ୍ର ଏହା ମହାଦେବ ଙ୍କ ମୂଖ୍ୟ ଅଙ୍ଗ ଅଟେ ଚତୁର୍ଥି ଅଷ୍ଟମୀ ନବମୀ , ଅମାବାସ୍ୟା ଏବଂ କୈଣସି ମାସ ର ସଂଙ୍କ୍ରାନ୍ତି ରେ ବେଲପତ୍ର କୁ ତୋଳନ୍ତୁ ନାହିଁ , ଏହା ର ସେବନରେ ବହୁତ ଲାଭ ମିଳେ ।
ତିନି ରେ ହେଲା ପାନ ପତ୍ର ପୂଜା ଆଦି ସାମଗ୍ରୀ ରେ ପାନ ର ବିଷେଶ ମହତ୍ୱ ରହିଛି କଳସ ସ୍ଥାପନ କରିବା ସମୟ ରେ ତାହା ଉପରେ ଆମ୍ବ ଏବଂ ପାନ ପତ୍ର କୁ ବ୍ୟବହାର କରାଯାଏ , ଏହା ପରେ ରହିଛି କଦଳୀ ପତ୍ର ଏହାକୁ ବି ବହୁତ ପବିତ୍ର ଏବଂ ଶୁଭ ବୋଲି ମନାଯାଏ ଏହି ପତ୍ର କୁ ଧାର୍ମିକ କାର୍ଯ୍ୟ ରେ ବ୍ୟବହାର କରାଯାଏ , ଏହି କଦଳୀ ପତ୍ର ରେ ପ୍ରସାଦ ମଧ୍ୟ ସେବନ କରାଯାଏ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।b